Movie prime

ଘରକୁ ଫେରିଲା ପରେ କାନ୍ଦୁଛନ୍ତି prakruti mishra ଦେଖନ୍ତୁ ଏତେ ସବୁ ବିବାଦ ପରେ ଆଗକୁ କଣ କରିବେ ପ୍ରକୃତି

 
Viral news
ଚେନ୍ନାଇରୁ ଭୁବନେଶ୍ବର ଘରକୁ ଫେରିଛନ୍ତି ପ୍ରକୃତି ମିଶ୍ର। ଆଉ ଏବେ ଏକା ଏକା ରୁମରେ ବସି ଆଖିରୁ ଲୁହା ଗଡାଉଛନ୍ତି। ୨୩ ତାରିଖ ଘଟଣା ମନେ ପଡ଼ି ଗଲେ ଆଖିରୁ ଲୁହ ଝରି ଯାଉଛି ପ୍ରକୃତି ମିଶ୍ରଙ୍କର। ତୃପ୍ତି ଓ ପ୍ରକୃତିଙ୍କର କଳହ ବିଚ ରାସ୍ତା ଉପରେ କିଭଳି ହୋଇଥିଲା ତାହା ରାଜ୍ୟ ଓ ରାଜ୍ୟ ବାହାରେ ଚର୍ଚ୍ଚାର ବିଷୟ ହୋଇଥିଲା।ଭିଡିଓ ସବୁ ଆଡେ ଭାଇରାଲ ହୋଇଥିଲା।
ଆଉ ଘର ଭିତରେ ବସି କୁଆଡେ ଆଖିରୁ ଲୁହ ଗଡ଼ାଉଛନ୍ତି। ସେଦିନ ଘଟଣାକୁ ମନେ ପକାଇଲେ ଜୀବନ ଆଉ କ୍ୟାରିୟର ଭିତରେ ଏହି ଭଳି ଦିନ। ଆସିବ ସେ କେବେ ଭାବି ନଥିଲେ।ତାଙ୍କ କ୍ୟାରିୟରକୁ ଏହି ଭଳି ଘଟଣା ବହୁତ ପ୍ରଭାବିତ କରିଥିବା କଥା ସେ ନିଜ ଷ୍ଟାଟସରେ ବହୁତ ସମୟରେ ରଖୁଛନ୍ତି। ଏବେ ସେ ଘରେ ପହଞ୍ଚିବା ପରେ ଖାରବେଳ ନଗର ଥାନା ପୋଲିସ ତାଙ୍କ ଘରେ ପହଞ୍ଚି ପଚରା ଉଚରା କରୁଛି ତାଙ୍କୁ। 
ସେପଟେ ବାପା ମନ୍ମଥ ମିଶ୍ର ଗଣ ମାଧ୍ୟମ। ସାମ୍ନାରେ ଆସି ନିଜ ପ୍ରତିକ୍ରିୟା ରଖିଛନ୍ତି। ବାବୁଶାନଙ୍କୁ କହିଛନ୍ତି କି ତମେ ବି ଫେରି ଆସ।ଆଉ ବାପା ମା ସ୍ତ୍ରୀ ପିଲା ଛୁଆଙ୍କ ସହ ଖୁସିରେ ରୁହ। ପ୍ରକୃତି ଘରକୁ ଫେରି ଆସିଛି ଆଉ ଏବେ ସେ ଶାନ୍ତିରେ ଅଛି।ଏହି ଭଳି କିଛି ସୂଚନା ଦେଇଛନ୍ତି ବାପା।ଆଉ ଅନୁରୋଧ କରିଛନ୍ତି ବାବୁଶାନଙ୍କୁ। ବାବୁଶାନ ଘରକୁ ଫେରି ଆସନ୍ତୁ।
ଏହି ସବୁ ପଛରେ ପ୍ରକୃତିଙ୍କ ଆଖିରୁ ଝରୁଥିବା ଲୁହ ପଛରେ କଣ ଅଛି ସତ ଯାହା କି ଏବେ ବି ସାମ୍ନାକୁ ଆସି ନାହିଁ।କିନ୍ତୁ ଏବେ ସବୁ ସନ୍ଦେହ କରୁଛନ୍ତି।କଣ ରହୁଛି କି ସେଭଳି ସଂପର୍କ।ଯାହା ପାଇଁ ପ୍ରକୃତିଙ୍କୁ ବହୁତ କିଛି ସହିବାକୁ ପଡୁଛି।ଏବେ ତାଙ୍କୁ ବୁଝିବାକୁ ପାଖରେ କେହି ନାହିଁ।ହୁଏ ତ ମାଆ ବୁଝାଉଛନ୍ତି ତାଙ୍କୁ। ସେ କହିଛନ୍ତି କି ଝିଅ ତୁ ଚିନ୍ତା କର ନାହିଁ।ଆଗକୁ ଯାହା ହେବ ଭଲ ହେବ।