Movie prime

ଦେଖନ୍ତୁ କୁନି ପୁଅ ସହ କେମିତି ଅଛନ୍ତି ଆପଣଙ୍କ ଲୋକପ୍ରିୟ ଅଭିନେତ୍ରୀ କୋଏଲ ବାନାର୍ଜୀ ଦେଖନ୍ତୁ ଏହି ଭିଡିଓ

 
Viral video
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ, ଏବଂ ଟଲିଉଡ ଜଗତକୁ ନେଇ ଆସୁଥିବା ଖବର ବିଷୟରେ ସୂଚନା ପାଉଥିବେ ।
ଲୋକମାନେ ଅନେକ ପ୍ରକାରର ଭିଡିଓ ଏହି ଓଲିଉଡ ଜଗତର ନେଇ ଆସୁଥିବାର ଦେଖିଥିବେ । ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ୍ ହେଉଛି । ଯାହା ଓଲିଉଡ ଜଗତର ଅଭିନେତ୍ରୀଙ୍କୁ ନେଇ ଆସିଛି ।
ଆପଣମାନେ ସମସ୍ତେ ଓଲିଉଡ ଜଗତର ମହାନ୍ ଅଭିନେତ୍ରୀ କୋଏଲ ବାନାର୍ଜୀଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି ।
ଏହି ଅଭିନେତ୍ରୀ ଜଣକ ଦେଖିବାକୁ ବହୁତ ସୁନ୍ଦର । ଏହି ଅଭିନେତ୍ରୀ ଜଣକ ବଙ୍ଗାଳୀ ହେଲେ ବି ସେ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି । ସେ ତାଙ୍କ ଅଭିନୟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଛନ୍ତି । ଏବେ ଏହି ଅଭିନେତ୍ରୀ ଜଣକ ଅଭିନୟ କରୁନାହାନ୍ତି । 
ଏହି ଅଭିନେତ୍ରୀ ଜଣକ ସୁଟିଂ ସେଟରେ ଅଭିନେତା ବବି ମିଶ୍ରଙ୍କୁ ଭଲ ପାଇଥିଲେ । ଆଉ ସେ ତାଙ୍କୁ ବିବାହ ବି କରିଥିଲେ । କିନ୍ତୁ ତାଙ୍କ ପାରିବାରିକ ଜୀବନରେ ବାଧା ଆସିବାରୁ ସେମାନେ ଅଲଗା ହୋଇ ଯାଇଛନ୍ତି ।
ଆଉ ଏବେ ସେ ଆଉ ଜଣଙ୍କୁ ବିବାହ କରିଛନ୍ତି । ଏବେ ସେ ପଶ୍ଚିମବଙ୍ଗରେ ରହୁଛନ୍ତି । ସେ ଓଡ଼ିଶା ଛାଡ଼ି ସେଠାରେ ରହୁଛନ୍ତି । ଆଉ ବଙ୍ଗାଳୀ ଫିଲ୍ମରେ ଅଭିନୟ କରୁଛନ୍ତି ବୋଲି ସୂଚନା ମିଳିଛି । ଏହି ଅଭିନେତ୍ରୀ ଜଣଙ୍କର ଏକ ପୁତ୍ର ସନ୍ତାନ ବି ହୋଇଛି । 
ଏହି ଭିଡିଓରେ ଦେଖିବାକୁ ମିଳୁଛି ଅଭିନେତ୍ରୀ କୋଏଲ ତାଙ୍କ ପୁଅ ସହ ଖେଳୁଛନ୍ତି । ସେ ଅଭିନୟ କରିବା ଛଡ଼ା ସେ ତାଙ୍କ ପୁଅ ସହ ଅଧିକ ସମୟ ବିତାଉଛନ୍ତି । ଏହି ଅଭିନେତ୍ରୀ ଜଣକ ଦ୍ଵିତୀୟ ବିବାହ କରିଛନ୍ତି ।
ଆଉ ତାଙ୍କର ଏକ ପୁତ୍ର ହୋଇଥିଲା । ତାଙ୍କର ପୁଅକୁ ଦେଢ଼ ବର୍ଷ ହେଲାଣି । ଏହି ଅଭିନେତ୍ରୀ ଜଣକ ସୁଟିଂ ପାଇଁ ସମୟ ଅଧିକ ନଦେଇ ପୁଅ ସହ ସମୟ ଅତିବାହିତ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।