Movie prime

କାନ୍ଦିଲେ ଆପଣଙ୍କ ଲୋକପ୍ରିୟ ଅଭିନେତା ରଣବୀର କାରଣ ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହେଇଯିବେ

 
Special Report
ଆପଣମାନେ ବଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ରଣବୀର ସିଂହଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଜବରଦସ୍ତ ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ଅଭିନେତା ରଣବୀର ସିଂହ ବର୍ତ୍ତମାନ ବଲିଉଡ଼ ର ସବୁଠୁ ବଡ଼ ତାରକା।ଅଭିନେତା ରଣବୀର ସିଂହ ୨୦୧୦ ମସିହାରେ ବ୍ୟାଣ୍ଡ ବାଜା ବାରାତ୍ ସହିତ ବଲିଉଡ଼ ରେ ଏଣ୍ଟ୍ରି ମାରିଥିଲେ।
ପ୍ରଥମ ଚଳଚ୍ଚିତ୍ର ରେ ହିଁ ଅଭିନେତା ରଣବୀର ଦର୍ଶକ ମାନଙ୍କ ହୃଦୟ କୁ ଜିତିବାରେ ସଫଳ ହୋଇଥିଲେ।ଅଭିନେତା ରଣବୀର ବର୍ତ୍ତମାନ ଅନ୍ୟାନ୍ୟ ବଡ଼ ବଡ଼ ତାରକା ମାନଙ୍କ ସହିତ ଦୁବାଇ ରେ ଅଛନ୍ତି।
ଏକ ଶୋ ରେ ଭାଗ ନେବା ପାଇଁ ସେଠାକୁ ଅଭିନେତା ରଣବୀର ଯାଇଛନ୍ତି।ଏହି ପୁରସ୍କାର କାର୍ଯ୍ୟକ୍ରମ ରୁ ଅଭିନେତା ରଣବୀର ସିଂହଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ହୋଇଥିବା ଭିଡିଓ ରେ ଦେଖିବାକୁ ମିଳିଛି ଯେ ଅଭିନେତା ରଣବୀର ସିଂହ ପୁରସ୍କାର ଗ୍ରହଣ କରିଥିବା ସନୟରେ ଭାବ ପ୍ରବଣ ହୋଇଥିବାର ଦେଖିବାକୁ ମିଳିଛି।
ଭାଇରାଲ ଭିଡିଓ କ୍ଲିପ୍ ରେ ରଣବୀର ସିଂହ ତାଙ୍କର ସଂଘର୍ଷ ଦିନ କଥା ସବୁ ମନେ ପକାଇ କାନ୍ଦି ପକାଇଥିବାର ଦେଖିବାକୁ ମିଳିଛି।ଏହି ଭିଡିଓ ରେ ସେ କହିଛନ୍ତି ଯେ ତାଙ୍କ ବାପା ତାଙ୍କୁ ପ୍ରଥମେ ୫୦ ହଜାର ଟଙ୍କା କିଭଳି ଦେଇଥିଲେ।
ଅଭିନେତା ରଣବୀର ସିଂହଙ୍କ ଏହି ଭିଡିଓ ରେ ସାଧାରଣ ଲୋକଙ୍କ ଠାରୁ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମିଳୁଛି।କିଛି ଲୋକ ତାଙ୍କ ପାଇଁ ଭାବ ପ୍ରବଣ ହେଉଥିବା ବେଳେ ଆଉ କିଛି ଓଭର ଅଭିନୟ କରୁଛନ୍ତି ବୋଲି କହି ଟ୍ରୋଲ୍ କରୁଛନ୍ତି।
ଅଭିନେତା ରଣବୀର ସିଂହଙ୍କ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.