Movie prime

ହଷ୍ଟେଲ ଝିଅ ନାଚିଲେ ଏମିତି ନାଚ ଭିଡିଓ ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ ଦେଖନ୍ତୁ ଏହି Viral Video

 
Viral News
ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ହସି ହସି ଗଡି ଯିବେ।ଦର୍ଶକ ମାନଙ୍କୁ ମଜାଳିଆ ଭିଡିଓ ଦେଖିବା ପାଇଁ ଭଲ ଲାଗିଥାଏ।
ସୋସିଆଲ ମିଡିଆରେ ମଜାଳିଆ ଭିଡିଓ ଗୁଡ଼ିକ ବହୁ ମାତ୍ରାରେ ଭାଇ ରାଳ ମଧ୍ୟ ହୋଇଥାଏ।ହଷ୍ଟେଲ ରେ ରହୁଥିବା ଦୁଇ ଜଣ ଛାତ୍ରୀ ଏଭଳି ନାଚିଛନ୍ତୀ ଯାହାକୁ ଦର୍ଶକମାନେ ଦେଖି ବହୁତ ହସୁଛନ୍ତି।
ଆପଣମାନେ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିଥିବେ ଯେ ହଷ୍ଟେଲ ରେ ରହୁଥିବା ଯୁବତୀ ମାନଙ୍କ ଭିଡିଓ ଭାଇ ରାଲ ହୋଇଥାଏ।କିଛି କିଛି ଯୁବତୀ ମାନେ ରାତିରେ ନ ସୋଇ ଗୀତ ଲଗାଇ ନାଚିଥାନ୍ତି।
ପିଲାମାନଙ୍କୁ ଅସୁବିଧା ହେଉଥିବା ମଧ୍ୟ କିଛି ଶୁଣି ନଥାନ୍ତି।ବାପା ମା ମାନେ ବହୁତ କଷ୍ଟରେ ପିଲାମାନଙ୍କୁ ହଷ୍ଟେଲ ରଖି ପାଠ ପଢ଼ାଉଥାନ୍ତି।କିନ୍ତୁ ଅନେକ ପିଲାମାନେ ଅଛନ୍ତି ବାପା ମା ଙ୍କ କଷ୍ଟ ଜାଣି ପାରନ୍ତି ନାହିଁ।
ଯାହା ସେମାନଙ୍କର ଇଛା ହୋଇଥାଏ ତାହା କରିଥାନ୍ତି।କିନ୍ତୁ ବର୍ତ୍ତମାନ ଯେଉଁ ଭିଡିଓ ଟି ଦେଖିବାକୁ ମିଳିଛି ସେଥିରେ ଦୁଇ ଜଣ ଯୁବତୀ ହଷ୍ଟେଲ ର ଛାତ ଉପରେ ଯାଇ ଓଡ଼ିଆ ଗୀତରେ ନାଚୁଛନ୍ତୀ।
ଯାହାକି ଦର୍ଶକ ମାନେ ଦେଖି ବହୁତ ଏଞ୍ଜୟ୍ କରୁଛନ୍ତି।ଦୁଇ ଜଣ ଯୁବତୀ ଓଡ଼ିଆ ଗୀତ ରିମ୍ ଝିମ୍ ପାଣି ଗୀତରେ ନାଚିଥିବାର ଦେଖିବାକୁ ମିଳିଛି।ଦୁଇ ଜଣ ଏକା ଭଳି ଡ୍ରେସ୍ ପିନ୍ଧିଛନ୍ତି। ରେଡ୍ ରଙ୍ଗର ଟପ୍ ଓ ବ୍ଲକ୍ ରଙ୍ଗର ଜିନସ୍ ପିନ୍ଧିଛନ୍ତି।
ବହୁତ ସୁନ୍ଦର ଡାନ୍ସ ମଧ୍ୟ କରୁଛନ୍ତି।ଅନେକ ଦର୍ଶକମାନେ ଏହି ଭିଡିଓ କୁ ଦେଖି ସାରିଲେଣି।ଏହି ଭିଡିଓ ଦେଖିବା ପରେ କିଛି ବ୍ୟକ୍ତି ମାନେ ସପକ୍ଷରେ କହୁଥିବା ବେଳେ ଆଉ କିଛି ବ୍ୟକ୍ତି ମାନେ ବିପକ୍ଷରେ କହୁଥିବାର ଦେଖିବାକୁ ମିଳିଛି।
କାହାକୁ ଯୁବତୀଙ୍କ ଡାନ୍ସ ଭିଡିଓ ଭଲ ଲାଗିଥିଲେ ମଧ୍ୟ ଆଉ କିଛି ଦର୍ଶକମାନେ ବହୁତ ହସୁଛନ୍ତି।ବର୍ତ୍ତମାନ ଏହି ଭିଡିଓ ଟି ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.