Movie prime

କିନ୍ନର କଲେଣି କଲବଲ ରାସ୍ତା ମଝିରେ ଚାଲିଛି ଉପଦ୍ରବ ଟେକା ପଥର ମାରି କାଚ ଭାଙ୍ଗି....

 
Viral News

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯେତେବେଳ ସୂର୍ଯ୍ୟ ଅସ୍ତ ହୁଏ ସଞ୍ଜ ନଇଁ ଆସେ ଏବଂ ଯେତେବେଳେ ରାଜଧାନୀର ରାସ୍ତା ଚଳ ଚଞ୍ଚଳ ହୋଇ ଉଠେ ସେତିକି ବେଳେ ନିଜକୁ ଖୁବ୍ ଭଲ ଭାବରେ ସଜାଇ ରାଜ ରାସ୍ତାକୁ ଆସିଥାନ୍ତି କିନ୍ନର ମାନେ।

ଭୁବନେଶ୍ୱର ର ଅନେକ ସ୍ଥାନ ମାନଙ୍କରେ କିନ୍ନର ମାନଙ୍କର ଡେରା ମଧ୍ଯ ପଡ଼ିଥାଏ। ଦେହ ବେପାର ନାମରେ ସେମାନେ,

ଖୁଲମଖୁଲା ଲୁଟ କରିବାର ର ଆତଙ୍କ ଖେଳାଇ ଥାଆନ୍ତି। ଏଭଳି କି ଲୁଟ କରିବା ପାଇଁ ଗାଡି କୁ ଭଙ୍ଗାରୁଜା କରିବା ସହ ଚାଳକ ମାନଙ୍କୁ ଆକ୍ରମଣ ମଧ୍ୟ କରିଥାଆନ୍ତି।
ଟଙ୍କା ପଇସା ସୁନା ଗହଣା ଯାହା ପାରନ୍ତି ଜନ ସାଧାରଣ ମାନଙ୍କ ପାଖରୁ ସେ ଶବୁ ସେମାନେ ଲୁଟି ନେଇ ଚାଲି ଯାଇଥାଆନ୍ତି। ତାଙ୍କ ନାମରେ ମଧ୍ୟ ଏଭଳି ଅନେକ ଗୁଡ଼ିଏ ଅଭିଯୋଗ ମଧ୍ଯ ଆସିଛି।
ହେଲେ ଗତକାଲି ଆଉ ଏକ ସଙ୍ଗୀନ ଅଭିଯୋଗ ଆସିଛି। ଗତ କାଲି ସୁଜିତ ସ୍ୱାଇଁ ନାମକ ଏକ ଟ୍ରକ୍ ଚାଳକ କଟକ ରୁ ଓଲା ଗାଡି ବୋଝେଇ ଟ୍ରକ ନେଇ ପଟିଆ ସ୍ଥିତ ନିଜ ସଂସ୍ଥାକୁ ଫେରୁଥିଲେ।
ହଂଶପାଳ କେନାଲ ବନ୍ଧ ନିକଟରେ ସେ ଟ୍ରକ୍ ରଖି ଶୌଚ ପାଇଁ ସେ କେନାଲ କୁ ଯାଇଥିଲେ। ଏବଂ ଶୌଚ କାମ ସାରି ସେମାନେ ଫେରୁଥିବା ସମୟରେ ଚାରି ଜଣ କିନ୍ନର ତାଙ୍କୁ ଧମକ ମଧ୍ୟ ଦେଇଥିଲେ।
ତାଙ୍କର ଏକ ସ୍କୁଟି କୁ ଟ୍ରକ ଧକ୍କା ଦେଇ ଆସିଛି ବୋଲି ମଧ୍ଯ କହିଥିଲେ। ଏହାର ପ୍ରତିକ୍ରିୟା ଦେଇ ସୁଜିତ ମନା କରିଥିଲେ ହେଲେ ଏହାପରେ ସେହି କିନ୍ନର ମନେ ଟେକା ପଥର ପକାଇ ତାଙ୍କ ଗାଡ଼ିର କାଚ ଭାଙ୍ଗି ଦେବା ସହ ତାଙ୍କୁ ମାଡ଼ ମଧ୍ଯ ମାରିଥିଲେ।
ଏହାପରେ ସୁଜିତ୍ ପୋଲିସ ଙ୍କୁ କଲ୍ କରିବାକୁ ଫୋନ୍ ମଧ୍ୟ ବାହାର କରିଥିଲେ। ହେଲେ କିନ୍ନର ମାନେ ତାଙ୍କ ଫୋନ୍ ଛଡ଼େଇ ନେଇ ଭାଙ୍ଗି ଦେଇଥିଲେ। ଏହାପରେ ପୋଲିସ୍ ର ପେଟ୍ରୋଲିଙ୍ଗ ଟିମ ଆସି ତାଙ୍କୁ ଧରି ନେଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.