Movie prime

ଦେଖନ୍ତୁ ପୁଅର ପ୍ରଥମ ଜନ୍ମଦିନ କେମିତି ପାଳନ କଲେ ଆପଣଙ୍କ ଲୋକପ୍ରିୟ ଅଭିନେତ୍ରୀ କୋଏଲ ବାନାର୍ଜୀ

 
Viral video
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଓଲିଉଡ, ବଲିଉଡ ଏବଂ ଟଲିଉଡ ଜଗତକୁ ନେଇ ଆସୁଥିବା ଖବର ବିଷୟରେ ବି ଜାଣିଥିବେ । ଓଲିଉଡ ଜଗତର ସିନେମା, ଅଭିନେତା ଆଉ ଅଭିନେତ୍ରୀମାନଙ୍କର ଖବର ମଧ୍ୟ ଆପଣ ଏହି ସୋସିଆଲ ମିଡିଆରେ ପାଇପାରିବେ । ଏହି ଭିଡିଓରେ ମଧ୍ୟ ଆପଣ ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କିଛି କଥା ଜାଣିପାରିବେ । ଏହି ଅଭିନେତ୍ରୀ ଜଣକ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।
ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି । ଆପଣମାନେ ଅଭିନେତ୍ରୀ କୋଏଲ ବାନାର୍ଜୀଙ୍କୁ ତ ଭଲଭାବେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର କାମ କରିଥାନ୍ତି । ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ସେ ଅନେକ ଫିଲ୍ମ୍ କରିଛନ୍ତି । ସୋସିଆଲ ମିଡିଆରେ ଆପଣମାନେ ଏହି ଅଭିନେତ୍ରୀଙ୍କୁ ତାଙ୍କ ପୁଅର ଜନ୍ମଦିନ ପାଳନ କରୁଥିବାର ଦେଖିଥିବେ ।
ଏହି ଅଭିନେତ୍ରୀ ଜଣକ ତାଙ୍କ ସ୍ଵାମୀଙ୍କ ସହିତ ତାଙ୍କ ପୁଅର ଜନ୍ମଦିନ ପାଳନ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ତାଙ୍କ ପ୍ରଥମ ସ୍ବାମୀ ବବି ମିଶ୍ରଙ୍କୁ ଛାଡି ଆଉ ଜଣଙ୍କୁ ବିବାହ କରିଥିଲେ । ସେ ଏବେ ଯାହାକୁ ବିବାହ କରିଛନ୍ତି ସେ ତାଙ୍କୁ ପୂର୍ବରୁ ଭଲ ପାଉଥିଲେ । ଆଉ ଏବେ ଏହି ଅଭିନେତ୍ରୀ ଜଣକ କୋଲକାତାରେ ଅଛନ୍ତି । ସେ ସେଠାରେ ରହୁଛନ୍ତି । ତାଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା । ଆଉ ଏହି ଖବର ତ ଆପଣମାନେ ସମସ୍ତେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ତାଙ୍କ ପୁଅ ଆଉ ତାଙ୍କ ସ୍ବାମୀଙ୍କ ସହ ବହୁତ ଖୁସି ଅଛନ୍ତି ।
ଏହି ଅଭିନେତ୍ରୀ ଜଣକ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି । ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ଭିଡିଓରେ ଜଣାପଡୁଛି କି ଅଭିନେତ୍ରୀ ଜଣକ ତାଙ୍କ ପୁଅର ପ୍ରଥମ ଜନ୍ମ ବାର୍ଷିକ ପାଳନ କରୁଛନ୍ତି । ସେ ଏବଂ ତାଙ୍କ ସ୍ଵାମୀ କେକ୍ କାଟି ତାଙ୍କ ପୁଅକୁ ଖୁଆଇ ଦେଉଛନ୍ତି । ଏବେ ଏହି ଅଭିନେତ୍ରୀ ଜଣଙ୍କର ଭିଡିଓ ବହୁତ ଭାଇରାଲ ହେଉଛି । ଏହି ଅଭିନେତ୍ରୀ ଜଣକ ତାଙ୍କ ସ୍ଵାମୀଙ୍କ ସହ ରାତି ୧୨ ସମୟରେ କେକ୍ କାଟି ତାଙ୍କ ପୁଅର ପ୍ରଥମ ଜନ୍ମଦିନ ପାଳନ କରୁଛନ୍ତି ।