Movie prime

ଆପଣଙ୍କ ପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କ ଜବରଦସ୍ତ ନାଚ ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ

 
Viral video
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ଏବଂ ବହୁତ କମ୍ ଦିନରେ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରି ସମସ୍ତଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି।ତାଙ୍କ ଅଭିନୟ ଯେମିତି ଏଲିନା ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି।
ଏଲିନା ବେଷ୍ଟ୍ ହେରୋଇନେ ରେ ସମ୍ମାନିତ ମଧ୍ୟ ହୋଇଛନ୍ତି।ଏଲିନା "ଇସ୍କି ତୁ ହିଁ ତୁ "ଫିଲ୍ମ୍ ମାଧ୍ୟମରେ ଲିଡ୍ ହିରୋଇନ୍ ଭାବେ ଅଭିନେତା ଅରିନ୍ଦମ ଙ୍କ ସହିତ କାମ କରିଥିଲେ।ତାପରେ ଅନେକ ଗୁଡ଼ିକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।ସେ" କିଏ ହେବ ମୋ ହିରୋଇନ୍"ପ୍ରଥମ ସିଜିନ ଶୋ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।ସେ ଓଡ଼ିଶାର ଅନ୍ୟତମ ଷ୍ଟାଇଲିସ୍ ଅଭିନେତ୍ରୀ ଅଟନ୍ତି।ବର୍ତ୍ତମାନ ତାଙ୍କର କିଛି ଭିଡିଓ ଦେଖିବାକୁ ମିଳିଛି।
ଆପଣମାନେ ଜାଣିଥିବେ ଅଭିନେତ୍ରୀ ଏଲିନା ସାମନ୍ତରାୟ ସୋସିଆଲ ମିଡିଆରେ ଆ କ୍ଟିଭ୍ ରହିଥାନ୍ତି। କିଛି ନା କିଛି ଫଟୋ ହେଉ ଅବା ଡାନ୍ସ ଭିଡିଓ କରି ପୋଷ୍ଟ କରିଥାନ୍ତି।ଯାହାକି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ।ବର୍ତ୍ତମାନ ସେ ତାଙ୍କ ଭଉଣୀ ଙ୍କ ମ୍ୟାରେଜ ରେ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି।ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଅଭିନେତ୍ରୀ ଏଲିନା ଲେହେଙ୍ଗା ପିନ୍ଧି ବହୁତ ସୁନ୍ଦର ଡାନ୍ସ କରୁଥିଲେ।ଏବଂ ସୁନ୍ଦର ମଧ୍ୟ ଦେଖା ଯାଉଥିଲେ।ଦର୍ଶକ ମାନେ ବହୁତ ସୁନ୍ଦର କଥା ମଧ୍ୟ କହିଛନ୍ତି। ସୋସିଆଲ ମିଡିଆରେ ଏଲିନା ଙ୍କୁ ବହୁତ ଭଲ ପାଇବା ମିଳୁଛି।ଅଭିନେତ୍ରୀ ଏଲିନା ବହୁତ ସୁନ୍ଦର ଡାନ୍ସ କରିବା ସହିତ ଅଭିନୟ ମଧ୍ୟ ବହୁତ ଭଲ କରିଥାନ୍ତି।ତାଙ୍କର ସବୁ ଭିଡିଓ ଦର୍ଶକ ମାନଙ୍କୁ ଭଲ ଲାଗିଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.