Movie prime
ଯୁଗ ବିନାଶର ଶେଷ ସଂକେତ ୪ ଧାମରେ ହେବ ର-କ୍ତ ପାତ ଶ୍ରୀ କ୍ଷେତ୍ରର ଅଣହିନ୍ଦୁ ପ୍ରବେଶ ତେବେ ଯାଇଁ ହେବ ଯୁଗ ଶେଷ - Malika Bachana
 
Malika bachana
ନମସ୍କାର ପାଠକ ବନ୍ଧୁ। ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକା ବଚନରେ ଯାହା ଉଲ୍ଲେଖ କରିଛନ୍ତି ତାହା ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ସତ ହୋଇ ଯାଉଛି।
ଯୁଗ ବିନାସର ସଙ୍କେତ ଦେଖିବାକୁ ମିଳିଛି।ଚାରିଧାମ ରେ ରକ୍ତ ପାତ ହେବ।ଚାରିଧାମ କୁ ସଙ୍କେତ ମିଳିବ।ର-କ୍ତ ପାତ ହେବ ତା ସହିତ ମଦ ମାସ ମଧ୍ୟ ବିକ୍ରି ହେବ।ଅଣ ହିନ୍ଦୁ ପ୍ରବେଶ କରିବେ।ଧାର୍ମିକ ପୀଠ ରେ ବିଦେଶୀ ମାନେ ଆଟାକ କରିବେ।
ପରସ୍ପର ଙ୍କ ଭିତରେ ଧର୍ମ ପାଇଁ ଲଢେଇ ହେବ।ତୀର୍ଥ ସ୍ଥାନ ରେ ରହି ମ-ଦ ମାଂସ ବିକ୍ରୀ କରିବେ।କଳିଯୁଗ ଆସିଲା ବେଳେ ବହୁତ ନିନ୍ଦା କରିବେ।
ବଦ୍ରିନାଥ ଧାମ,ଦ୍ବାରିକା ନାଥ ଧାମ, ରାମେଶ୍ବରମ ଏବଂ ଶେଷରେ ଶ୍ରୀ କ୍ଷେତ୍ର ପୁରୀ ଏହି ଚାରୋଟି ଧାମ ରି ସଙ୍କେତ ମିଳିବ। ଶ୍ରୀ କ୍ଷେତ୍ର ପୁରୀ ରୁ ଅନେକ କିଛି ସଙ୍କେତ ମିଳି ସରିଛି।ଇତିହାସ ମଧ୍ୟ ସାକ୍ଷୀ ଅଛି।ଏମିତି ଘଟଣା କାନରେ କେବେ ଶୁଣି ନଥିଲେ।
ବର୍ତ୍ତମାନ ଯାହା ଘଟିଛି କେବେ ଘଟିନଥିଲା।ମନ୍ଦିର ରୁ ପତିତପାବନ ଉଡି କରି ସମୁଦ୍ର ରେ ପଡ଼ିବା ହେଉ,ମନ୍ଦିର ରୁ ବାରମ୍ବାର ପଥର ଖସିବା ହେଉ ମାଳିକା ରେ ଲେଖା ହୋଇଥିଲା।
ଚକ୍ର ଉପରେ ମାଟିଆ ଚିଲ୍ଲ ମଧ୍ୟ ଉଡିବାକୁ ଲାଗିଲେ।ଦୁର୍ବୃତ୍ତ ମାନେ ରୋଷ ଘର ଚୁଲି ମଧ୍ୟ ଭାଙ୍ଗି ଦେଲେ।ସିଂହଦ୍ଵାର ର ସାମ୍ନାରେ ଏକ କିନ୍ନର ମଧ୍ୟ ଆ-ତ୍ମ-ହ-ତ୍ୟା କରିଲେ।ଏହିଭଳି ସଙ୍କେତ କେବଳ ଶ୍ରୀ କ୍ଷେତ୍ର ପୁରୀ ରୁ ମିଳିବ ନା ଚାରି ଧାମ ରୁ ମିଳିବ।
ବାବା ଦିବାକର ଦାସ୍ କହିଛନ୍ତି ଯେ କେବଳ ଶ୍ରୀ କ୍ଷେତ୍ର ପୁରୀ ରୁ ହିଁ ସଙ୍କେତ ମିଳିବ ତାହା ନୁହେଁ ଚାରି ଧାମ ରୁ ହିଁ ସଙ୍କେତ ମିଳିବ।ଏହି ଚାରିଧାମ ରେ ଯେଉଁଦିନ ରକ୍ତ ପାତ ଘଟିବ ଆଉ କେହି କାହାକୁ ମାନିବେ ନାହିଁ।ଗୁରୁଙ୍କୁ ହତାଦର କରିବେ। ଶଙ୍କରାର୍ଚର୍ଯ୍ୟ ଙ୍କୁ ଆଉ ସମ୍ମାନ ଦେବେ ନାହିଁ।ସେହିଭଳି ପରିସ୍ଥିତି ଦେଖିବାକୁ ମିଳୁଛି।କଳିଯୁଗ ରେ କଣ ହେବ ତାହା ଜଣାପଡୁଛି।