Movie prime

ମିଥୁନ ଚକ୍ରବର୍ତ୍ତୀ ବୟାନ TMC ମୁଣ୍ଡ ବିନ୍ଧା ଦେଖନ୍ତୁ କଣ କହିଲେ ଏମିତି ମିଥୁନ

 
Viral News

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବଲିଉଡ ର ଜଣେ ବରିଷ୍ଟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ।

କାରଣ ସେ ଥିଲେ ଜଣେ ଆଗ ଧାଡ଼ି ର ଅଭିନେତା ନିଜ ଅଭିନୟ ପାଇଁ ସେ ଏବେ ମଧ୍ୟ ଲୋକ ମାନଙ୍କ ହୃଦୟରେ ସ୍ଵତନ୍ତ୍ର ଜାଗା ସୃଷ୍ଠି କରିଛନ୍ତି। ହେଲେ ଏବେ ସେ ସିନେ ତରକାର ବିଜେପିରେ ନେତା ପାଲଟି ଯାଇଛନ୍ତି।

ଏବଂ ସେ ଏବେ ଏକ ବଡ଼ ଦାବି ମଧ୍ୟ କରିଛନ୍ତି। ପଶ୍ଚିମ ବଙ୍ଗର କ୍ଷମତାଧିନ TMC ର ୨୧ ଜଣ ବିଧାୟକ ବିଜେପି ସଂସ୍ପର୍ଶରେ ଥିବା ମିଥୁନ ଚକ୍ରବର୍ତ୍ତୀ ଦାବୀ କରିଛନ୍ତି।
ହୋଷ୍ଠିଂ ର ବିଜେପି କାର୍ଯ୍ୟାଳୟରେ ସାଂଗଠାନିକ ବୈଠକ ରେ ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ କମିଟିର ସଦସ୍ୟ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏବଂ ଏହା ମିଥୁନ ମଧ୍ୟ ଦାବୀ କରିଛନ୍ତି କି TMC ର ୨୧ ଜଣ ବିଧାୟକ ତାଙ୍କ ଯୋଗା ଯୋଗ ରେ ଅଛନ୍ତି ।
ଏବଂ ତାଙ୍କର ଏଭଳି ଦାବୀ ଏବେ ବେଙ୍ଗଲ ରାଜନୀତିରେ ହଲଚଲ ସୃଷ୍ଠି କରିଛି। ସେ କହିଛନ୍ତି କି ଯଦି ସମନ୍ୱୟ କୁ ନେଇ ସମସ୍ୟା ଉପୁଜିବ ତେବେ ଆଗମୀ ଦିନରେ ଶାସକ ଦଳର ଲଢେଇ କଷ୍ଟକର ହୋଇ ପଡ଼ିବ।
ନିକଟରେ ନବନ୍ୱା ଅପରେଶନ ରେ ପ୍ରାଣ ହରାଇ ଥିବା ଅସହାୟ ପରିବାର ଲୋକଙ୍କ ସହ ଛିଡ଼ା ହେବା ପାଇଁ ବିଜେପି କର୍ମୀ ମାନଙ୍କୁ ଆହ୍ବାନ ଦେଇଛନ୍ତି ମିଥୁନ।
ଏବଂ ପୂଜା ସରିବା ପରେ ଏହି ଘଟଣାର ସମ୍ପୂର୍ଣ ଭାବରେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ।
ଏହା ମଧ୍ୟ କହିଛନ୍ତି କି ନିରାଶା ର କୌଣସି ସ୍ଥାନ ନାହିଁ। ସେ ଜଣେ ଯୋଦ୍ଧା ଭାବରେ ନଅ ଥର ବକ୍ସିଂ ରିଙ୍ଗ ରୁ ବାହାରିଛନ୍ତି। ଯେଉଁ ମାନଙ୍କ ପାଖରେ ଶାରିରୀକ ଓ ମାନସିକ ଶକ୍ତି ଅଛି ସେମାନେ ନିଶ୍ଚିତ ଭାବରେ ବିଜୟ ହେବେ ବୋଲି କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.