Movie prime

ସ୍ତ୍ରୀ କହିଲା ଏମିତି ଭିଡ଼ିଓ ରେ ଯେ ଆପଣ ଙ୍କ ମୁଣ୍ଡ ବି ଘୁରି ଯିବ

 
Viral News
ଅନେକ ସମୟରେ ମହିଳା ମାନେ ହୁଅନ୍ତୁ ଅବା ପୁରୁଷ ମାନେ ହୁଅନ୍ତୁ ଭିଡିଓ କଲ୍ ରେ କଥା ହେଉଥିବା ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ।ବିଶେଷ କରି ମହିଳା ମାନେ ଭିଡିଓ କଲ୍ କରି କଥା ହେଉଥିବାର ଦେଖିବାକୁ ମିଳିଥାଏ।
ବର୍ତ୍ତମାନ କିନ୍ତୁ ଜଣେ ବିବାହିତ ମହିଳା ଭିଡିଓ କଲ୍ ରେ କଥା ହୋଇଥିବାର ଦେଖିବାକୁ ମିଳିଛି।ଅନେକ ସମୟରେ ଦେଖିଥିବେ ଙ୍କ ପ୍ରେମିକ ଓ ପ୍ରେମିକା ମାନେ ଭିଡିଓ କଲ୍ ରେ କଥା ହୋଇଥାନ୍ତି।
କିନ୍ତୁ ଏଠାରେ ମହିଳା ଜଣଙ୍କ ବିବାହିତ ହୋଇ ମଧ୍ୟ ଅନ୍ୟ ପୁରୁଷ ସହିତ କଥା ହେଉଛନ୍ତି। ସୂଚନା ଅନୁସାରେ ତିନି ବର୍ଷ ହୋଇଗଲାଣି ମହିଳା ଜଣଙ୍କ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
କିନ୍ତୁ ବର୍ତ୍ତମାନ ମହିଳା ଜଣଙ୍କ ବିବାହ ତିନି ବର୍ଷ ପରେ ମଧ୍ୟ ପ୍ରେମିକ ସହିତ ଭିଡିଓ କଲ୍ ରେ କଥା ହେଉଛନ୍ତି।ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଆଜିକାଲି ସମାଜରେ ବିବାହିତ ନାରୀମାନେ କିଭଳି କାମ କରୁଛନ୍ତି ତାହା ସମସ୍ତେ ଜାଣିଛନ୍ତି।ମହିଳା ଜଣଙ୍କ ସ୍ବାମୀ ନଥିବା ସମୟରେ ପ୍ରେମିକ ପାଖକୁ ଭିଡିଓ କଲ୍ କରି କେମିତି ଅଛନ୍ତି ବେବୀ ବୋଲି କହିଥିଲେ।
ଏହାପରେ ମହିଳା ଜଣଙ୍କ ଘର ସାରା ବୁଲି ବୁଲି କଥା ହୋଇଥିଲେ।ମହିଳା ଜଣଙ୍କ ଭିଡିଓ କଲ୍ ରେ ପ୍ରେମିକ ଙ୍କ ସହିତ କଥା ହେଉଥିବାର ସେ ଜାଣି ନଥିଲେ।କିନ୍ତୁ ଏହି ଭିଡିଓ ଦେଖିବା ପରେ ମହିଳା ଙ୍କ ସ୍ବାମୀ ଜାଣି ଦେଇଛନ୍ତି।
ମହିଳା ଜଣଙ୍କ ବିବାହିତ ହୋଇ ମଧ୍ୟ ନିଜ ସ୍ୱାମୀଙ୍କୁ ଧୋକା ଦେଉଛନ୍ତି।ସ୍ଵାମୀ ଯେତେବେଳେ ଘରେ ରୁହନ୍ତି ସେତେବେଳେ ମହିଳା ଜଣଙ୍କ କାହା ସହିତ କଥା ହୁଅନ୍ତି ନାହିଁ।
କିନ୍ତୁ ଯେତେବେଳେ ସ୍ବାମୀ ତାଙ୍କ ଚାକିରି ରେ ବାହାରକୁ ବାହାରି ଯାଇଥାନ୍ତି ମହିଳା ଜଣଙ୍କ ତାଙ୍କ ପୁରୁଣା ପ୍ରେମିକ ଙ୍କୁ ଭିଡିଓ କଲ୍ କରି କଥା ହୋଇଥାନ୍ତି।ବର୍ତ୍ତମାନ ଏହି ଘଟଣା ଟି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.