Movie prime

ନିଶା କଲେ ବର୍ଷା, ଷ୍ଟେଜ ରେ ଲୋକ ଙ୍କ ଆଗରେ ଭିଜି ଭିଜି କଲେ ଅଶ୍ଳିଳ ନାଚ

 
Viral video
ନମସ୍କାର ବନ୍ଧୁଗଣ। ବନ୍ଧୁଗଣଯାତ୍ରା ମଞ୍ଚରେ ନିଶା ଗାଧେଇଲେ ଆଉ ଦର୍ଶକଙ୍କୁ ବି ଗାଧେଇ ଦେଲେ। ଟିପି ଟିପି ବର୍ଷା ପାଣି ଗୀତରେ ନିଶା ନାଚିଲେ ଷ୍ଟେଜ ଧୋହଲାଇ ଦେଲେ। ଦର୍ଶକ ମଧ୍ୟ ନିଜକୁ ସମ୍ଭାଳି ପାରିଲେ ନାହିଁ।
କିଏ କହୁଥିଲେ ନିଶା ତ ଆଉ କିଏ କହୁଥିଲେ ଝୁନା କିଏ କହୁଥିଲେ ନିଶା ମହାରଣା ତ ଆଉ କିଏ କହୁଥିଲେ ନିଶା ମଳିକା। ହେଲେ ଏ ସବୁ ଭିତରେ ନିଶା ମହାରଣା
କାହା କଥାକୁ ନ ଶୁଣି ଷ୍ଟେଜ ଉପରକୁ ଗଲେ ଆଉ ଷ୍ଟେଜ ଉପରେ ନାଚିଲେ ସମସ୍ତଙ୍କୁ ନଚାଇଲେ। ଯାତ୍ରା ସ୍ୱର୍ଣ୍ଣ ମନ୍ଦିରର ଅପେରା ଉପରକୁ ଉଠିଛନ୍ତି ନିଶା ମହାରଣା। 
ଟିପି ଟିପି ବର୍ଷା ପାଣି ଗୀତରେ ନିଜେ ନାଚିଲେ ଭିଜିଲେ ଆଉ ଦର୍ଶକଙ୍କୁ ମଧ୍ୟ ଭିଯାଇଲେ। ନିଶା ଯେତେ ଜୋରେ ନାଚୁଥିଲେ ଦର୍ଶକ ସେତେ ଜୋରେ କହୁଥିଲେ ମ୍ୟାଡ଼ମ ନାଚନ୍ତୁ ଆହୁରି ଜୋରେ ନାଚନ୍ତୁ। ଯେମିତି ଇଚ୍ଛା ହେଉଛି ସେମିତି ନାଚନ୍ତୁ।
ନାଚି ନାଚି ଷ୍ଟେଜ ଫଟାଇ ଦିଅନ୍ତୁ। ଯେମିତି ନାଚୁଛନ୍ତି ନାଚନ୍ତୁ କିନ୍ତୁ ଆମକୁ ମନୋରଞ୍ଜନ କରନ୍ତୁ। ଆମକୁ ଖୁସି କରନ୍ତୁ। ଆମେ ଆପଣଙ୍କ ନାଚ ଦେଖି ଏକ ଫିଦା ହୋଇ ଯାଇଛୁ।
ଏଇ କିଛି ଦିନ ହେବ ନିଶା ମହାରଣାଙ୍କୁ ନେଇ ସାରା ଓଡ଼ିଶାରେ ସୃଷ୍ଟି ହୋଇଥିଲା ବିବାଦ। ଏଇ କିଛି ଦିନ ହେବ ନିଶା ମହାରଣାଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ସାରା ଓଡ଼ିଶାରେ ସୃଷ୍ଟି ହୋଇଥିଲା ସାଙ୍ଘାତିକ ଚର୍ଚ୍ଚା। 
କଥା ଥାନା ଯାଏଁ ଯାଇଥିବା ବେଳେ ସାମାଜିକ କର୍ମୀ ମାନେ ନିଶା ମହାରଣାଙ୍କ ଏଭଳି ମନ୍ତବ୍ୟକୁ ନା ପସନ୍ଦ କରି ନିଶା ମହାରଣାଙ୍କ ନାମରେ ଥାନାରେ ଏତଲା ଦେଇଥିଲେ।
ଆଉ ଶେଷରେ ନିଶାଙ୍କ ଏଭଳି ଅଶାଳୀନ ମନ୍ତବ୍ୟ ପାଇଁ ଲୋକ ଲଜ୍ୟା ଭୟରେ ନିଶାଙ୍କ ବାପା ମା ଗାଁ ଛାଡିଥିବା ନେଇ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଲା। ନିଶାଙ୍କୁ ନେଇ ଅନେକ ଲୋକେ ଅନେକ ମନ୍ତବ୍ୟ ଦେଲେ।
ହେଲେ ନିଶା କିନ୍ତୁ କାହା କଥାକୁ ନ ଶୁଣି ଆଗେଇ ଚାଲିଲେ। କହିଲେ ମୋ ସଫଳତା ପଛରେ ମୋ ବୟଫ୍ରେଣ୍ଡଙ୍କ ହାତ ଅଛି। ଆଉ ଏହା ପରେ ନିଶାଙ୍କୁ ଏବେ ଦେଖିବାକୁ ମିଳିଛି ଯାତ୍ରାରେ।
ଆଉ କୁଆଡେ ନିଶା ମହାରଣାଙ୍କ ଡ୍ୟାନ୍ସ ଯିଏ ଦେଖୁଥିଲେ ସେ ଆଖି ତରାଟି ଚାହିଁ ରହୁଥିଲେ। କାରଣ ମଝିରେ ମଝିରେ ନିଶାଙ୍କ ଓଦା କେଶ ଛିଟାରେ ଦର୍ଶକଙ୍କ ଦେହରେ ଶିତରେ ବି ଲାଗୁଥିଲା ନିଆଁ।
ଯେଉଁ ଦର୍ଶକ 300 ଟଙ୍କା ଟିକେଟ କାଟି ଯାତ୍ରା ଦେଖିବାକୁ ନିଶାଙ୍କ ନାଚ ଦେଖିବାକୁ ଯାଇଥିଲେ। ନିଶା ଏନେଇ କହିଛନ୍ତି କି ଥରେ ମୋ ଡ୍ୟାନ୍ସ ଦେଖିବାକୁ ଆସିଲେ ଆପଣ ଏକାଥରେ ତା ଭିତରେ ହଜି ଯିବେ।
ନିଜକୁ ଖୋଜିଲେ ବି ଆପଣ ପାଇବେ ନାହିଁ। ମୁଁ କେବଳ ଷ୍ଟେଜ ଉପରେ ନାଚେନି ମୁଁ ନିଶା ଦର୍ଶକଙ୍କୁ ନିଶାରେ ମତୁଆଲା କରେଇ ଦିଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.