Movie prime

ସରିଲା ନିର୍ବନ୍ଧ ଏବେ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଆପଣଙ୍କ ପ୍ରିୟ ଅଭିନେତ୍ରୀ Tulasi ଦେଖନ୍ତୁ Ring Ceremony ଭିଡିଓ

 
lolipo

ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ଆପଣ ମାନେ ନିଶ୍ଚିତ ଟେଲି ଧାରାବାହିକ ଅଭିନେତ୍ରୀ ଶ୍ୱେତଲିନା ଙ୍କୁ ଭଲ ଭାବରେ ଜାଣି ଥିବେ। ସେ ନିଜ ଅଭିନୟ ଦକ୍ଷତା ରେ ସମସ୍ତ ଦର୍ଶକ ମାନଙ୍କୁ ମୁଗ୍ଧ କରି ଛନ୍ତି। ତାଙ୍କ ଦ୍ବାରା ଅଭିନୀତ ଧାରାବାହିକ ରେ ସେ ଅନେକ ପ୍ରଶଂସା ସାଉଁଟି ଥିଲେ।

ଶ୍ୱେତଲିନା ସାର୍ଥକ ଚ୍ୟାନେଲ ପ୍ରସାରିତ ତୋ ଅଗଣା ର ତୁଳସୀ ମୁଁ ଧାରାବାହିକ ରେ ମୁଖ୍ୟ ଭୂମିକା ତୁଳସୀ ଚରିତ୍ର ରେ ଅଭିନୟ କରିଥିଲେ ଓ ତାଙ୍କର ଅଭିନୟ ରେ ଦର୍ଶକ ମତୁଆଲା କରିଛନ୍ତି। ସେହି ଧାରାବାହିକ ବହୁ ପ୍ରସିଦ୍ଧ ହୋଇ ଥିଲା। ଓ ସେଥି ପାଇଁ ବହୁ ପୁରସ୍କାର ମଧ୍ୟ ପାଇ ଥିଲା।

ଶ୍ୱେତଲିନା ଙ୍କ ର ପ୍ରଥମ ଧାରାବାହିକ ହେଉଛି ଏହି ଧାରାବାହିକ ତୋ ଅଗଣା ର ତୁଳସୀ ମୁଁ ତାଙ୍କର ଅଭିନୀତ ପ୍ରଥମ ଧାରାବାହିକ ଥିଲା ତା ପରେ ମଧ୍ୟ ସେ ଅନେଗୁଡ଼ିଏ ଧାରାବାହିକ ରେ ମୁଖ୍ୟ ଭୂମିକା ରେ ଅଭିନୟ କରିଥିଲେ। ତୋ ଅଗଣା ର ତୁଳସୀ ମୁଁ ଧାରାବାହିକ ରେ ତାଙ୍କ ବିପକ୍ଷରେ ଅଭିନେତା ତୁଷାର ଥିଲେ।

ଅଭିନେତ୍ରୀ ଶ୍ୱେତଲିନା ଙ୍କୁ ନେ଼ଇ ଏକ ବଡ଼ ଖବର ସାମ୍ନା କୁ ଆସିଛି। ତାଙ୍କର ନିର୍ବନ୍ଧ ହୋଇ ସାରିଛି ସେ ଏକ ଓଲିଉଡ଼ ଅଭିନେତା ଙ୍କ ସହ ନିର୍ବନ୍ଧ କରିଛନ୍ତି। ସେ ଖୁବ୍ ଶୀଘ୍ର ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉ ଛନ୍ତି। ତାଙ୍କର ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି।