ଦେଖନ୍ତୁ ଯୁବତୀ ଙ୍କ ସହ କଣ କଲେ ଯୁବକ ଭିଡିଓ ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ୟ୍ଯ ଦେଖନ୍ତୁ ଏହି Viral Video
Sat, 23 Jul 2022

ଆପଣମାନେ ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଅଜବ ପ୍ରକାରର ଘଟଣା ବିଷୟରେ ଜାଣିଥିବେ।କେଉଁମାନେ ପ୍ରେମ କରି ପରିବାର ଲୋକଙ୍କୁ କାହାକୁ କିଛି ନକହି ଘର ଛାଡ଼ି ପ୍ରେମିକ ଓ ପ୍ରେମିକା କେଉଁଆଡେ ଚାଲି ଯାଉଛନ୍ତି।
ଯାହାକି ବହୁତ ଲଜ୍ୟା ଜନକ ଅଟେ।ସମସ୍ତେ ଏହାକୁ ନିନ୍ଦା କରିଥାନ୍ତି।ପରିବାର ଲୋକଙ୍କୁ ମଧ୍ୟ ନିଜ ପୁଅ ଝିଅ ପାଇଁ ଅନେକ ଅପମାନ ସହିବାକୁ ପଡୁଛି।
ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇ ରାଲ ହେବାରେ ଲାଗିଛି।ଜଣେ ପ୍ରେମିକ ଏପରି କାମ କରିଛି ଯାହାକି ନିନ୍ଦନୀୟ ଅଟେ।
ପ୍ରେମିକ ପ୍ରେମିକାର ଏପରି ଏକ ଭିଡିଓ ବନାଇଛନ୍ତି ଯାହାକୁ ଦେଖିଲା ପରେ ଆପଣମାନଙ୍କୁ ମଧ୍ୟ ଲାଜ ଲାଗିବ।ଏହା ଏକ ଲଜ୍ୟା ଜନକ ଅଟେ।କିନ୍ତୁ ପ୍ରେମିକ ଜଣଙ୍କ ତାଙ୍କ ପ୍ରେମିକା ଙ୍କ ସହିତ ମଜା କରିବା ପାଇଁ ଏପରି କାମ କରିଛନ୍ତି।
ଯେତେବେଳେ ପ୍ରେମିକ ଜଣଙ୍କ ପ୍ରେମିକ ଙ୍କ ସହିତ ଏପରି କାମ କରିଛନ୍ତି ସେତେବେଳେ ସେଠାରେ ଜଣେ ମହିଳା ମଧ୍ୟ ଛିଡ଼ା ହୋଇଛନ୍ତି।ଏବଂ ହସୁଛନ୍ତି।
ଜଣେ ପ୍ରେମିକ ଆଉ ଜଣେ ପ୍ରେମିକା ଗୋଟିଏ ଘରେ ରହିଛନ୍ତି।
ସେଠାରେ ଜଣେ ମହିଳା ମଧ୍ୟ ଅଛନ୍ତି।ଭିଡିଓ ରେ ଦେଖିବାକୁ ମିଳିଛି ଯେ ପ୍ରେମିକା ଜଣଙ୍କ ଘରେ ସୋଇଛନ୍ତି।ସେହି ସମୟରେ ପ୍ରେମିକ ଜଣଙ୍କ ପ୍ରେମିକା ସହିତ ଲାଗିବା ପାଇଁ ସୋଇଥିବା ସମୟରେ ତାଙ୍କ ପ୍ୟାଣ୍ଟ ରେ ପାଣି ଢାଳି ଥିଲେ।
ଏ ବିଷୟରେ ପ୍ରେମିକା ଜଣଙ୍କ କିଛି ଜାଣି ନାହାନ୍ତି।କିନ୍ତୁ ପ୍ରେମିକ ଜଣଙ୍କ ଏପରି ପାଣି ଢ଼ାଳି ଛନ୍ତି ମହିଳା ଜଣଙ୍କ ଉଠିଲେ ଭାବିବେ ଯେ ସେ ପରିସ୍ରା କରି ଦେଇଛନ୍ତି।କିନ୍ତୁ କଥାଟି ତାହା ନୁହେଁ।ଆଜିକାଲି ମୋବାଇଲ ଦୁନିଆରେ ଯିଏ ଯାହା ପାରୁଛନ୍ତି ତାହା କରୁଛନ୍ତି।
ଏବଂ ଭିଡିଓ କରି ପୋଷ୍ଟ କରୁଛନ୍ତି।ସେ ଭିଡିଓ ଭଲ ହେଉ ଅବା ଖରାପ ହେଉ।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।