Movie prime
ଛାତ୍ରୀ ଦେଲେ ଏମିତି ଭାଷଣ ଶୁଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ ଦେଖନ୍ତୁ ଏହି VIRAL VIDEO
 
Viral video
ଆପଣମାନେ ଜାଣିଥିବେ ଅନେକ ସମୟରେ ଏଭଳି କିଛି ଭିଡିଓ ଦେଖିବାକୁ ମିଳିଥାଏ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି।ବର୍ତ୍ତମାନ ଜଣେ କୁନି ଝିଅର ଭିଡିଓ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇ ରାଲ ହେବାରେ ଲାଗିଛି। କୁନି ଝିଅର ପାଟିରୁ ଭାଷଣ ଶୁଣି ସମସ୍ତେ କାନ୍ଦି ପକାଉଛନ୍ତି।ସୂଚନା ଅନୁସାରେ କୁନି ଛାତ୍ରୀ ଜଣଙ୍କ ସ୍ଵାଧୀନତା ଦିବସରେ ଭାଷଣ ଦେଉଥିବାର ଦେଖିବାକୁ ମିଳିଛି।ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି।
କୁନି ଝିଅଟି ବହୁତ ସାହସ ରେ ଭାଷଣ ଦେଇଛନ୍ତି ଯାହାକୁ ଦେଖିଲେ ଆପଣମାନେ ବିଶ୍ୱାସ କରିପାରିବେ ନାହିଁ। ସେଠାରେ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ ଓ ଅନେକ ଲୋକମାନେ ଉପସ୍ଥିତ ରହିଥିଲେ।କୁନି ଝିଅଟି ଭାଷଣ ରେ କହିଛନ୍ତି ଯେ "ମୋ ଗୁରୁଜୀ ଓ ଗୁରୁମା ବୃନ୍ଦ ଓ ଉପସ୍ଥିତ ଥିବା ଛୋଟ ବଡ଼ ଭାଇ ଭଉଣୀ ମାନେ।ଆଜି ଏହି ସଭାରେ ମତେ କିଛି କହିବାର ସୁଯୋଗ ଦେଇଥିବାରୁ ମୁଁ ମୋ ନିଜକୁ ଧନ୍ୟ ମନେ କରୁଅଛି"।
ଆହୁରି କହିଛନ୍ତି ଯେ ଆଜି ହେଉଛି ଅଗଷ୍ଟ ୧୫ ବା ୭୫ ତମ ସ୍ବାଧିନତା ଦିବସ। ଏହି ଦିବସ ଟି ଆମେ ବହୁତ ଖୁସି ଓ ଆନନ୍ଦ ର ସହିତ ପାଳନ କରିବା। ବହୁ ବର୍ଷ ଧରି ଇଂରେଜ ମାନେ ଶାସନ କରି ଆସୁଥିଲେ।ଫଳରେ ଆମ ଦେଶବାସି ମାନଙ୍କୁ ବହୁତ କଷ୍ଟ ଓ ନିର୍ଯାତନା ସହିବାକୁ ପଡ଼ିଥିଲା।ଯଦି କଷ୍ଟ ପାଇ ଦେଶବାସି ମାନେ ମୁହଁ ଖୋଲୁଥିଲେ ଇଂରେଜ ମାନେ ବେତ ପାହାର ଓ ଗୁଳି ବନ୍ଧୁକ ଦେଖାଉ ଥିଲେ।
ଏହାପରେ ୧୯୪୭ ମସିହା ଅଗଷ୍ଟ ୧୫ ରେ ଦେଶ ସ୍ଵାଧୀନତା ଲାଭ କରିଥିଲା। କୁନି ଝିଅଟି ଏହିଭଳି ସୁନ୍ଦର ଭାବରେ ସ୍ଵାଧୀନତା ଦିବସରେ ଭାଷଣ ଦେଇଥିଲେ।ସେଠାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ତାଳି ମାରିଥିଲେ।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।