Movie prime

ବାହା ହେଲେ Sradha Panigrahi ଦେଖନ୍ତୁ ଏହି ଭିଡିଓ ନବ ବଧୂ ବେଶରେ କେମିତି ସୁନ୍ଦର ଭାବେ ସଜେଇ ହୋଇଛନ୍ତି ଶ୍ରଦ୍ଧା

 
hrfhtf6dyh

ନମସ୍କାର ପାଠକ ବନ୍ଧୁ ଗଣ। ଆଜି ଆପଣ ମାନେ ଆପଣ ମାନଙ୍କ ପ୍ରିୟ ଟେଲିିଭିଜନ ଧାରାବାହିକ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହି ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ସେ ଅନେଗୁଡ଼ିଏ ଧାରାବାହିକ ରେ ମୁଖ୍ୟ ଭୂମିକା ରେ ଅଭିନୟ କରି ଦର୍ଶକ ମାନଙ୍କୁ ତାଙ୍କ ଅଭିନୟ ରେ ମତୁଆଲ କରିଛନ୍ତି।

ଅଭିନେତ୍ରୀ ଶ୍ରଦ୍ଧା ଙ୍କ ଆକ୍ଟିଂ ଯେମିତି ସମସ୍ତ ଙ୍କୁ ଆକର୍ଷିତ କରିଥାଏ ଠିକ୍ ସେହି ପରି ତାଙ୍କ ଡାନ୍ସ ମଧ୍ୟ ଦର୍ଶକ ମାନଙ୍କୁ ମୁଗ୍ଧ କରି ଥାଏ। ସେ ଓଲିଉଡ଼ ର ଜଣେ ଚୁଲବୁଲି ଚର୍ଚ୍ଚିତ ନାୟିକା ଭାବେ ବେଶ୍ ଜଣାଶୁଣା। ତାଙ୍କ ସୁନ୍ଦର କୋମଳ ହସ ଦର୍ଶକ ମାନଙ୍କୁ ପାଗଳ କରି ଦିଏ।

ସେ ସିରିଏଲ କରି ଚଳଚିତ୍ର ଜଗତ ରେ ପ୍ରବେଶ କରି ନିଜ ଅଭିନୟ ଦକ୍ଷତା ରେ ସମସ୍ତ ଦର୍ଶକ ମାନଙ୍କୁ ନିଜ ଆଡକୁ ଟାଣି ନେଇ ଛନ୍ତି ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ହେଉଛି ଆମ ଘର ଲକ୍ଷ୍ମୀ। ଏହି ଧାରାବାହିକ ରେ ସେ ଲକ୍ଷ୍ମୀ ଭୂମିକା ରେ ଥିବା କାଟି ସମସ୍ତ ଙ୍କ ହୃଦୟ କୁ ଜିତି ଥିଲେ।

ଏହି ଧାରାବାହିକ ତାଙ୍କୁ ସଫଳ ଶୀର୍ଷ ରେ ପହଁଚିବା ପାଇଁ ରାସ୍ତା ଦେଖାଇ ଥିଲା। ଶ୍ରଦ୍ଧା ପାଣିଗ୍ରାହି ଙ୍କ ମ୍ୟାରେଜ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହଁ ଆଜ୍ଞା ସେ ବିବାହ କରିଛନ୍ତି କିନ୍ତୁ ରେଏଲ୍ ନୁହେଁ ବରଂ ରିଲ ଲାଇଫ ରେ ସେ ବିବାହ କରିଛନ୍ତି। ଓ ତାଙ୍କ ବିବାହ କୁ ବହୁ ଅତିଥି ଆସିଛନ୍ତି।