Movie prime

ରାତିରେ ହଷ୍ଟେଲ ଝିଅଙ୍କ ଜବରଦସ୍ତ ନାଚ କେହି ନଥିବା ବେଳେ କରୁଥିଲେ ଏମିତି କାଣ୍ଡ ଦେଖନ୍ତୁ ଏହି VIRAL VIDEO

 
Viral video
ଆଜିକାଲି ସମାଜରେ ଗୋଟେ ଗୋଟେ ନାରୀ ମାନଙ୍କ ପାଇଁ ସବୁ ନାରୀ ଜାତି ଖରାପ୍ ହଉଛନ୍ତି। କାରଣ ସରକାର ନାରୀ ଜାତିକୁ ସବୁ ଥିରେ ଆଗୁଆ ରଖିବାରୁ ଏମିତି ସବୁ ହଉଛି। ଝିଅମାନେ କାହାକୁ ନ ଡରି ତାଙ୍କ ମନ ଇଚ୍ଛା ଯାହା କରିଛନ୍ତି। ଲାଜ ସରମକୁ ଭୁଲି ଯାଇ ଏମିତିକା ଡ୍ରେସ ପିନ୍ଧିକି ଡାନ୍ସ କରୁଛନ୍ତି କେମିତି କେଜାଣି ଲାଜ ଲାଗୁନି। ଏମାନେ ଝିଅ ନା ରେ ଗୋଟେ ଗୋଟେ କଳଙ୍କ ବାପା ମାଆଙ୍କ ପାଇଁ ଆଉ କଲେଜ ମଧ୍ୟ ଏପରି ଝିଅ ମାନଙ୍କ ପାଇଁ ବଦନାମ୍ ହଉଛି।
ଆଜି ଏହି ଭିଡିଓ ଟି ରେ ଦେଖିଥିବେ କିପରି ଡେଇଁ ଡେଇଁ ଭାଙ୍ଗିଦେଲା ପଲଙ୍କ । ଏହି ଭିଡିଓ ଟି ରେ ଦେଖୁଥିବେ ଯେ କଲେଜ ଛାତ୍ରୀ ଡାନ୍ସ କଲେ ଏମିତି କି ପୁରା ବାବଲ୍ କରିଦେଇଛନ୍ତି ଏହି ଭିଡିଓ ଟି କୁ ଦେଖିଲେ ଜାଣିପାରିବେ। ଦେଖନ୍ତୁ କିପରି ଗୋଟିଏ ପୁଅ ଗୋଟେ ଝିଅ କୁ ଟାଣି ଆଣି ବାଧ୍ୟ ଡାନ୍ସ କରାଉଛି।ପୁଣି ଝିଅ ପିଲାମାନେ ଗୋଟେ ରୁମ୍ ଭିତରେ ମିଶିକି ଡାନ୍ସ କରୁଛନ୍ତି। ଲାଜ ସରମକୁ ଭୁଲି ଯାଇ ଏମିତିକା ରୂପରେ ଡାନ୍ସ କରିବା ପୂର୍ବରୁ ଟିକେ ଭାବିବା କଥା। ପୁଣି ଯେଉଁ ଅବସ୍ଥାରେ ଡାନ୍ସ କରୁଛନ୍ତି ଆପଣମାନେ ଦେଖିଲେ ଆଚାର୍ଯ୍ୟ ହେଇଯିବେ। 
ପୁରା ବୋବାଲ୍ ମଚଉଛନ୍ତି ଡାନ୍ସ କରିକି କେମିତିକା ଝିଅ ସବୁ ଏପରି ଅବସ୍ଥାରେ ଡାନ୍ସ କରୁଛନ୍ତି ପୁଣି ଭିଡିଓ ମଧ୍ୟ ବନଉଛନ୍ତି। ପୁଣି କୋଉ କପ୍ଲେ ଏମିତି ଡାନ୍ସ କରିପାରିବେନି ଯେମିତି ସେ ଦୁଇଜଣ ଝିଅ ଡାନ୍ସ କରିଛନ୍ତି। ହୁଏତ ଗୋଟେ ସ୍ୱାମୀ ଆଉ ସ୍ତ୍ରୀ ଏମିତି ଡାନ୍ସ କରିପାରିବେ କିନ୍ତୁ ଦୁଇ ଜଣ ଝିଅ କିପରି ଏମିତି ଡାନ୍ସ କରିପାରୁଛନ୍ତି। ପୁଣି କଲେଜ ଭିତରେ ଏମିତିକା ଡ୍ରେସ ପିନ୍ଧି ଡାନ୍ସ କରୁଛନ୍ତି କୁଆଡେ ଯାଉଛନ୍ତି କେଜାଣି ପାଠ ପଢି ନା ବାପା ମାଆଙ୍କ ନା ଖରାପ୍ କରି। ଏମିତିକା ପିଲା କଲେଜରେ ରହିଲେ କଲେଜ ମଧ୍ୟ ବଦନାମ୍ ହେବ।
ବାପା ମାଆ କଷ୍ଟ କରି ଛାଡୁଛନ୍ତି କଲେଜ ହଉ, ସ୍କୁଲ୍ ହଉ ବା ହଷ୍ଟେଲ ହଉ ପାଠ ପଢ଼ିବା ପାଇଁ କିନ୍ତୁ ଏମାନେ ସବୁ କ'ଣ କରୁଛନ୍ତି । ଟିକେ ଭାବୁ ନାହାନ୍ତି ବାପା ମାଆଙ୍କ କଥା ଯଦି ସେମାନେ ଏସବୁ ଦେଖିବେ ତାଙ୍କ ମନରେ କେତେ କଷ୍ଟ ହବ। ବାପା ମାଆ ପରିଶ୍ରମ କରି ପଇସା ସାରି ଧାର୍ ଉଧାର କରି ପାଠ ପଢେଇବେ କିନ୍ତୁ ପିଲା ମାନେ ପାଠ ନ ପଢି ଖାଲି ପଇସା ବର୍ ବାଦ୍ କରିବେ। ଏସବୁ କଣ ଠିକ୍ ବାପା ମାଆ ପ୍ରତି ଅନ୍ୟାୟ ହଉଛି।