Movie prime

ଦୁବାଇରେ ସବୁଠୁ ଦାମୀ ଘର କିନିଲେ ମୁକେଶ ଅମ୍ବାନୀ ଦେଖନ୍ତୁ କେତେ କୋଟି ଦେଇ କିଣିଲେ ଜାଣିଲେ ଆଶ୍ଚର୍ୟ୍ଯ ହେଇଯିବେ

 
Viral news
ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ମୁକେଶ ଅମ୍ବାନୀ କୁ ଜାଣି ଥିବେ ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ମୁକେଶ ଅମ୍ବାନୀ ଙ୍କ ଘର କିଣିବା ସଉକ ବିଷୟ ରେ ।
ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ମୁକେଶ ଅମ୍ବାନୀ ଦୁବାଇ ରେ ସବୁଠାରୁ ବଡ଼ ଘର କିଣିଲେ ତେବେ ମୁକେଶ ଅମ୍ବାନୀ ଙ୍କ ଆଉ କେଉଁଠି ଘର କିନିଛନ୍ତି ତାହା ମଧ୍ୟ ମଧ୍ୟ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିବ।
ମୁକେଶ ଅମ୍ବାନୀ କୁ କିଏ ବା ନ ଜାଣିଛି। ଭାରତ ର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ଙ୍କ ନାମ ଆସିଲେ ପ୍ରଥମେ ମୁକେଶ ଅମ୍ବାନୀ ଙ୍କ ନାଁ ଆସେ ।
ଆଉ ବର୍ତ୍ତମାନ ମୁକେଶ ଅମ୍ବାନୀ ଦୁବାଇ ରେ ଏକ ବଡ଼ ଡ଼ିଲ କରି ପୁଣି ଚର୍ଚ୍ଚା କୁ ଆସିଛନ୍ତି । ଗତ କିଛି ଦିନ ତଳେ ୫G ଇଣ୍ଟରନେଟ ସେବା କୁ କିଣି ଥିଲା ବେଳେ 
ଭାରତ ର ସବୁଠାରୁ ଧନୀ ବ୍ୟକ୍ତି କୁହା ଯାଉ ଥିବା ମୁକେଶ ଅମ୍ବାନୀ ଦୁବାଇ ର ସବୁଠାରୁ ଦାମୀ ଘର ସାଇଡବିଲା କୁ କିଣିଛନ୍ତି ଇଥି ପାଇଁ ମୁକେଶ ଅମ୍ବାନୀ ଙ୍କୁ ଖର୍ଚ୍ଚ କରିବାକୁ ପଡ଼ିଛି ୮୦ ମିଲିୟନ ଡଲାର ।
ଅର୍ଥାତ୍ ଭାରତୀୟ ମୁଦ୍ରା ୬୩୯ କୋଟି ୯୬ ଲକ୍ଷ ୭୪୪ ହଜାର ରୁ ଅଧିକ ମୂଲ୍ୟ ଦେଇ ଏହି ଘର କିଣିଛନ୍ତି ଅମ୍ବାନୀ।
ମୁକେଶ ଅମ୍ବାନୀ ଏକ ମାତ୍ର ବ୍ୟକ୍ତି ଯେ କି ଦୁବାଇ ର ଏହି ସହର ରେ ସବୁଠାରୁ ଦାମୀ ଘର କିଣି ପାରିଛନ୍ତି 
ପ୍ରକାଶ ପାଇଥିବା ଏକ ରିପୋର୍ଟ ଆଧାର ରେ । ପାଞ୍ଚ ଯୁମରା ବିଚ୍ କୂଳ ରେ ଥିବା ଏହି ଘର କୁ ମୁକେଶ ଅମ୍ବାନୀ ତାଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଙ୍କ ପାଇଁ କିଣିଛନ୍ତି ।
ତେବେ ଅନନ୍ତ ଅମ୍ବାନୀ ୯୩.୩ ମିଲିୟନ ଡଲାର ର ମୁକେଶ ଅମ୍ବାନୀ ଙ୍କ ସଂପତ୍ତି ର ୩ ଉତ୍ତରାଧିକାରୀ ଙ୍କ ମଧ୍ୟରୁ ଅନ୍ୟତମ।