Movie prime

କୁକୁର ବୋହୁଛି କାଠ ଦେଖନ୍ତୁ ଏହି ଆଶ୍ଚର୍ୟ୍ଯ ଜନକ ଭିଡିଓ

 
Viral video
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଆପଣମାନେ ଦେଖିପାରିବେ ।
ଏହି ସୋସିଆଲ ମିଡ଼ିଆ ୟୁଟ୍ୟୁବ ପ୍ଲାଟଫର୍ମରେ ଅନେକ କମେଡି ଭିଡିଓ, ରୋଷେଇ ଭିଡିଓ, ଅନେକ ଗୀତ ଆଉ ଅନେକ ପ୍ରକାରର ଭିଡିଓ ସବୁ ଅପଲୋଡ଼ କରିଥାନ୍ତି ଲୋକମାନେ ।
ଆଉ ଏହି ଭିଡିଓ ବହୁତ ପରିମାଣରେ ଭାଇରାଲ ମଧ୍ୟ ହୋଇଥାଏ । ଏହି ଭିଡିଓ ଦେଖିଲେ ଅନେକ ଭାବନା ଆସିଥାଏ ।
 
ଆଜିକା ଦୁନିଆରେ କୁକୁର ଠାରୁ ବିଶ୍ଵସ୍ତ ପ୍ରାଣୀ ଏହି ସଂସାରରେ କେହି ନାହାନ୍ତି । କୁକୁର ଏଭଳି ଏକ ଜୀବ ଯାହା ମଣିଷର ବହୁତ ଆପଣାର ହୋଇପାରେ ।
ମଣିଷ ମଣିଷକୁ ପୋଷିଲେ ସେ ଧୋକା ଦେଇଥାଏ କିନ୍ତୁ ଯଦି ମଣିଷ ଗୋଟିଏ କୁକୁର ପୋଷିବ ସେ ତାକୁ କେବେବି ଧୋକା ଦେବ ନାହିଁ । କୁକୁର ଭଳି ଏକ ବିଶ୍ଵସ୍ତ ପ୍ରାଣୀ ସମସ୍ତେ ଘରେ ରଖନ୍ତି ନାହିଁ ।
ଆଉ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା କୁକୁରକୁ ନେଇ ଆସିଛି । କୁକୁର ଏଭଳି କାମ କରିଛି ଯାହା ବହୁତ ଫେମୋଷ ଅଟେ ।
ଆପଣମାନେ ଜାଣିଛନ୍ତି କି କୁକୁର କେବେ ଘରକାମ କରେ । କୁକୁର କେବେ ବି ଘର କାମ କରେ ନାହିଁ । ସେ ଘର ଜଗିଥାଏ । କୁକୁର ଭଳି ପ୍ରାଣୀ ଏହି ଦୁନିଆରେ ବହୁତ ଭଲ କାମ କରନ୍ତି ।
କୁକୁରକୁ ଯିଏ ପୋଷିଥାଏ ସେ ବହୁତ ଭଲ କାମ କରିଥାଏ । ମଣିଷର ବିପଦ ଆପଦରେ ଏହି କୁକୁର ହିଁ ତାକୁ ସାହାଯ୍ୟ କରିଥାଏ । ଏହି ଭିଡିଓ ଏକ ଗାଁର ।
ଗାଁରେ ବୁଲୁଥିବା କୁକୁର ମାନଙ୍କୁ ଜଣେ ଲୋକ ପୋଷିଥିଲେ । ତାଙ୍କୁ ଖାଇବାକୁ ଦେଉଥିଲେ । ଆଉ ଘରେ ରଖୁଥିଲେ ।
ଏହି କୁକୁର ମଧ୍ଯ ଏଭଳି କିଛି କାମ କରିଛି ଯାହା ପ୍ରଶଂସା ଯୋଗ୍ୟ ଅଟେ । ଏହି କୁକୁରଟି ସେହି ଲୋକଟିର କାମ କରୁଛି । ସେହି ବ୍ୟକ୍ତି ଏବଂ ତାର ସ୍ତ୍ରୀ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ ।
ଆଉ ସେହି କୁକୁରମାନେ ମଧ୍ୟ ତାଙ୍କ ସାଙ୍ଗରେ ଯାଇଥିଲେ । ଆଉ ତାଙ୍କ ପିଠିରେ କାଠ ଲଦି ଦେବାରୁ ସେହି କୁକୁର ତିନିଟା କାଠ ମଧ୍ୟ ନେଇକି ଆସିଲେ ।
ଏହି କାଠ ବୋହିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଯାହାକୁ ନେଇ ସମସ୍ତେ ପ୍ରଶଂସା କରିଛନ୍ତି ।