Movie prime

ପତ୍ନୀ ଙ୍କୁ ଫେରି ପାଇଥିବା Rahul କ୍ୟାମେରା ସାମ୍ନାରେ Harapriya ଙ୍କ ସହ ଆସିଲେ ରୋମାଣ୍ଟିକ ମୁଡ ରେ ଦେଖନ୍ତୁ Exclusive Visual

 
vfgfg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଅନେକ ଉପାୟରେ ବିଭିନ୍ନ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ । ଆଉ ଏହି ସବୁ ଘଟଣା ଆପଣମାନେ ସୋସିଆଲ ମିଡ଼ିଆ ସାହାଯ୍ୟରେ ଜାଣିବାକୁ ପାଉଥିବେ । ଆଉ ଏବେ ଏବେ ନିକଟରେ ଆପଣମାନେ ଏକ ଖବର ନିଶ୍ଚୟ ଶୁଣିଥିବେ ଜଣେ ବୋହୂ ପରୀକ୍ଷା ଦେବାକୁ ଯାଇ କୁଆଡେ ପଳାଇଥିଲା କିନ୍ତୁ ପ୍ରକୃତ ଘଟଣା ହେଉଛି ତାକୁ କିଏ କିଡନାପ କରି ନେଇଥିଲା ।


ଆଉ ଏହି ଘଟଣା ପୁରା ଓଡ଼ିଶାରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଆଉ ସେହି ଘଟଣାରେ ଶେଷରେ ବୋହୂଟିକୁ ତାର ସ୍ବାମୀ ପାଇଲା । ଆଉ ବହୁ ଚର୍ଚ୍ଚିତ ଘଟଣା ହେଉଛି ଏହି ଘଟଣା । ଆଉ ଏଠାରେ ପ୍ରେମୀ ଯୁଗଳ ହେଉଛନ୍ତି ରାହୁଲ ଆଉ ହରପ୍ରିୟା । ଦୁଇଜଣ ଦୁଇଜଣଙ୍କୁ ବହୁତ ଭଲ ପାଆନ୍ତି । ଆଉ ଦୁହେଁ ଦୁହିଁଙ୍କ ପାଇଁ ପାଗଳ ଆଉ ଉଭୟ ଉଭୟଙ୍କୁ ପାଗଳ ଭଳି ଭଲ ପାଉଛନ୍ତି । ଆଉ ଏବେ ebe ସୋସିଆଲ ମିଡିଆରେ ଏହି ଯୋଡ଼ିଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଏକ ଭିଡିଓ ଭାଇରାଲ ହେଉଛି । 


ଆଉ ଏହି ଭିଡିଓରେ ରାହୁଲ କହିଛନ୍ତି ହରପ୍ରିୟା ମୋତେ ପ୍ରପ୍ରୋଜ୍ କରିଥିଲେ । ଆଉ ତାପରେ କେତେ ପରେ ମୁଁ ଆକ୍ସେପ୍ଟ କରିଥିଲେ । ଆଉ ଭଲପାଇବାର ଦୁଇ ବର୍ଷ ପରେ ସେମାନେ ବିବାହ କରିଥିଲେ । ଆଉ ହରପ୍ରିୟା କହିଛନ୍ତି, ସେତେବେଳେ ମୁଁ କିଛି ଜାଣି ପାରୁନଥିଲି କଣ କରିବି । ତାପରେ ଆମେ ବିବାହ କରିଲୁ । ଆଉ ଆମ ପ୍ରେମରେ ଭିଲିଆନ ହେଉଛି ହରପ୍ରିୟାଙ୍କ ସାଙ୍ଗ । ଆଉ ଆମର ବହୁତ ଝଗଡା ମଧ୍ୟ ହୋଇଥିଲା । 


ହରପ୍ରିୟା କହିଛନ୍ତି ସେ ମୋତେ ବହୁତ ଭଲ ଲାଗିଲେ ଆଉ ତାପରେ ମୁଁ ତାଙ୍କୁ ପ୍ରୋପୋଜ୍ କରିଲି ଆଉ ବିବାହ କରିଲି । ଆମେ ଏବେ ମଧ୍ୟ ଫିଲ୍ମ୍ ବି କରୁଛୁ । ଆଉ ରିଅଲ ଲାଇଫକୁ ନେଇ ଏହି ଫିଲ୍ମ୍ ହେଇଛି । ଆଉ ଆମେ ବହୁତ ଖୁସି ଅଛୁ ଆଉ ଅଡିଅନ୍ସମାନେ ଆମକୁ ଦେଖି ମଧ୍ୟ ଖୁସି ଥିବେ । ଆଉ ଆମେ ଆମର ରିଅଲ ଲାଇଫରେ କଣ ସବୁ ହୋଇଥିଲା ଏହି ଫିଲ୍ମ୍ ମାଧ୍ୟମରେ ସବୁ ଜାଣିପାରିବେ ।