Movie prime

ରାତିରେ ପ୍ରେମିକ ସହ ଜଙ୍ଗଲ ଭିତରେ ଧରା ପଡ଼ିଲେ ପ୍ରେମିକା ଦେଖନ୍ତୁ VIRAl VIDEO

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ ପ୍ରତ୍ୟେକ ଦିନ କିଛି ନା କିଛି ଭାଇରାଲ ଭିଡ଼ିଓ ଦେଖିଥିବେ। ସେଥି ମଧ୍ୟରୁ ଅନେକ ଭିଡ଼ିଓ ମଧ୍ୟ ଆପଣ ମାନେ ପ୍ରେମୀ ଯୁଗଳ ମାନଙ୍କ ସମ୍ବନ୍ଧରେ ଦେଖିଥିବେ। ସେହି ଭିଡ଼ିଓ ଗୁଡିକ ଦେଖି ଆପଣ ମାନେ ବେଶ ଭଲ ଭାବରେ ଜାଣି ପାରୁଥିବେ କି ବର୍ତ୍ତମାନ୍ ର ସମାଜ ଧୀରେ ଧୀରେ କେଉଁ ଆଡେ଼ ମୁହାଁଇ ବାରେ ଲାଗିଛି।
ବର୍ତ୍ତମାନ୍ ର ଯୁବ ପୀଢ଼ି ମାନେ ପ୍ରେମରେ ପଡି ସାରିବା ପରେ ଆଗ ପଛ କିଛି ହେଲେ ମଧ୍ୟ ବାଛ ବିଚାର କରି ପାରୁ ନାହାନ୍ତି। କିଏ ନିଜ ପ୍ରେମିକ ବା ପ୍ରେମିକ ସହ କୁଆଡେ଼ ଯାଉଛି ତ ଆଉ କିଏ ଏହି ପ୍ରେମ ପାଇଁ ନିଜ ଜୀବନ ମଧ୍ୟ ହାରି ଦେଉଛି। ଏହି ଖବର ଗୁଡ଼ିକ ମଧ୍ୟ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଥର ଦେଖୁଥିବେ। ଏବଂ ପ୍ରତ୍ୟେକ ଦିନ ଏହି ଖବର ଗୁଡ଼ିକ ନିଉଜରେ ପ୍ରସାରିତ ମଧ୍ୟ ହେଉଛି।
ତେବେ ଏବେ ଆମେ ଆପଣଙ୍କୁ ସେହି ସମ୍ପର୍କିତ ଏକ ଭିଡ଼ିଓ ଦେଖାଇବାକୁ ଯାଉଛୁ। ଏହି ଭିଡ଼ିଓ କୁ ବେଶ ଭଲ ଭାବରେ ଦେଖନ୍ତୁ। କିଭଳି ଦୁଇଜଣ ଯୁବକ ଓ ଯୁବତୀ ସଭିଙ୍କ ସାମ୍ନାରେ ଧରା ପଡି ଯାଇଛନ୍ତି। ଗ୍ରାମ ବାସୀ ମାନେ ମଧ୍ଯ ସେହି ପ୍ରେମୀ ଯୁଗଳ ଙ୍କୁ ଅଟକ ରଖିଛନ୍ତି। ଏବଂ ଦୁହେଁ ମଧ୍ୟ ରାତି ଅଧରେ ସମସ୍ତଙ୍କ ସାମ୍ନାରେ ଧରା ପଡିଛନ୍ତି। ଧରା ପଡ଼ିବା ପରେ ଲାଜରେ ଆଉ ମୁଣ୍ତ ଟେକି ପାରୁ ନାହାଁନ୍ତି।
ଉଭୟ ଯୁବକ ଓ ଯୁବତୀ ରାତିରେ ଦୁହେଁ ଫେରାର ହୋଇ ଯାଉଥିଲେ ଓ ଏହି ସମୟରେ ତାଙ୍କୁ ଗ୍ରାମବାସୀ ମାନେ ଧରି ପକାଇ ଥିଲେ। ଫଳରେ ସେମାନେ ଆଉ ଯାଇ ପାରି ନଥିଲେ। ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଏହି ଭିଡ଼ିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏବଂ ଏହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି।