Movie prime

ମାଲିକ ପଛରେ କୁକୁର ଗୋଡ଼େଇ ଗୋଡେଇ ଗଲା ୪ କିମି ଏ ଦୃଶ୍ୟ ଆପଣ ଦେଖିଲେ ଆଖିରୁ ଲୁହ ଆସିଯିବ "ସତେ ଯେମିତି ମଣିଷ ପଶୁ ଭିତରେ ଏ ସମ୍ପର୍କ ଅତୁଳନୀୟ"

 
Viral video

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଅନେକ ଭିଡିଓ ମଧ୍ୟ ଆପଣଙ୍କ ମନକୁ ଛୁଇଁଥିବ ।

ଆଉ କିଛି ଭିଡିଓ ଏମିତି ଅଛି ଯାହାକୁ ଦେଖିଲା ପେଟ ଆପଣଙ୍କ ମନରେ ଏକ ଭାବନା ସୃଷ୍ଟି ହେବ । ଆଉ ଆପଣମାନେ ସମସ୍ତେ କିଛି ଭିଡିଓ ଦେଖିଲେ ଭାବିବେ ଯେ ଆଜିକା ଯୁଗରେ ଏମିତି ବି ଲୋକ ଅଛନ୍ତି । ଆଉ ଏମିତି କିଛି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆଉ ଏହାକୁ ରେକର୍ଡ କରିଛନ୍ତି ଜଣେ ମିଡ଼ିଆ । ଆଉ ଏହି ଘଟଣାଟି ହେଉଛି ୫୫ ନମ୍ୱର ରାଜପଥର । ଆଉ ଏହି ରାଜପଥରେ ମିଡ଼ିଆ ଯେତେବେଳେ ଏକ କାରରେ ଯାଉଥିଲେ ସେମାନେ ଏକ ଆଶ୍ଚର୍ଯ୍ୟ ଆଉ ମନ ଲୋଭା ଦୃଶ୍ୟ ଦେଖିଲେ ଆଉ ନିଜ କ୍ୟାମେରାରେ କଏଦ କରିନେଲେ । ଆଉ ସେଠାରେ ଏକ କୁକୁର ରାସ୍ତାରେ ଏତେ ଗାଡ଼ି ମଟରକୁ ନମାନି ଦୌଡ଼ୁଥିଲା । ଆଉ ସେହି କୁକୁରଟି ଏକ ଟ୍ରକ ପଛରେ ଦୌଡୁ ଥିଲା ।
ସେହି ଟ୍ରକରେ ତାର ମାଲିକ ବସିଥିଲେ । ଆଉ ସେ ତାଙ୍କ ସହିତ ଯିବାପାଇଁ ଦୌଡ଼ୁଥିବାର ଦୃଶ୍ୟ ସମସ୍ତଙ୍କୁ ଏକ ପ୍ରକାରର ପ୍ରେମର ଭାବନା ଆଣି ଦେଉଥିବ । ଆଉ ସେହି କୁକୁର ୪ କିଲୋମିଟର ଦୌଡ଼ିବା ପରେ ସେ ତାର ମାଲିକ ପାଖରେ ପହଞ୍ଚିଲା ।
ଆଉ ତାର ମାଲିକ ଦିଲ୍ଲୀପ ନାୟକ କହିଛନ୍ତି ମୁଁ ଯୁଆଡ଼େ ଯାଏ ସେ ସିଆଡେ ଯାଏ । ଆଉ ଯଦି ତାକୁ ନ ଆଣେ ତାହେଲେ ସେ ଏମିତି ପଛରେ ଦୌଡ଼ି ଦୌଡୁ ଆସିଥାଏ । ଆଉ ମୁଁ ଏହାକୁ ୧୧ ବର୍ଷ ହେଲା ରଖିଲିନି । ସେ ମୋ ଘରେ ରୁହେ ଆଉ କାହାକୁ କାମୁଡେ ନାହିଁ ।
ମୁଁ ତାକୁ କେବେ କୁକୁର ଭାବୁନି ସେ ମୋର ମଣିଷ ଭାଇ । ସେ ଆମ ଘରେ ରୁହେ । ଆଉ ବହୁତ ଭଲପାଏ । ଆଉ ମୁଁ ଯାହା ଖାଏ ତାକୁ ଅଧା ଦିଏ । ଆଜିକା ଦୁନିଆରେ ଏମିତି ପ୍ରେମ ଦେଖିବା ବହୁତ ବିରଳ । ଗୋଟିଏ ପଶୁ ଆଉ ମଣିଷର ଏହି ଭଲପାଇବା ଦେଖିଲେ ସମସ୍ତଙ୍କ ଆଖିରେ ଲୁହ ଆସିଯିବ ।
ଆଉ ଏହି ଭଲପାଇବା ସମସ୍ତଙ୍କ ଭାଗ୍ୟରେ ମିଳେନାହିଁ । କୁକୁରକୁ ମଣିଷ ପରି ଭାଇ କହୁଥିବା ଲୋକ ଏହି ଦୁନିଆରେ ବହୁତ କମ୍ ଅଟନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।