Movie prime

ପେଟପାଇଁ ନାଟ ଆଜି ଗୁପଚୁପ ବେପାରୀ ବି ଶିକ୍ଷା ଦେଉଛି - ମୁଁ ବର୍ଷାରେ ନ ଭିଜିଲେ ମୋ ପରିବାର ପେଟକୁ ଦାନା ଯିବନାହିଁ ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ

 
4te4te

ଆଜିକାଲି ଦୁନିଆରେ ଦାରିଦ୍ରତା ଦେଖିବାକୁ ବହୁତ ପରିମାଣରେ ମିଳୁଛି ।ଆଜିକାଲି ସ୍ୱାର୍ଥପର ଦୁନିଆରେ କେହି କାହାର ନୁହେଁ ଯେମିତି କଥାରେ ଅଛି ଆପେ ବଞ୍ଚିଲେ ବାପର ନାଆଁ କାରଣ ଏ ଦୁନିଆରେ ନିଜେ ନିଜ ପାଇଁ ପରିଶ୍ରମ କରିବା ପାଇଁ ପଡ଼ିଥାଏ ଏଠିଇ କେହି କାହାକୁ ଦେଇଦେବେନି କି ? ନେଇଯିବେନି ତେଣୁ ଯିଏ ପରିଶ୍ରମ କରିବ ନିଜ ପାଇଁ ସେଇଥିପାଇଁ ଯେତେ କଷ୍ଟ ହଉ ବା ବାଧା ଆସୁ ନା କାହିଁକି ? ନିଜର ପେଟ ପୋଷିବା ପାଇଁ ବା ନିଜ ପରିବାରକୁ ପୋଷିବା ପାଇଁ ହେଲେ ନିଜକୁ ହିଁ ପରିଶ୍ରମ କରିବାକୁ ପଡ଼ିବ ଯେତେ ବି ବାଧା ବା ଅସୁବିଧା ଆସୁନା କାହିଁକି?

ଲୋକେମାନେ ନିଜ ଗୋଡରେ ଠିଆ ହେବା ପାଇଁ ବା ନିଜ ପରିବାରକୁ ଚଳେଇବା ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟକୁ ଆପଣାଇ ନେଇଥାନ୍ତି।ଅନେକ ଲୋକ ବାଧାବିଘ୍ନ ସହି କରିଚାଲିଥାନ୍ତି ନିଜର କଠିନ କର୍ମ। ଦୁନିଆରେ ଅନେକ କୋକ ଅଛନ୍ତି ଯେଉଁମାନେ କି ଅନେକ କଷ୍ଟକରି ମଧ୍ୟ ଅଭାବ ଅନଟନ ମଧ୍ୟରେ ଜୀବନ ବିତାଉଛନ୍ତି। ସେହି ଦରିଦ୍ର ଆଉ ନିଜ ପରିବାରକୁ ଭୋକ ଉପାସରୁ ମୁକ୍ତି କରିବା ପାଇଁ ଆପଣେଇ ନେଇଥାନ୍ତି ଅନେକ କଠିନ କାମ ସେଇଥିପାଇଁ ସେମାନଙ୍କୁ କିଛି ଫରକ୍ ପଡେନାହିଁ ଯେତେ ଖରା ବା ଶୀତ ବା ବର୍ଷା ହଉନା କାହିଁକି ? ସେମାନେ ଜାଣିଛନ୍ତି ପେଟ ପୋଷିବାକୁ ହେଲେ ପରିଶ୍ରମ କରିବାକୁ ହିଁ ପଡ଼ିବ।

କାରଣ ସେମାନେ ଜାଣିଛନ୍ତି ଯଦି ଏସବୁକୁ ଦେଖି ହାର୍ ନଅମାନି ନିଜର ପରିଶ୍ରମ କରିବା ତାହାଲେଯାଇଁ ନିଜ ଘରେ ଚୁଲି ଜଳିପାରିବ। ଯଦି ସେସବୁକୁ ଡରି ଘରେ ବସିଯିବେ ତାହାଲେ ପାରିବାର ଲୋକ ଭୋକରେ ରହିଯିବେ ଆଜ୍ଞା ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛିନା କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି ଆପଣ ମାନେ ତୋ ଦେଖିଥିବେ କିଛି କିଛି ଭିଡିଓ ଅତି ମଜାଦାର୍ ହେଇଥିବା ବେଳେ କିଛି କିଛି ଭିଡିଓ ଅତ୍ୟନ୍ତ ଦୁଃଖଦାୟକ ବା କଷ୍ଟଦାୟକ ହେଇଥାଏ । ଯେ କେହି ଦେଖିଲେ ଆଖିରୁ ଲୁହ ଆସିଯାଇଥାଏ । 

ସେହିପରି ଏକ ଦୁଃଖଦାୟକଦୃଶ୍ୟ ଦେଖିବାକୁ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଲାଗୁଚି ଯେ ବଞ୍ଚିବା ପାଇଁ ହେଲେ ମଣିଷକୁକେତେ ଯେ ସଂଘର୍ଷ କରିବାକୁ ପଡୁଛି ଦେଖିବାକୁ ମିଳୁଛି ଏହି ଭିଡିଓ ଟିରେ ଯେ ଜଣେ ଗୁପଚୁପ୍ ବିକାଳି ନଜିର ରୋଜଗାର କରିବାର ମାଧ୍ୟମକୁ କିପରି ବର୍ଷାର ପ୍ରୋକପରୁ ବଞ୍ଚାଇବାପାଇଁ ଚେଷ୍ଟା କରୁଛି  କାହିଁକି ନା ବର୍ଷାରେ ଠିଆ ନଅ ହେଲେ ତାର ପରିବାରକୁ ଭୋକରେ ରହିବାକୁ ପଡ଼ିବ ନିଜେ ବର୍ଷାରେ ଓଦା ହୋଇ ନିଜ ପରିବାରର ମୁଁହରେ ଟିକେ ଖୁସି ଦେବାପାଇଁ ବର୍ଷା ଦାଉରୁ ରକ୍ଷା କରିବାକୁ ଚେଷ୍ଟା କରୁଛି ଆଜ୍ଞା ସେ ଜାଣିଛି ଯେ ନିଜେ ଓଦା ହେଲେ ହିଁ ଚଳିବ ଯଦି ମୋ ସାଙ୍ଗରେ ଥିବା ଜିନିଷ ଓଦା ହୋଇଯିବ ତେବେ ପାରିବାର ଭୋକରେ ରହିଯିବ।ସତରେ ଦାରିଦ୍ରତା ମଣିଷକୁ ସବୁ କିଛି କରିବାପାଇଁ ବାଧ୍ୟ କରିଦେଇଥାଏ ସେ ଯେତେବି କଠିନ କାର୍ଯ୍ୟ ହଉ ନା କାହିଁକି ?