Movie prime

ମୃତ ବା ପିତୃ ପୁରୁଷଙ୍କ ଫଟୋ ଘରର କେଉଁଠାରେ ଲଗାଇଲେ ଘରେ ହେବ ଧନର ବର୍ଷା ଦେଖନ୍ତୁ ଏହି ଭିଡିଓ

 
VIRAl video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପିତୃ ପୁରୁଷ ଙ୍କ ଦେହାନ୍ତ ପରେ ତାଙ୍କ ଫଟୋ ଘରେ ଲଗା ଯାଇଥାଏ। ଏବଂ ତାଙ୍କ ଘରେ ମଧ୍ୟ ଫଟୋ ଲଗାଇବା ଶୁଭ ହୋଇଥାଏ।
ଏହା ଦ୍ବାରା ବିଶ୍ବାସ ଥାଏ କି ସେମାନଙ୍କ ଆଶୀର୍ବାଦ ସର୍ବଦା ଘର ଲୋକ ମାନଙ୍କ ଉପରେ ରହିଥାଏ। ଏବଂ ସେମାନେ ସର୍ବଦା ତାଙ୍କ କୃପା ଦୃଷ୍ଟି ଆମ ଉପରେ ବଜାୟ ରଖି ଥାଆନ୍ତି।
ହେଲେ ଆପଣ ମାନେ ଜାଣି ଛନ୍ତି କି କେଉଁ ଦିଗରେ ପିତୃ ପୂରୁଷ ଙ୍କ ଫଟୋ ଲଗାଇବା ଉଚିତ ଅଟେ? ଆମେ ଏବେ ଏହି ସମ୍ପର୍କ ରେ ଆପଣଙ୍କୁ କହିବାକୁ ଯାଉଛୁ।
ଆପଣ ସର୍ବଦା ଆପଣଙ୍କର ପିତୃ ପୁରୁଷ ଙ୍କ ଫଟୋ ଘରେ ଲଗାଇବା ଉଚିତ ଅଟେ। ଏବଂ ଏହା ଆପଣ ଆପଣଙ୍କର ଠାକୁର ଘରେ କଦାପି ଲଗାଇବେ ନାହିଁ କାରଣ ଏହାକୁ ଅଶୁଭ ମନା ଯାଇଥାଏ।
ଏହା ଦ୍ବାରା ଆପଣଙ୍କ ଘରେ ମଧ୍ଯ ଧନ ହାନି ଘଟି ଥାଏ। ତେଣୁ ପିତୃ ପୁରୁଷ ଙ୍କ ଫଟୋ ସର୍ବଦା ଠାକୁର ଘରର ବିପରୀତ ପାର୍ଶ୍ବରେ ଲଗାଇବା ଉଚିତ ଅଟେ। ଠାକୁର ଘର ର ବିପରୀତ ପାର୍ଶ୍ଵ ରେ ଲଗାଇଲେ ଆପଣଙ୍କ ଘର ଧନ ଧନ୍ୟ ରେ ପୁରି ଉଠିବ।
ଏବଂ ପିତୃ ପୁରୁଷ ଙ୍କ ଫଟୋ କୁ ଦକ୍ଷିଣ ପଶ୍ଚିମ ଦିଗରେ କି ଘରେ ମଝିଆ ମଝି ଲଗାଇବା ଉଚିତ ନୁହେଁ। ଏହା ଦ୍ବାରା ଆପଣଙ୍କ ସମ୍ମାନ ହାନି ଘଟିଥାଏ।
ସର୍ବଦା ପିତୃ ପୁରୁଷ ଙ୍କ ଫଟୋ କୁ ଉତ୍ତର ଦିଗରେ ଲଗାଇବା ଉଚିତ ଅଟେ। ଏଭଳି କରିବା ଦ୍ବାରା ଆପଣଙ୍କ ଘର ରେ ସୁଖ ଶାନ୍ତି ରହିଥାଏ ଓ ଧନ ଧାନ୍ୟ ରେ ପୁରି ଉଠି ଥାଏ। ଏହି ଉତ୍ତର ଦିଗରେ ଫଟୋ ଲଗାଇବା ହିଁ ସବୁଠାରୁ ଶୁଭ ଓ ମଙ୍ଗଳ ମଧ୍ୟ ହୋଇ ଥାଏ। ପିତୃ ପୁରୁଷ ଙ୍କ ଆଶୀର୍ବାଦ ମଧ୍ୟ ଥାଏ ଆମ ଉପରେ।