Movie prime
ନୂଆ ରୂପରେ ସାମ୍ନାକୁ ଆସିଲେ ଆପଣଙ୍କ ପ୍ରିୟ ଅଭିନେତ୍ରୀ Prakruti Mishra
 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଓଲିଉଡ଼ ନାୟିକା ପ୍ରକୃତି ମିଶ୍ର ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ଆମ ଓଲିଉଡ଼ ଜଗତରେ ପିଲାଟି ଦିନରୁ ହିଁ ଶିଶୁ କଳାକାର ଭାବରେ ପାଦ ଥାପି ଛନ୍ତି। ତାଙ୍କର ଅନେକ ଏଭଳି ଫିଲ୍ମ୍ ମଧ୍ୟ ଅଛି ଯାହାକି ଅନେକ ହିଟ୍ ମଧ୍ୟ ହୋଇଛି। ସେ କେବଳ ଓଡ଼ିଆରେ ନୁହେଁ ବରଂ ସେ ସମଗ୍ର ଦେଶରେ ହେଉଛନ୍ତି ଜଣେ ପରିଚିତ ଚେହେରା।
ସେ ଅନେକ ହିନ୍ଦି ରିଆଲିଟି ଶୋ ରେ ଯୋଗ ଦେଇଥିବା ସହ ତାଙ୍କର ଏକ ହିନ୍ଦୀ ଧାରାବାହିକ ମଧ୍ଯ ଅଛି। ଯାହାକୁ କି ଦର୍ଶକ ମାନେ ଖୁବ ଭଲ ପାଇବା ଦେଇଥିଲେ। ତେବେ ଆପଣ ମାନେ ଜାଣିଥିବେ କି ପ୍ରକୃତି ମିଶ୍ର ପ୍ରାୟ ସମୟରେ ସୋସିଆଲ ମିଡିଆରେ ଆକ୍ଟିଭ୍ ରହିଥାନ୍ତି। ଏବଂ ତାଙ୍କର ପ୍ରତ୍ୟେକ ଦିନ ର କାର୍ଯ୍ୟକଳାପ କୁ ମଧ୍ଯ ସେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥାନ୍ତି।
ନୀତି ଦିନ ସେ ସୋସିଆଲ ମିଡ଼ିଆରେ କିଛି ନା କିଛି ସେୟାର ମଧ୍ଯ କରିଥାନ୍ତି। ପ୍ରତ୍ୟେକ ଦିନ ମଧ୍ୟ ତାଙ୍କ ପୋଷ୍ଟ ଭାଇରାଲ ହୋଇଥାଏ। ଏବେ ନିକଟରେ ପ୍ରକୃତି ମିଶ୍ର ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ କିଛି ରିଲ୍ସ ସେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କର ଏକ ପୂରୁଷ ବନ୍ଧୁ ଙ୍କ ସହ ବେଶ ଭଲ ଡାନ୍ସ କରୁଥିବାର ଦେଖିବାକୁ ମଧ୍ୟ ମିଳିଛି। ଯାହାକି ଏବେ ଖୁବ ଭାଇରାଲ ହୋଇଛି।
ଏଠି ସହ ତାଙ୍କର ନିଜସ୍ୱ ଭିଡିଓ କିଛି ମଧ୍ୟ ସେୟାର କରିଛନ୍ତି। ଯାହାକୁ ଲୋକ ମାନେ ଅତ୍ୟଧିକ ମାତ୍ରାରେ ଲାଇକ କରିବା ସହ ତାହାର ଭିଉଜ ମଧ୍ୟ ବଢାଇଛନ୍ତି। ଏବଂ ତାଙ୍କର ଏହି ରିଲ୍ସ ଗୁଡିକୁ ଲୋକ ମାନେ ଅନେକ ପସନ୍ଦ କରିବା ସହ ଅତ୍ୟଧିକ ମାତ୍ରାରେ ଲାଇକ ସେୟାର ଏବଂ କମେଣ୍ଟ ମଧ୍ଯ କରିଛନ୍ତି। ତେବେ ଏହା ଆପଣଙ୍କୁ କିଭଳି ଲାଗିଲା ତାହା ଆପଣ ଆମକୁ ଜଣାଇବେ।