ଖୁଡି ପୁତୁରା ଖେଳୁଛନ୍ତି ପ୍ରେମ କବାଡି, ଦେଖନ୍ତୁ ସେହି viral video
Sun, 15 Jan 2023

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡିଆରେ ପ୍ରାୟ ସମୟରେ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ। ସେହି ଭିଡିଓ ଗୁଡ଼ିକୁ ମଧ୍ୟ ଲୋକ ମାନେ ଖୁବ ପଶନ୍ଦ କରନ୍ତି ଏବଂ କେତେକ ଭିଡିଓ କୁ ମଧ୍ୟ ଖୁବ୍ ନିନ୍ଦା କରିଥାଆନ୍ତି।
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ୍ ହୋଇଥାଏ। ସେହି ଭିଡିଓ ଗୁଡିକ ମଧ୍ୟରୁ ଆମେ ଆପଣଙ୍କୁ ଏକ ଭିଡିଓ ଦେଖାଇବା ପାଇଁ ଯାଉଛୁ।
ସେହି ଭିଡ଼ିଓରେ ଆପଣ ମାନେ ଖୁଡି ଓ ପୁତୁରା ଙ୍କ ପ୍ରେମ ଦେଖିବାକୁ ପାଇବେ। ଏବଂ ସେହି ଭିଡିଓ ଦେଖିବା ପରେ ମଧ୍ଯ ଆପଣ ମାନେ ବିଶ୍ବାସ କରି ପାରିବେ ନାହିଁ।
ଏହି ଭିଡିଓ ମଧ୍ୟ ଏକ ସିସି ଟିଭି ଫୁଟେଜ ଦ୍ବାରା ରେକର୍ଡ କରା ଯାଇଛି। ଯେଉଁଥିରେ କି ଏକ ସ୍ତ୍ରୀ ଲୋକ ଘରେ ରୋଷେଇ କରୁଛନ୍ତି।
ଏବଂ ତାଙ୍କ ପଛ ପଟୁ ଜଣେ ଯୁବକ ମଧ୍ଯ ତାଙ୍କୁ ଧରିବା ପାଇଁ ଯାଉଛନ୍ତି। ହେଲେ ଏହି ସମ୍ପର୍କ ରେ ସେହି ସ୍ତ୍ରୀ ଲୋକ ଜଣକ କିଛି ଜାଣି ନାହାଁନ୍ତି।
ଏବଂ ଜଣା ପଡ଼ିଛି କି ସେ ଦୁହେଁ ହେଉଛନ୍ତି ଖୁଡି ଏବଂ ପୁତୁରା। କକା ଘରେ ନରହିବା ସମୟରେ ପୁତୁରା ଜଣକ ତାଙ୍କ ଖୁଡି ସହ ଏଭଳି ସମ୍ପର୍କ ରଖିବାକୁ ଚେଷ୍ଟା କରୁଛନ୍ତି।
ଏନେଇ ତାଙ୍କ ନିକଟକୁ ମଧ୍ଯ ଚୁପି ଚୁପି ଯାଉଛନ୍ତି। ଏହାପରେ ପୁତୁରା ଜଣକ ଆସ୍ତେ ଆସ୍ତେ ଖୁଡି ଙ୍କ ନିକଟବର୍ତ୍ତୀ ମଧ୍ୟ ହୋଇଛନ୍ତି। ହେଲେ ଏନେଇ ଖୁଡି ଜଣକ କିଛି ପ୍ରତିକ୍ରିୟା ମଧ୍ଯ ରଖି ନାହାଁନ୍ତି। କାରଣ ଖୁଡି ନିକଟକୁ ପୁତୁରା ଏଭଳି ସର୍ବଦା ଆସନ୍ତି।
ତେବେ ଏହି ଭିଡିଓ ଟି ଏବେ ସୋସିଆଲ ମିଡ଼ିଆରେ ମଧ୍ୟ ଖୁବ ଭାଇରାଲ୍ ହେବାରେ ଲାଗିଛି। ଯୁବକ ଜଣକ ଙ୍କ ଏଭଳି ବ୍ୟବହାର କୁ ମଧ୍ୟ ଲୋକ ମାନେ ଖୁବ ନିନ୍ଦା କରିଛନ୍ତି।
ତେବେ ଏହି ଘଟଣା ଏବେ ଫୋନ ରୁ ଫୋନ କୁ ଘୁରି ବୁଲୁଛି। ଏହାକୁ ଅନେକ ଲୋକ ଦେଖି ସାରିଲେଣି ତେବେ ଏହା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।