Movie prime

ଜଙ୍ଗଲ ଭିତରେ ମଣିଷ ପଣିଆ ଦେଖାଇଲେ ୧୦୮ ଡ୍ରାଇଭର ଦେଖନ୍ତୁ କେମିତି ପ୍ର-ସବ ରେ କଲେ ସାହାର୍ଯ୍ୟ

 
Viral News
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆଜିକାଲି ଗାଁ ଗହଳିରେ ରହୁଥିବା ଲୋମାନେ ରାସ୍ତା ଖରାପ ପାଇଁ ଡାକ୍ତରଖାନା ଯିବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଲୋକ ମାନେ ରାସ୍ତା ଖରାପ ଯୋଗୁଁ ଯିବା ଆସିବା କରିବାରେ ଅସୁବିଧା ଦେଖାଦେଉଛି।
ଆପଣ ମାନେ ଏହି ଭିଡିଓଟି ରେ ଦେଖିପାରୁଥିବେ କିଭଳି ମା ଜଣକ କଷ୍ଟ ଯନ୍ତ୍ରଣାକୁ ସହି ଜଙ୍ଗଲ ମଝିରେ ପୁଅଟି କୁ ଜନ୍ମ ଦେଇଛନ୍ତି। ଗାଁକୁ ଯିବାକୁ ରାସ୍ତା ନଥିବାରୁ ୨ କିଲୋମିଟର ବୁହା ହେଲେ ମହିଳା।
ଏହି ଗ-ର୍ଭ-ବ-ତୀ ମହିଳା ଜଣକ ଅତି ଅସୁରକ୍ଷିତ ଭାବେ ଜଙ୍ଗଲ ମଝିରେ ବୁହା ହେଉଥିବା ସମୟରେ ପ୍ର-ସ-ବ ହୋଇଥିଲା ଏବଂ ଗୋଟିଏ ପୁତ୍ର ସନ୍ତାନକୁ ମହିଳା ଜଣକ ଜନ୍ମ ଦେଇଥିଲେ।
କାଶିପୁର ଗାଁକୁ ପକା ରାସ୍ତା ନଥିବାରୁ ପ୍ର-ସ-ବ ଅବସ୍ଥାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରାୟ ୨ କିଲୋମିଟର ଷ୍ଟେଚର୍ ରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ନିଆଯାଇଥିଲା।
ଆଉ ସେହି ସମୟରେ ଜଙ୍ଗଲ ବାଟରେ ଅତି ଅସୁରକ୍ଷିତ ଭାବେ ମହିଳା ଜଣକକୁ ପ୍ର-ସ-ବ ହେବାକୁ ପଡ଼ିଥିଲା। ଏଭଳି ଅଭାବନୀୟ ଘଟଣା ନିରନ୍ତର ଦେଖିବାକୁ ମିଳୁଛି। ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଠାରେ। କାରଣ ଏଠାରେ ରାସ୍ତା ଘାଟ କିଛି ଠିକ୍ ନାହିଁ।
ଆଉ ଡାକ୍ତରଖାନାକୁ ଯିବା ପାଇଁ ସଡ଼କ ସଂଯୋଗ ହେଇପାରୁନାହିଁ । ଆଉ ଆଜିର ଏହି ଦୃଶ୍ୟ ସତରେ ସମସ୍ତଙ୍କୁ ମର୍ମାହତ କରିଦେଉଛି। ସିନାଇଙ୍କୁ କାଶିପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ସ୍ଵାମୀ ଚାରିରୀ ମାଝି ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। 
ଖବର ପାଇବା ମାତ୍ରେ କାଶିପୁରରେ ଥିବା ୧୦୮ ଆମ୍ବୁଲାନ୍ସ କେନ୍ଦୁଗୁଡ଼ା ଗ୍ରାମ ଅଭିମୁଖେ ବାହାରିଥିଲା। କିନ୍ତୁ ଆମ୍ବୁଲାନ୍ସ କାଶିପୁର ଠାରୁ ବାହାରି ପ୍ରାୟ ୩୦ କିଲୋମିଟର ଯିବା ପରେ ଗର୍ଭବତୀ କେରେଙ୍ଗାଗୁଡା ଛକ ଠାରେ ଅଟକିଯାଇଥିଲା।
କେରେଙ୍ଗାଗୁଡା ଛକ ଠାରୁ କେନ୍ଦୁଗୁଡା ଛକ ପ୍ରାୟ ଦୁଇ କିଲୋମିଟର ରାସ୍ତା। ୧୦୮ ଡ୍ରାଇଭର ଅରକ୍ଷିତ ନାୟକ ଆମ୍ବୁଲାନ୍ସକୁ ସେଠାରେ ଛାଡ଼ିଦେଇ କେନ୍ଦୁଗୁଡା ଗ୍ରାମ ଅଭିମୁଖେ ବାହାରିପଡିଲେ।
ଆଉ ଗାଁରେ ଯାଇ ପହଞ୍ଚିଲା ବେଳକୁ ସିନାଇ ପ୍ର-ସ-ବ ବେଦନା ରେ ଛଟପଟ ହୋଇଉଥିଲେ। ଆଉ ଏହାକୁ ଦେଖି ୧୦୮ ଡ୍ରାଇଭର ଅରକ୍ଷିତ ନାୟକ ଓ ତାଙ୍କ ସ୍ଵାମୀ ଚରିରୀ ମାଝି ଓ କିଛି ଆଶାକର୍ମୀ ତାଙ୍କୁ ଷ୍ଟେଚର୍ ରେ ବହି ନଦୀ ଓ ପାହାଡ ଅତିକ୍ରମ କରିଥିଲେ। 
ଆଉ ଜଙ୍ଗଲର ଅଧା ବାଟରେ ମହିଳାଙ୍କ ର ପ୍ର-ସ-ବ ବେଦନା ଆରମ୍ଭ ହୋଇଯାଇଥିଲା। ତେବେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଏଭଳି ମାନବିକତାକୁ ଦେଖି ସମସ୍ତେ ଏବେ ପ୍ରଶଂସା କରୁଛନ୍ତି। ହେଲେ ଦୁଃଖଦ ଖବର କାଶିପୁର ଠାରେ ୩୩ ଜଣ ଗର୍ଭବତୀ ମହିଳାଙ୍କୁ ଖଟିଆ,ଷ୍ଟେଚର୍, ଭାରରେ ସିନା ବୁହା ଯାଇଥିଲା । 
Viral
ହେଲେ ଗାଁ କୁ ଆମ୍ବୁଲାନ୍ସ ପହଞ୍ଚିପାରୁନାହିଁ। ହେଲେ ଆଜିର ଏହି ଦୁଃଖଦ ଘଟଣା ପରେ ହୁଏତ ସରକାର ଟିକେ ଚେତି ଯାଇପାରିବେ। ୧୦୮ ଡ଼୍ରାଇଭର ଜଣଙ୍କ ମାନବିକତା ପାଇଁ ଆଜି ମହିଳା ଜଣକ ସନ୍ତାନଟି କୁ ଜନ୍ମ ଦେଇପାରିଛନ୍ତି।