Movie prime

ଶେଷରେ ଧରା ପଡ଼ିଲା ପାଗଳ ହନୁ ଦେଖନ୍ତୁ କେମିତି ଗାଁ ରେ ରଚିଥିଲା ଲଙ୍କା କାଣ୍ଡ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନଙ୍କୁ ଆମେ ଏବେ ଏଭଳି ଖବର କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। କାରଣ ଏଭଳି ହିଁ କିଛି ଘଟଣା ଘଟିଛି। ଦେଖନ୍ତୁ ଏହି ଭିଡ଼ିଓ କୁ ଭଲ ଭାବରେ କିଭଳି ଗୋଟେ ମାଙ୍କଡ ଗଛ ଉପରେ ବସିଥିବା ସମୟରେ ତାକୁ ତଳେ ଜାଲ ଦ୍ବାରା ଧରାଯାଇ ନିଆ ଯାଉଛି।
ଆପଣ ମାନେ ଭାବୁଥିବେ କି ମାଙ୍କଡ ସହ ଏଭଳି ବ୍ଯବହାର କଣ ପାଇଁ କରାଯାଉଅଛି? ଏହାର କାରଣ ମଧ୍ଯ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ ଏହି ମାଙ୍କଡ ଟି ପାଗଳ ହୋଇ ଯାଇଛି। ପାଗଳ ହୋଗଲି ଯାଇଥିବା କାରଣ ରୁ ଅନେକ ଲୋକଙ୍କୁ କାମୁଡି ପକାଇଛି। କାହାକୁ ଗୋଡ଼ାଇ ଗୋଡ଼ାଇ ଗୋଡ଼ ହାତ ଭାଙ୍ଗି ଦେଇଛି ତ ଆଉ କିଏ ମାଙ୍କଡ କମୁଡ଼ାର ଶିକାର ମଧ୍ଯ ହୋଇଛି। ସେଥି ପାଇଁ ଏହାକୁ ଏଭଳି ଭାବରେ ଧରା ଯାଇଛି।
ଘଟଣା ଟି ହେଉଛି ଖୋର୍ଦ୍ଧା ଜିଲ୍ଲା ଚଙ୍କୋଳ ଅଞ୍ଚଳ ର। ଏଠାକାର ଲୋକ ମାନେ ୧୦ ରୁ ୧୫ ଦିନ ହେବ ନାଜରବନ୍ଦି ହୋଇ ରହିଥିଲେ। କାରଣ ବାହାରକୁ ଆସିବା ମାତ୍ରେ ତାଙ୍କୁ ଘଟିଥିଲା ମାଙ୍କଡ଼ ର ଭୟ। ସେହି ଗ୍ରାମର ଅନେକ ଲୋକ ମାଙ୍କଡ କାମୁଡ଼ା ର ଶିକାର ହୋଇ ନାହିଁ ନଥିବା ହଇରାଣ ହେବାରେ ଲାଗିଛନ୍ତି। ଅନେକ ଗୁଡିଏ ମାଙ୍କଡ଼ ଲୋକ ମାନଙ୍କୁ ନାହିଁ ନଥିବା ହଇରାଣ କରିବାରେ ଲାଗିଛନ୍ତି।
ସେଥି ପାଇଁ ଚାଲିଛି ମାଙ୍କଡ ଧରା ଅଭିଯାନ। ଏବଂ ଏଥିରେ ମାଙ୍କଡ ମାନଙ୍କୁ ଟ୍ରାକ୍ କରାଯାଉ ଅଛି। ଏବଂ ଗୋଟେ ଗୋଟେ ମାଙ୍କଡ କୁ ଧରା ଯାଉଛି ଏହା ଦେଖି ଲୋକଙ୍କ ଖୁସି କହିଲେ ନସରେ। ଏହି ମାଙ୍କଡ ଗୁଡିକ ଲୋକ ମାନଙ୍କୁ ଏକ ମାସ ହେବ ଆହତ କରି ଚାଲିଛନ୍ତି କେତେବେଳେ ବୃଦ୍ଧ ମାନଙ୍କୁ ତ କେତେବେଳେ ଛୋଟ ଛୋଟ ପିଲାଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏବେ ମାଙ୍କଡ ଗୁଡିକୁ ଧରିବା ପରେ ଲୋକ ମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।