Movie prime

ଦେଖନ୍ତୁ କେମିତି ହେଉଛି odia Seriel Jhili Shooting Set ରେ କେମିତି ଚାଲିଛି ମସ୍ତି ଦେଖନ୍ତୁ ଭିଡିଓ

 
Jhili

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।

ଆଉ ସିରିଏଲ୍ ବି ଦେଖୁଥିବେ । ତରଙ୍ଗ, ଅଳଙ୍କାର, ସାର୍ଥକ ଆଦି ଚ୍ୟାନେଲରେ ପ୍ରସାରିତ ହେଉଥିବା ଧାରାବାହିକ ଗୁଡ଼ିକ ଲୋକମାନଙ୍କ ଠାରୁ ବେଶ୍ ଭଲପାଇବା ପାଉଛି ଆଉ ଲୋକମାନଙ୍କୁ ଏହି ସିରିଏଲ୍ ଗୁଡ଼ିକ ମଧ୍ୟ ବହୁତ ଭଲ ଲାଗିଥାଏ । 

ଆଉ ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଉଥିବା ସବୁଠାରୁ ପ୍ରିୟ ଧାରାବାହିକ "ଝିଲ୍ଲି" ଆପଣମାନେ ସମସ୍ତେ ଦେଖୁଥିବେ । ଆଉ ଏହି ସିରିଏଲ୍ ଲୋକମାନଙ୍କ ଠାରୁ ବହୁତ ଭଲପାଇବା ମଧ୍ୟ ପାଉଛି ।
ଏଥିରେ ଅଭିନୟ କରୁଥିବା କଳାକାରମାନଙ୍କୁ ଦର୍ଶକମାନେ ବହୁତ ଭଲପାଇବା ମଧ୍ୟ ଦେଇଛନ୍ତି । ଆଉ ଏହି ଧାରାବାହିକ ବହୁତ ପପୁଲାର ମଧ୍ୟ ଅଟେ ।
ଏହି ଧାରାବାହିକ ଦ୍ଵାରା ଏହାର କଳାକାରମାନେ ଲୋକମାନଙ୍କ ଠାରୁ ବହୁତ ସ୍ନେହ ଆଉ ଭଲପାଇବା ହାସଲ କରୁଛନ୍ତି । ଆଉ ଏହି ସିରିଏଲ୍ ସବୁକୁ ଦେଖିଲେ ଲୋକମାନେ ଖୁସି ହୋଇଥାନ୍ତି ।
ଏବେ ଏବେ ସୋସିଆଲ ମିଡିଆରେ ଏହି ଝିଲ୍ଲୀ ସିରିଏଲର ସୁଟିଂ ସେଟର କିଛି ଝଲକ ଭାଇରାଲ ହେଉଛି । ଆଉ ଆମେ ଏହି ଭିଡିଓ ଦ୍ଵାରା ଜାଣିପାରିବା ଯେ କେତେବେଳେ ଏହି ସିରିଏଲ୍ ସବୁ ସୁଟିଂ ହେଉଛି ।
ଏହି ସିରିଏଲ ଦିନରେ ଆଉ ରାତିରେ ମଧ୍ୟ ସୁଟିଂ କରାଯାଉଛି । ଆଉ ଏହାକୁ ଲୋକମାନେ ଦେଖୁଛନ୍ତି । ଆଉ ସୁଟିଂ ସମୟରେ କଳାକାରମାନେ ବହୁତ ଥଟ୍ଟା ଆଉ ମଜାରେ ହସି ହସି ଏହି ସିରିଏଲଟିକୁ ସୁଟିଂ କରୁଛନ୍ତି । ଆଉ ଲୋକମାନଙ୍କ ଠାରୁ ଏହି ସିରିଏଲ୍ ବହୁତ ଭଲପାଇବା ମଧ୍ୟ ପାଉଛି । ଆଉ ଦର୍ଶକମାନଙ୍କୁ ଏହି ଧାରାବାହିକ ବହୁତ ପସନ୍ଦ ଆସିଛି ।