ଖୋଲିଲା ହିତେଶ୍ୱରି ମୃ-ତ୍ୟୁ ମାମଲା ଶେଷରେ ପ୍ରେମିକ ....
Updated: Nov 14, 2022, 16:04 IST
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ନୂଆପଡା ସହରର ରାତିପାଲୀ ଗାଁର ନିଖୋଜ ନାବାଳିକା ହିତେଶ୍ବରୀଙ୍କ ମୃ-ତ୍ୟୁ-ର ଫିଟିଛି ଗୁମର। ପ୍ରେମ ଜନିତ କାରଣରୁ ତାଙ୍କ ମୃ-ତ୍ୟୁ ହୋଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି, ଯାହାକୁ ନେଇ ବଢିଛି ଚର୍ଚ୍ଚା।
ହିତେଶ୍ବରୀ ନିଖୋଜ ହେବା ପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା, କିନ୍ତୁ ପୋଲିସ ସେମିତି ଆଖି ଦୃଶ୍ୟା ପଦକ୍ଷେପ ନେଇନଥିଲା। କିନ୍ତୁ ଘରକୁ ଏକ ବେନାମୀ ଚିଠି ଆସିବା ପରେ ସବୁ ଜଣାପଡିଛି।
ଏମିତି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସୂଚନା ଅନୁସାରେ ନୂଆପଡା ସଦର ଥାନା ରଙ୍କିପାଲୀ ଗାଁର ଯୁକ୍ତ ୨ରେ ପଢ଼ୁଥିବା ହିତେଶ୍ବରୀଙ୍କ ଝିଲମିଲା ଗାଁର ପରମାନନ୍ଦ ସାହୁଙ୍କ ପ୍ରେମ ସମ୍ପର୍କ ଥିଲା।
ଏମିତି କି ହିତେଶ୍ବରୀ ୪ ମାସର ଗ-ର୍ଭ-ବ-ତୀ ଥିବା ପରମାନନ୍ଦଙ୍କୁ କହିଥିଲେ। ଗ-ର୍ଭ-ପା-ତ କରିବା ପାଇଁ ନା ବାଳିକାଙ୍କୁ ପରମାନନ୍ଦ କହିଥିଲେ। ହେଲେ ଗ-ର୍ଭ-ପା-ତ କରିବା ପାଇଁ କହିଥିଲା ପରେ ବି ତାହା ହୋଇପାରିଲା ନାହିଁ।
କାଳେ ଏକଥା ଆଉ କିଏ ଜାଣିଯିବେ। ତେଣୁ ସାଙ୍ଗମାନଙ୍କ ସହ ମିଶି ରାସ୍ତାରୁ ପ୍ରେମିକାକୁ ସଫା କରିଦେଲା ପରମାନନ୍ଦ।
ମସିହା ୨୦୨୨ ତାରିଖ ୩ ଜାନୁଆରୀ ରାତିରେ ହିତେଶ୍ବରୀଙ୍କୁ ଡାକି ନେଇ ଗାଁ ଠାରୁ ୨ କିମି ଦୂରରେ ହ-ତ୍ୟା କରି ଜମିରେ ପୋତି ଦେଇଥିଲା ପରମାନନ୍ଦ। ହେଲେ ହିତେଶ୍ବରୀଙ୍କ ପରିବାର ହାତରେ ଲାଗିବା ପରେ ହ-ତ୍ୟା-କା-ଣ୍ଡର ପରଦାଫାଶ ହୋଇଛି।
ଏହି ଘଟଣାରେ ଦୁଇ ନାବାଳକଙ୍କ ସହ ପରମାନନ୍ଦ ସାହୁ, ବନମାଳୀ ରାଉତ, ଡମ୍ବୁରୁ ଧର ରାଉତ ଓ ବସନ୍ତ ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
ସେପଟେ ଘଟଣାକୁ ନେଇ ପ୍ରେସମିଟ କରି ପୁରା କାହାଣୀ କହିଛି ପୋଲିସ। ତେବେ ପ୍ରେମ ବେପାରକୁ ନେଇ ଏ ହତ୍ୟାକାଣ୍ଡ ସ୍ପଷ୍ଟ ହେବା ପରେ ପରିବାର ଲୋକ ଅଭିଯୁକ୍ତକୁ ଫସି ଦେବା ପାଇଁ ଦାବୀ କରିଛନ୍ତି।