Movie prime

ମାଙ୍କଡ କୁକୁର ନିଆରା ବନ୍ଧୁତ୍ୱ ଦେଖନ୍ତୁ କେମିତି ଦୁହିଁଙ୍କ ବନ୍ଧୁତ୍ୱ ଆଗରେ ହାର ମାନିଛି ପ୍ରଜାତି

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜିର ଦୁନିଆ ହେଉଛି କମ୍ପୁଟର ଓ ମୋବାଇଲ ର ଦୁନିଆ। ଆଜି ପ୍ରତ୍ୟେକ ଲୋକ ଇଣ୍ଟରନେଟ ର ବ୍ୟବହାର କରୁଛନ୍ତି।
ତେଣୁ ବର୍ତ୍ତମାନ ସମସ୍ତେ ସୋସିଆଲ ମିଡ଼ିଆ ସହ ଜଡ଼ିତ, ତେଣୁ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଘଟଣା ଆମେ ଦେଖି ଥାଉ।
କେତେବେଳେ ଜୀବ ଜନ୍ତୁ ମାନଙ୍କ ବିଷୟରେ ତ ପୁଣି କେତେବେଳେ ପଶୁ ପକ୍ଷୀ ଙ୍କ ବିଷୟରେ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହି ମଜାଦାର ଭିଡିଓ ଟି ଭାଇରାଲ ହୋଇଛି। 
ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ବହୁତ୍ ହସିବେ। ଆପଣ ଅନେକ ବନ୍ଧୁତା ଦେଖି ଥିବେ। ପଶୁ ପକ୍ଷୀ ମାନଙ୍କ ବନ୍ଧୁତା ସବୁଠାରୁ ନିଆରା। ଯାହା ଦେଖିବାକୁ ଭାରି ଭଲ ଲାଗେ।
ଆମେ ସମସ୍ତେ ଜାଣିଛେ କି ମାଙ୍କଡ଼ ଓ କୁକୁର ଙ୍କ ମଧ୍ୟରେ ଆଦୌ ବନ୍ଧୁତା ହିଁ ନାହିଁ। ଏମାନେ କେହି କାହାରି ପାଖ ମାଡନ୍ତି ନାହିଁ। ଗାଁ ର ବୁଲା କୁକୁର ମାଙ୍କଡ଼ ମାନଙ୍କୁ ତିଳେ ହେଲେ ତଳେ ରହିବାକୁ ଦିଅନ୍ତି ନାହିଁ। ଭୁକି ଭୁକି ମାଙ୍କଡ଼ ମାନଙ୍କୁ ପୁରା ବେଦମ କରି ଦିଅନ୍ତି। 
ଯାହା ଫଳରେ ମାଙ୍କଡ଼ ମାନେ ମଧ୍ୟ ଭୟରେ ଗାଁ ଛାଡ଼ି ପଳାନ୍ତି। ଆଉ କୁକୁର ତଳେ ଥିଲେ ମାଙ୍କଡ଼ କେବେବି ତଳକୁ ଆସେନି। କିନ୍ତୁ ଏଠାରେ ଦୃଶ୍ୟଟି ସମ୍ପୂର୍ଣ୍ଣ ଅଲଗା।
କାରଣ ଏଠାରେ ମାଙ୍କଡ଼ ଓ କୁକୁର ଦୁହେଁ ଏକାଠି ଖେଳରେ ଏମିତି ମାତିଛନ୍ତି ଯାହାକୁ ଦେଖି ଆପଣ ଆପଣଙ୍କ ହସକୁ ଜମା ବନ୍ଦ କରି ପାରିବେ ନାହିଁ।
ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିକୁ ଜମା ବିଶ୍ୱାସ ହେବନି। ପ୍ରଥମେ ଲାଗିବ କି ଏମାନେ ପରସ୍ପର କୁ କାମୁଡ଼ା କାମୁଡ଼ି କରୁଛନ୍ତି। ହେଲେ ଦୃଶ୍ୟ ସତରେ ଅଲଗା। 
ଏହି ଦୃଶ୍ୟ ଏମିତି ଯେ, ଯିଏ ଦେଖିବ ତାର ଆଖି ଲାଖି ଯିବ। କୁକୁର ଓ ମାଙ୍କଡ଼ ମାନଙ୍କ ଏହି ଖେଳକୁ ସ୍ଥାନୀୟ ଲୋକ ମାନେ ମଧ୍ୟ ବେସ୍ କିଛି ସମୟ ଧରି ଉପଭୋଗ କରି ଥିଲେ।
ତେବେ ଏହି ଦୃଶ୍ୟକୁ କୌଣସି ଏକ ସ୍ଥାନୀୟ ଲୋକ ନିଜ ମୋବାଇଲ ରେ କଏଦ କରି ସୋସିଆଲ ମିଡ଼ିଆରେ ଅପଲୋଡ଼ କରି ଥିଲେ। ତେବେ ଏହି ଭିଡ଼ିଓ ଟିକୁ ଲୋକ ମାନେ ଖୁବ ପସନ୍ଦ ମଧ୍ୟ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.