Movie prime

ହିନ୍ଦୁ ଧର୍ମରେ ଭୂତ ପ୍ରେତ ମୁସଲିମ ଧର୍ମ ରେ ଜିନ ଦେଖନ୍ତୁ କେଉଁ ପ୍ରଭୁତି ର ହୋଇଥାନ୍ତି ଏମାନେ ଦେଖନ୍ତୁ ପ୍ରକୃତ ସତ

 
Hindu Muslim
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏମିତି କିଛି ଭିଡିଓ ଅଛି ଯାହା ଦ୍ଵାରା ଆମେ ବହୁତ କିଛି ଜିନିଷ ଜାଣିପାରିବା ।
ଆଉ ଦୁନିଆର ଏମିତି ଅନେକ ଘଟଣା ଅଛି ଯାହା ଜାଣିବା ମଧ୍ୟ ଦରକାରୀ ଅଟେ । ଆଉ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଦିଏ ଯାହା ବିଶ୍ବାସ ହୁଏ ପୁଣି ବିଶ୍ବାସ ହୋଇନଥାଏ । ଆଉ ଭୂତ ପ୍ରେତ ବିଷୟରେ ଆପଣମାନେ ତ ଅନେକ କାହାଣୀ ବା ଘଟଣା ଜାଣିଥିବେ ।
ଆଜିକା ଦୁନିଆରେ ଭୂତ ଆଉ ପ୍ରେତକୁ ଲୋକମାନେ ବିଶ୍ବାସ କରନ୍ତି କିନ୍ତୁ କିଛି ଲୋକମାନେ ଏହାକୁ ବିଶ୍ବାସ କରନ୍ତି ନାହିଁ । ଆମର ସ୍ଥୂଳ ଶରୀର ଆକାଶ, ମାଟି, ଆଦି ପାଞ୍ଚ ତତ୍ତ୍ଵରେ ତିଆରି ହୋଇଛି ।
ଆଉ ଶରୀର ରୁ ଆତ୍ମା ଚାଲିଗଲା ପରେ ସେ ଆଉ ଗୋଟିଏ ଶରୀର ଧାରଣ ନକରିଲା ପର୍ଯ୍ୟନ୍ତ ସେହି ଆତ୍ମା ଘୁରି ବୁଲୁଥାଏ । ଆଉ ଏହାକୁ ଭୂତ ବା ପ୍ରେତାତ୍ମା କୁହାଯାଏ । 
ଆଉ ପରମ୍ପରା ଅନୁସାରେ ଯେଉଁ ଲୋକମାନେ କୌଣସି କଳହ ଦ୍ଵାରା, ଏବଂ ଆତ୍ମହତ୍ୟା ଦ୍ଵାରା ବା ଦୁର୍ଘଟଣା ଦ୍ଵାରା ମାରି ଯାଆନ୍ତି ସେମାନଙ୍କ ଆତ୍ମା ଘୁରି ବୁଲୁଥାଏ ବୋଲି କୁହାଯାଇଛି ।
ଏହି ଆତ୍ମା ଗୁଡ଼ିକୁ ନେଇ ସବୁ ଦେଶରେ ବିଶ୍ବାସ କରାଯାଉଛି । ଆଉ ଏହି ଆତ୍ମା ଗୁଡ଼ିକୁ ଲୋକମାନେ ଦେଖିବା ପାଇଁ ଅନେକ ପ୍ରକାରର ଉପାୟ ଭାର କରିଥାନ୍ତି । ଆଉ ଇସଲାମ ଧର୍ମରେ ଏହି ଭୂତମାନଙ୍କୁ ଜିନ୍ନ କୁହାଯାଏ ।
ଆଉ ଏମାନେ ଲୋକମାନଙ୍କର ଖରାପ ଚିନ୍ତା କରିଥାନ୍ତି । ଆଉ ଏମାନେ ବହୁତ ଶକ୍ତିଶାଳୀ ହୋଇଥାନ୍ତି । ଆଉ ଏମାନେ ଉଡ଼ି ପାରନ୍ତି ଏବଂ ଲୋକମାନଙ୍କର ଅମଙ୍ଗଳ କରିଥାନ୍ତି । ଆଉ ଏହି ଜିନମାନେ ପାଞ୍ଚ ଭାଗରେ ବିଭକ୍ତ ।
ଆଉ ଏହି ଜିନ୍ନମାନେ ବହୁତ ଶକ୍ତିଶାଳୀ ହୋଇଥିବାରୁ ଏମାନେ କାହାର ନା କାହାର କ୍ଷତି କରନ୍ତି । ଆଉ ଏହିସବୁ ଘଟଣା ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି ଯଦି ଆପଣ ଏହି ଭିଡିଓକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ ।