Movie prime

Social Media ରେ ଭାଇରାଲ ହେବାକୁ ଲାଗୁଛି ଅଭିନେତ୍ରୀ Prakruti Mishra ଏବଂ Bhumika ଙ୍କ ଏହି ସୁନ୍ଦର ନାଚ ଭିଡିଓ ଦେଖନ୍ତୁ

 
sfgadgrf

ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ଆପଣ ମାନେ ତ ଓଲିଉଡ଼ ଜଗତ ର ଚୁଲବୁଲି ନାୟିକା ଭୂମିକା ଓ ପ୍ରକୃତି ଙ୍କୁ ବେଶ୍ ଭଲ ଭାବରେ ଜାଣି ଥିବେ। ଉଭୟ ଭୂମିକା ଦାସ ଓ ପ୍ରକୃତି ମିଶ୍ର ଶିଶୁ କଳାକାର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଦୁହେଁ ଶିଶୁ କଳାକାର ଭାବରେ ଅନେଗୁଡ଼ିଏ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।

ଭୂମିକା ଙ୍କ ପ୍ରଥମ ଚଳଚ୍ଚିତ୍ର ହେଲା ତୁ ମୋ ଲଭ ଷ୍ଟୋରୀ ଏ ଚଳଚ୍ଚିତ୍ର ରେ ପ୍ରଥମ କରି ଅଭିନେତ୍ରୀ ଜଣକ ହିରୋଇନ୍ ହୋଇ ତାଙ୍କ ବିପକ୍ଷରେ ଓଲିଉଡ଼ ଜଗତ ର ହାଣ୍ଡସମ ହଙ୍କ ସ୍ବରାଜ ଥିଲେ। ଉଭୟ ତାଙ୍କ ଅଭିନୟ ଦ୍ୱାରା ଦର୍ଶକ ମାନଙ୍କୁ ମୁଗ୍ଧ କରି ଥିଲେ। ତାଙ୍କ ଅଭିନୟ ରେ ଦର୍ଶକ ମତୁଆଲା ହେଇ ଥିଲେ। 

ଏହା ପୁର୍ବ ରୁ ଭୂମିକା ଗପ ହେଲେ ବି ସତ ଓ ରୁମକୁ ଝୁମାନ ଭଳି ଚଳଚ୍ଚିତ୍ର ରେ ଶିଶୁ କଳାକାର ଭାବରେ ନଜର ଆସିଥିଲେ। ସେହି ପରି ପ୍ରକୃତି ମିଶ୍ର ମଧ୍ୟ ଅନେଗୁଡ଼ିଏ ଚଳଚ୍ଚିତ୍ର ରେ ଶିଶୁ କଳାକାର ଭାବରେ ନଜର ଆସିଥିଲେ।ସେ ନାୟିକା ଭାବରେ ମଧ୍ୟ ଅନେକ ଫିଲ୍ମ ରେ ଅଭିନୟ କରିଛନ୍ତି। ଥୁକୁଲ, ଓମ ସାଇ ରାମ୍, ଓମ, ମିଠା ମିଠା, ହେଲୋ ଅର୍ଷି, ଏ ସି ପି ସାଗରିକା ଭଳି ଅନେକ ଫିଲ୍ମ କରି ଛନ୍ତି।

ଉଭୟ ଭୂମିକା ଓ ପ୍ରକୃତି ମିଶ୍ର  ଦୁହିଁ ଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ ହେବକୁ ଯାଉଛି। ଏବେ ଏହାର ସୁଟିଂ ଚାଲିଛି। ଉଭୟ ଚୁଲବୁଲି ନାୟିକା ସୁଟିଂ ସେଟ୍ ରେ ଖୁବ୍ ମସ୍ତି କରୁଛନ୍ତି ବୋଲି ଜଣା ପଡ଼ୁଛି। ଉଭୟ ଭିଡ଼ିଓ ରେ ଡାନ୍ସ କରି ଏଞ୍ଜୟ୍ କରୁଛନ୍ତି। ବର୍ତ୍ତମାନ ତାଙ୍କର ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି।