Movie prime

ନାଚୁ ନାଚୁ ଫାଟିଗଲା ଭୂମି ୨୫ ଜଣ ହୋଇଗଲେ ଗାୟବ ଦେଖନ୍ତୁ କେମିତି ଏହି ଭିଡିଓ ରେ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଏମିତି ଅନେକ କିଛି ଭିଡିଓ ଦେଖିପାରିବେ ଯାହା ଦେଖିଲେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆଣିଥାଏ ।
ଏମିତି କିଛି ଘଟଣା ଘଟିଥାଏ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକା ସମାଜରେ ଏମିତି ଅନେକ ଘଟଣା ଘଟୁଛି । ଆପଣମାନେ ଏଭଳି ସବୁ ଘଟଣା ଏବେ ସୋସିଆଲ ମିଡିଆରେ ଅନେକ ଦେଖିବାକୁ ପାଇବେ ।
ଏହି ଭିଡିଓ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ନାଚୁ ନାଚୁ ହଠାତ୍ ଭୂମି ଫାଟିଗଲା ଏବଂ ଛାତ୍ରଛାତ୍ରୀ ତଳେ ପଡ଼ିଗଲେ ଆଉ ଗାୟବ ହୋଇଗଲେ ।
ଆପଣମାନେ ସମସ୍ତେ ତ ଜାଣିଥିବେ କଲେଜରେ କୌଣସି କାର୍ଯ୍ୟକ୍ରମ ହେଲେ ସେଥିରେ ନାଚ ହେବା ଏକ ସ୍ଵାଭାବିକ କଥା ଅଟେ ।
ଆଉ ଏମିତି ନାଚ କରୁ କରୁ ଏକ ଅଘଟଣ ଘଟିଲା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି କିଛି ଘଟଣା ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।
ଆପଣମାନେ ସମସ୍ତେ ଏହି ଭିଡିଓରେ ଏହି ଦୃଶ୍ୟ ଦେଖିପାରିବେ । ବେଳେବେଳେ ଏମିତି କିଛି ଘଟଣା ଘଟିଥାଏ ଯାହା ଆପଣଙ୍କ ମନରେ ଅନେକ ଭାବନା ଆଣିଥାଏ ।
ଆଉ ଏକ ଆଶ୍ଚର୍ଯ୍ୟଜନକ ପରିସ୍ଥିତି ଅନୁଥରି । ଏହି ଭିଡିଓରେ ଦେଖିବାକୁ ମିଳୁଛି କି ୨୫ ଜଣ ଛାତ୍ରଛାତ୍ରୀ ନାଚ କରୁଥିବା ବେଳେ ହଠାତ୍ ଭୂମି ଭାଙ୍ଗି ଯାଇଥିଲା ।
ଏକ ଖାଲରେ ସେମାନେ ପଡ଼ି ଯାଇଥିଲେ । ଆଉ ସେମାନେ ହଠାତ୍ ଗାୟବ ହୋଇ ଯାଇଥିଲେ । ଏହା ଅତ୍ୟନ୍ତ ଭୟଙ୍କର ଘଟଣା ଅଟେ ।
ଡିଗ୍ରୀ କଲେଜରେ ପାଠ ପଢୁଥିବା ପିଲାମାନେ ପାର୍ଟି କରୁଥିଲେ । ଆଉ ସେମାନେ ସେହି ପାର୍ଟିରେ ନାଚ କରୁଥିଲେ । ନାଚ କରି ପିଲାମାନେ ମନଖୁସିରେ ରହୁଥିଲେ ।
ସେମାନେ ବହୁତ ଖୁସିରେ ରହୁଥିଲେ ଆଉ ନାଚ କରି ଖୁସି ହେଉଥିଲେ । ଏହାପରେ ସେମାନେ ନାଚ କରୁ କରୁ ଭୂମି ଫାଟି ଯିବା ଫଳରେ ତଳେ ଗଳି ପଡ଼ିଲେ ।
ଆଉ ଆହତ ହୋଇଗଲେ । ଏହି ଭିଡିଓ ଏବେ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି । ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ହେଉଛି ।