Movie prime

ଏହିଭଳି ହୁଏ କିନ୍ନର ମାନଙ୍କ ଲିଙ୍ଗ ପରିବର୍ତ୍ତନ ଜାଣନ୍ତୁ କେମିତି ହୁଏ ?

 
Kinnar
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କିନ୍ନର ଏକ ଏଭଳି ଜାତି ନିଜ ପରିବାର ମଧ୍ୟ ତାଙ୍କୁ ନିଜ ର କରିନଥାନ୍ତି। ଯେତେବେଳ ପାରିବାର ଲୋକ ଜାଣି ପାରନ୍ତି ତାଙ୍କ ପୁଅ ଏକ କିନ୍ନର ବୋଲି ସେତେବେଳେ ସେମାନେ ତାକୁ ଆଉ ନିଜର ଭାବି ନଥାନ୍ତି ଘରୁ ବାହାର କରିବାକୁ ଟିକେ ବି ପଛଘୁଞ୍ଚା ଦେଇନଥାନ୍ତି। ସମାଜ ର ନାନା ଟାହୀ ଟାପର ଶୁଣି ସେମାନେ କିପରି ଚଳନ୍ତି ଏକଥା ସେମାନେ ହିଁ ଜାଣିଛନ୍ତି।
ଏଥିରେ ଅବା ସେମାନଙ୍କ ଦୋଷ କଣ? ମାତ୍ର ଏହି କଥା କୁ ସମାଜ ବୁଝିନଥାଏ। ସେଥି ପାଇଁ ସେମାନଙ୍କୁ ଏହି ସମାଜ ରେ ବଞ୍ଚି ରହିବା ପାଇଁ ନାନା ପ୍ରକାରର ସଂଘର୍ଷ କରିବାକୁ ପଡେ। ହେଲେ ବର୍ତ୍ତମାନ ସେମାନେ ମଧ୍ୟ ସମସ୍ତଙ୍କୁ ମାତ୍ ଦେଇ ସବୁ କ୍ଷେତ୍ର ରେ ଆଗେଇ ସାରିଲେଣି। ମାତ୍ର ସମାଜର ତାଙ୍କ ପ୍ରତି ସେ ଭାବନା ବଦଳି ନାହିଁ।
ଜଣେ କିନ୍ନର ଯେତେବେଳ ତାର ଲି-ଙ୍ଗ ପରିବର୍ତ୍ତନ କରେ ସେତେବେଳେ ଦୀର୍ଘ ୪୦ ଦିନ ଧରି ବହୁଚାରୀ ମାତାଙ୍କ ଚରଣ ରେ ପୂଜାର୍ଚ୍ଚନା କରିଥାନ୍ତୀ। ଏହି ବାହୁଚାରି ମାଆ ଙ୍କ ପୁଜା ରେ ରହି ବିନା ଔଷଧ ରେ କିନ୍ନର ଟିଏ ଘରେ ରହି ସୁସ୍ଥ ହୋଇଥାଏ। ଏବଂ ସବୁ ଠାରୁ ବଡ଼ କଥା ହେଉଛି ଲି-ଙ୍ଗ ପରିବର୍ତ୍ତନ ଠାରୁ ଆରମ୍ଭ କରି ବଞ୍ଚିବା ଓ ମୃ-ତ୍ୟୁ ବରଣ କରିବା ପର୍ଯ୍ୟନ୍ତ ଅନେକ ସଂଘର୍ଷ କରିବାକୁ ପଡିଥାଏ।
ଯେତେବେଳେ କିନ୍ନର ଟିର ମୃତ୍ୟୁ ହୁଏ ସେତେବେଳେ ଘନ ଅନ୍ଧକାର ରାତିରେ ତାଙ୍କୁ ସବ ଘାଟକୁ ନିଆଯାଏ। କାରଣ କୁହନ୍ତି ଯିଏ ଏହି ସବ କୁ ଦେଖିବ ସେ କାଳେ ଆର ଜନ୍ମ ରେ ମଧ୍ୟ କିନ୍ନର ହୋଇ ଜନ୍ମ୍ ହେବ। ଓ ତାର ସମସ୍ତ ବସ୍ତ୍ର କୁ ବାହାର କରାଯାଇ ତାକୁ ମାଟିରେ ପୋତା ଯାଏ।
ଆଉ ମଧ୍ୟ କିନ୍ନର ଟିର ମୃ-ତ୍ୟୁ ପରେ ତା ସବ କୁ ସାଥୀ କିନ୍ନର ମାନେ ମାଡ଼ ମାରିଥାନ୍ତି କାରଣ ସେ ଯେଉଁ ପାପ କରିଥିବ ସେ ସବୁ ଧୋଇ ଯିବ। ଏବଂ ତା ମୃ-ତ୍ୟୁ ପରେ ମଧ୍ୟ ତା ଲି-ଙ୍ଗ କୁ କଟିଦିଆ ଯାଏ କାରଣ ଏହାପରେ ସେ ଯେମିତି ଗୋଟେ ପୂର୍ଣ୍ଣ ମଣିଷ ବା ସମ୍ପୂର୍ଣ ନାରୀ ହୋଇ ଜନ୍ମ ହେବା। ଏଥିରୁ ଆପଣ ମାନେ ଜାଣିପାରୁ ଥିବେ ତାଙ୍କ ଜିବନ କେତେଯେ ସଂଘର୍ଷ ପୂର୍ଣ୍ଣ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.