Movie prime
ବାହାଘର କୁ ହେଲାଣି ୧୦ ବର୍ଷ ହେଲେ କାହିଁକି ମା ହେବାକୁ ଚାହୁଁ ନାହାନ୍ତି ହିରୋ Ramcharan ଙ୍କ ସ୍ତ୍ରୀ Upashana
 
Nxnndh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସାଉଥ୍ ର ସେହି ଫେମସ ହିରୋ ରାମ ଚରଣ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ତାଙ୍କର ପ୍ରତ୍ୟେକ ଟି ଫିଲ୍ମ୍ ରେ ଦମଦାର ଅଭିନୟ ସହ ଦମଦାର ଆକ୍ସନ ମଧ୍ଯ ଦେଖିବାକୁ ମିଳିଥାଏ। ତାଙ୍କ ଫାଇଟ୍ କରିବା ଷ୍ଟାଇଲ କୁ ଦର୍ଶକ ମାନେ ମଧ୍ୟ ଢେର ଭଲ ପାଇବା ଦେଇଥାନ୍ତି। ତାଙ୍କର ଅନେକ ଫିଲ୍ମ କୁ ମଧ୍ୟ ସୁପର ଡୁପର ହିଟ୍ କରାଇ ଛନ୍ତି।
ନିକଟରେ ରାମ ଚରଣ ଙ୍କ ଏକ ଫିଲ୍ମ୍ ରିଲିଜ୍ ହୋଇଥିଲା ଯାହା ର ନାମ ଥିଲା RRR ସେହି ଫିଲ୍ମ୍ ଟି ବ୍ଲକ୍ ବଷ୍ଟର ହିଟ୍ ହେବା ସହ ବକ୍ସ ଅଫିସ ରେ ଅନେକ ହିଟ୍ ମଧ୍ଯ ହୋଇଥିଲା। ଏହି ଫିଲ୍ମ୍ ରେ ରାମ ଚରଣ ଙ୍କୁ ମଧ୍ଯ ଲୋକମାନେ ଖୁବ୍ ପଶନ୍ଦ କରିଥିଲେ। ଏହାତ ଗଲା ରିଲ ଜଗତର କଥା ଏବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ରାମ ଚରଣଙ୍କର ରିଅଲ ଲାଇଫ କଥା।
ରାମ ଚରଣ ୨୦୧୨ ମସିହା ରେ ତାଙ୍କ ପିଲା ବେଳ ର ସାଥୀ ଯାହାଙ୍କ ସହ ସେ ପ୍ରଥମ ରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ ସେହି ବନ୍ଧବି ଉପାସନା ଙ୍କୁ ହିଁ ସେ ବିବାହ କରିଥିଲେ। ଏବଂ ବିବାହ କୁ ଦଶ ବର୍ଷ ହୋଇ ଗଲେ ମଧ୍ଯ ତାଙ୍କର କୌଣସି ସନ୍ତାନ ସନ୍ତତି ହୋଇ ନାହିଁ। ଏହି ସମ୍ପର୍କ ରେ ଉପାସନା କି ରାମ ଚରଣ ଙ୍କୁ ପଚରା ଗଲେ ସେ ଚୁପ୍ ରହି ଥାଆନ୍ତି।
ହେଲେ ଏବେ ଉପାସନା ମୁହଁ ଖୋଲି ଛନ୍ତି ସେ କହିଛନ୍ତି କି ସେ ମାଆ ହେବାକୁ ଚାହୁଁ ନାହାଁନ୍ତି। ସେ ଏଭଳି କରିବା ପଛରେ ମଧ୍ଯ ଏକ କାରଣ ଅଛି। କାରଣ ସେ ଦେଶର ଜନ ସଂଖ୍ୟା ନିୟନ୍ତ୍ରଣ ପାଇଁ ଏଭଳି ନିଷ୍ପତି ନେଇଛନ୍ତି। ଏବଂ ଉପାସନା ଙ୍କ ଏହି ନିଷ୍ପତି ପ୍ରତି ମଧ୍ଯ ଅନେକ ପ୍ରଶଂସା କରା ଯାଇ ଅଛି।