Movie prime

ମୁଁହ ଖୋଲିଲେ kalia Sandha ସେତେବେଳେ ଶିକ୍ଷକ ଙ୍କ ଭଲ ପାଇବା ମିଳୁ ନଥିଲା ଫାଷ୍ଟ କ୍ଲାସ ପିଲାଙ୍କୁ ମିଳୁଥିଲା

 
Kalia sandha
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଅନେକ ପ୍ରକାରର ଘଟଣା ଆପଣଙ୍କୁ ଖୁସି ଦେଇଥାଏ ।
ଆଉ କିଛି ଘଟଣା ଆପଣଙ୍କ ମନରେ ଏକ ପ୍ରକାରର ଭାବନା ସୃଷ୍ଟି କରିଥାଏ । ଆଉ ଆପଣମାନେ ତ ସୋସିଆଲ ମିଡିଆରେ ଅନେକ ପ୍ରକାରର କମେଡି ଭିଡିଓ ଦେଖିଥିବେ । ଆଉ କାଳିଆ ଷଣ୍ଢଙ୍କ ନାଁ ବି ଜାଣିଥିବେ ।
ଏହି ବ୍ୟକ୍ତି କାଳିଆ ଷଣ୍ଢ ସାରା ଓଡ଼ିଶାରେ ଫେମୋସ୍ ଅଟନ୍ତି । ଆଉ ତାଙ୍କର ଭିଡିଓ ସବୁ ସୋସିଆଲ ମିଡିଆରେ ସେ ପୋଷ୍ଟ କରିଛନ୍ତି । ଆଉ ତାଙ୍କର ଭିଡିଓ ଦେଖିଲେ ଆପଣ ହସି ହସି ଗଡିଜିବେ ।
ଆଉ ସେ ବହୁତ ସୁନ୍ଦର କମେଡି ଭିଡିଓ କରନ୍ତି । ଆଉ ଏବେ ସେ ଗଣମାଧ୍ୟମ ଆଗରେ ତାଙ୍କର ପାଠପଢା ସମୟର କିଛି କଥା କହିଛନ୍ତି । ସେ ଅନେକ କଥା କହିଛନ୍ତି ।
ସେ କହିଛନ୍ତି ଆମେ ଲାଷ୍ଟ ବେଞ୍ଚରେ ବସୁ । ଆଉ ଯେଉଁମାନେ ସବୁ ଫାଷ୍ଟ ବେଞ୍ଚରେ ବସୁଥିଲେ ସେମାନେ ଏବେ ଚନ୍ଦା ହୋଇଗଲେଣି । ଆଉ କିଏ ଟ୍ୟୁସନ୍ କରୁଛି ତ ଆଉ କିଏ ପାନ ଦୋକାନ ଦେଇଛି । ସେମାନେ ସେତେବେଳେ ଭଲ ପଢୁଥିଲେ ।
ଆଉ ଦିଦି ଆମକୁ ବାଡାନ୍ତି ଆମେ ପାଠ କରୁନା । ଆମେ ଲାଷ୍ଟରେ ବସୁ ଆଉ ପାଠ ପଢା କରୁନା । ଆଉ ମାଡ ଖାଉ । ଆଉ ମୁଁ। ପାଠ ନପଢିବାରୁ ଏଇଠି ପହଞ୍ଚିଛି । 
ମୁଁ ସବୁ କାମ କରିଛି । ଆଉ ଆମ ଘରେ ମୋ ବାପା , ମା, ଜେଜେମା, ମୋ ସ୍ତ୍ରୀ ଆଉ ମୋ ଝିଅ ଅଛି । ମୋ ଜେଜେମା ମୋତେ ବହୁତ୍ ଭଲପାଏ । ତାର ପେନସନ ପଇସା ଆସିଲେ ମୁଁ ନେଇଯାଏ । ଆଉ ମୁଁ ବହୁତ ଖୁସି ଅଛି । ମୋତେ ଆଜି ଓଡ଼ିଶାର ଜନତା ଏତେ ବାଟରେ ପହଞ୍ଚାଇ ଦେଇଛନ୍ତି । ଆଉ ମୁଁ ବହୁତ ଖୁସି ଅଛି । ଆଉ ସମସ୍ତେ ମୋତେ ଏତେ ଭଲପାଇବା ଦେଉଛନ୍ତି ଆଉ ତାଙ୍କୁ ଧନ୍ୟବାଦ୍ ।