Movie prime

ପାନପତ୍ର ବଢ଼ାଏ ପ୍ରେମ ସମ୍ପର୍କ ଦେଖନ୍ତୁ କେମିତି କରିବେ ଆପଣଙ୍କ ପ୍ରେମ ସୁଦୃଢ଼

 
Viral News

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଆମେ ଆପଣଙ୍କୁ ଏକ ସୁନ୍ଦର ଲଭ ଟିପ୍ସ ବିଷୟରେ କହିବାକୁ ଯାଉଛୁ। ଯାହା ଦ୍ୱାରା ଆପଣ ପତି ପତ୍ନୀ ଓ ପ୍ରେମୀ ପ୍ରେମିକ ଙ୍କ ମଧ୍ୟରେ କିଭଳି ଆପଣଙ୍କ ସମ୍ପର୍କ କୁ ସୁଦୃଢ କରି ପାରିବେ।

ଆପଣଙ୍କ ଜାତକ ର ପଞ୍ଚମ ଭାଗ ହେଉଛି ଆମ ଜୀବନର ପ୍ରେମର ଘର। ଜାତକ ର ପ୍ରେମ ଭାଗ କୁ ମଜଭୁତ କରିଥାଆନ୍ତି ମଙ୍ଗଳ ଏବଂ ଶୁକ୍ର। ପୁରୁଷ ଜାତକରେ ଶୁକ୍ର ଓ ନାରୀ ଜାତକରେ ମଙ୍ଗଳ।

ତାଙ୍କୁ ହିଁ ଦେଖି ଜଣା ପଡ଼ିଥାଏ କିଭଳି ଭାବରେ ଆପଣଙ୍କ ଜୀବନରେ ପ୍ରେମ ସମ୍ପର୍କ ହେବ। ଆପଣଙ୍କୁ ଆପଣଙ୍କ ଜୀବନରେ ପ୍ରେମ ମିଳିବ ନା ଧୋକା। ହେଲେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଆପଣ ଆପଣଙ୍କ ରିଲେସନ କୁ କିଭଳି ଭାବରେ ଷ୍ଟ୍ରଙ୍ଗ କରି ରଖି ପାରିବେ।
ଭଲ ପାଇବା ରେ ଆପଣ କେବେ ହେଲେ ବି ଛଳନା କରନ୍ତୁ ନାହିଁ କାହାର ହୃଦୟ କୁ ଭାଙ୍ଗିଲେ ହୃଦୟ ଜନିତ ସମସ୍ୟା ସୃଷ୍ଠି ହେବ।
ଆପଣ ଶୁକ୍ଳ ପକ୍ଷ ଚତୁର୍ଥୀରେ ଏକ ଅଶ୍ୱତ୍ଥ ପତ୍ର ଆଣିବେ ନଚେତ୍ ଏକ ପାନ ପତ୍ର। ହଳଦୀ କୁ ପ୍ରଥମେ ଗଙ୍ଗା ଜଳ ନଚେତ୍ କ୍ଷୀର ଲଗାଇ ଦେବେ। ଦୁଇଟି ପତ୍ର ମଧ୍ୟରୁ ଗୋଟେ ପତ୍ର ଆଣି ତାହାର ଦୁଇ ପାର୍ଶ୍ଵରେ ଲଗାଇ ଦେବେ।
ଯେତେବେଳେ ଆପଣ ଲଗାଇବେ ସେତେବେଳେ “ଓ ଗଣ ଗଣପତାୟ ନମଃ" ଏହାକୁ ଆପଣ ଜପିବେ। ଏହାକୁ ଆପଣ ଭଗବାନ୍ ଗଣେଶଙ୍କୁ ଅର୍ପଣ ମଧ୍ଯ କରିବେ।
ଏବଂ ଯେତେବେଳେ ଆପଣ ସେହି ମନ୍ତ୍ର କହି ସାରିବେ ତାହାପରେ ତାଙ୍କର ନାମ ଗୋତ୍ର ଓ ଆପଣଙ୍କର ନାମ ଓ ଗୋତ୍ର କୁ ପ୍ରଥମେ ଏକ ଦୁବ ଆଣିବେ ଏହାପରେ ରକ୍ତ ଚନ୍ଦନ ରେ ତା ଉପରେ ଆପଣ ଭଲ ପାଉଥିବା ବ୍ୟକ୍ତି ଜଣକ ନାମ ଲେଖିବେ ତା ତଳେ ଗୋତ୍ର ଲେଖିବେ ତାପରେ ପ୍ଲସ ଦେବେ ଆପଣ ଙ୍କ ନାମ ଓ ଆପଣଙ୍କ ଗୋତ୍ର ମଧ୍ୟ ଲେଖିବେ।
​​​​​​
ପଛପଟେ ତିନି ଥର ଓ ଆଗ ପଟେ ତିନି ଥର ଲେଖି ତାପରେ ସେହି ମନ୍ତ୍ର କୁ ଜପ କରି ଭଗବାନ ଙ୍କୁ ଅର୍ପଣ କରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.