Movie prime

ମନ୍ଦିର ଭିତରେ ମିଳିଲା ମାଂ-ସଖଣ୍ଡ ରାଗିଯାଇ ଲୋକେ ପୋଡ଼ିଦେଲେ ସବୁ ମାଂ-ସ ଦୋକାନ Viral News

 
VIRAl news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ । ଆଉ ଏପରି କିଛି ଘଟଣା ଘଟୁଛି ଯାହା ବହୁତ ନିନ୍ଦନୀୟ ଏବଂ ଲଜ୍ୟାସ୍ପଦ ଅଟେ ଲୋକମାନେ ମନ୍ଦିରକୁ ଯାଆନ୍ତି ପୂଜାପାଠ କରିବାକୁ । ଆଉ ଲୋକମାନେ ସେଠାରେ ପୂଜା ପାଠ କରିଲେ ଲୋକମାନଙ୍କୁ ଆର୍ଶୀବାଦ ମିଳିଥାଏ ।
ଆଉ ମନ୍ଦିର ଗଲେ ଲୋକମାନଙ୍କୁ ଶାନ୍ତି ମିଳିଥାଏ । ଆଉ ମନ୍ଦିର ଗଲେ ଆତ୍ମା ମଧ୍ୟ ଶାନ୍ତି ଲାଭ କରିଥାଏ । ଆଉ ମନ୍ଦିର ଏପରି ଏକ ସ୍ଥାନ ଯାହା ବହୁତ ପବିତ୍ର ଆଉ ସ୍ୱଚ୍ଛ ଅଟେ । ମନ ନିର୍ମଳ ଓ ପବିତ୍ର ହୋଇଥାଏ । ଆଉ ମନ୍ଦିରରେ ଯଦି ମାଂସ ଖଣ୍ଡ ବାହାରିବ ତାହେଲେ କଣ ହେବ ଆପଣମାନେ ତାହା ଭାବି ପାରିବେନି । ଆଉ ଏଭଳି କିଛି ଘଟଣା ମଧ୍ୟ ଆଜିକା ଯୁଗରେ ଘଟୁଛି । 
ଶିବ ମନ୍ଦିରରେ ବାହାରିଲା ମାଂସ ଖଣ୍ଡ । ଆଉ ଏହାକୁ ଦେଖିବା ପରେ ରାଗିଗଲେ ଶ୍ରଦ୍ଧାଳୁ । ଆଉ ଶ୍ରଦ୍ଧାଳୁ ରାଗିଯାଇ ସେଠାରେ ଥିବା ସମସ୍ତ ମାଂସ ଦୋକାନକୁ ନିଆଁ ଲଗାଇ ପୋଡ଼ିଦେଲେ । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର କର୍ଣ୍ଣୋଇ ଜିଲ୍ଲାର ତାଳ ଗ୍ରାମରେ । ହଠାତ୍ ସେଠାରେ ସ୍ଥିତି ବେକାବୁ ହୋଇଯାଇଥିଲା । 
ଆଉ ମନ୍ଦିରରେ ମାଂସ ଖଣ୍ଡ ମିଳିଥିଲା । ପୂଜକ ପୂଜା କରିବା ପାଇଁ ଶିବ ମନ୍ଦିରରେ ପହଞ୍ଚିବା ପରେ ଦେଖିଲେ ସେଠାରେ ଥିବା ହୋମ କୁଣ୍ଡରେ ଏକ ମାଂସ ଖଣ୍ଡ ପଡ଼ିଥିଲା । ଆଉ ତାପରେ ସେ ପୋଲିସକୁ ଫୋନ କରିଥିଲେ । ଆଉ ଏହି ଖବର ଶ୍ରଦ୍ଧାଳୁମାନେ ଜାଣିବା ପରେ ସେହି ନିକଟରେ ଥିବା ସମସ୍ତ ମାଂସ ଦୋକାନକୁ ନିଆଁ ଲଗାଇ ପୋଡି ଦେଇଥିଲେ । ଆଉ ଏବେ ପୋଲିସ ଏହାର ତଦନ୍ତ କରୁଛି ।