Movie prime

ମୃତ୍ୟୁ ପୂର୍ବରୁ Rajeswari Ray Mohapatra ଙ୍କ ଶେଷ ଭିଡିଓ ଏହାକୁ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ

 
Rajeswari
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏହି ଘଟଣା ବିଷୟରେ ଆପଣମାନେ ସମସ୍ତେ ଜାଣିଥିବେ । ଦୁନିଆର ଏମିତି କିଛି ଘଟଣା ଅଛି ଯାହା ଆମେ ଭିଡିଓ ମାଧ୍ୟମରେ ଜାଣିବାକୁ ପାଉଛେ । ଆଉ ଦୁନିଆର ଏମିତି କିଛି କଥା ଅଛି ଯାହା ନିରାଟ ସତ୍ୟ ଅଟେ । 
ଆଉ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅଭିନେତ୍ରୀ ରାଜେଶ୍ଵରୀ ରାୟ ଚୌଧୁରୀଙ୍କର ଘଟଣା ସମ୍ପର୍କରେ ଜାଣିଥିବେ । ସେ ଆଉ ଆମ ଗହଣରେ ନାହାଁନ୍ତି । ଆଉ ସେ ବହୁତ ସୁନ୍ଦର ଅଭିନୟ କରନ୍ତି । ଆଉ ତାଙ୍କ ଅଭିନୀତ ଫିଲ୍ମ୍ ଆଉ ସିରିଏଲ୍ ସବୁ ବହୁତ ପ୍ରସିଦ୍ଧ ଅଟେ। ଆଉ ଏହି ଖବର ସମସ୍ତଙ୍କ ମନରେ ଏକ ଆଘାତ ଦେଇଛି । 
ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି । ଆଉ ଏହି ଘଟଣା ଆଉ ଖବର ବିଷୟରେ ଆପଣମାନେ ସମସ୍ତେ ଶୁଣିଥିବେ । ଆଉ ଏବେ ଏବେ ସୋସିଆଲ ମିଡିଆରେ ଅଭିନେତ୍ରୀ ରାଜେଶ୍ୱରୀଙ୍କର ଅନେକ ଭିଡିଓ ଆଉ ଫଟୋ ଦେଖିଥିବେ । ଆଉ ଏହି ଭିଡିଓ ହେଉଛି କରୋନା ସମୟର । ସେ କରୋନା ସମୟରେ କହିଥିଲେ କି ରଜ ଆପଣମାନେ ଘରେ ପାଳନ କରନ୍ତୁ । 
ଆଉ ଏହି ପର୍ବ ଓଡ଼ିଶା ମାନଙ୍କର ଅଟେ । ଆଉ ସମସ୍ତେ ବହୁତ ଖୁସି ହେଉଛନ୍ତି ଅଭିନେତ୍ରୀ ରାଜେଶ୍ୱରୀଙ୍କର ଏହି ଭିଡିଓ ଦେଖି । ଆଉ ଲୋକମାନେ ବହୁତ ଖୁସି ମଧ୍ୟ ଅଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଆଉ ଏହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ।