Movie prime

ମୁମ୍ବାଇ ଯାଇ ମସ୍ତି କରୁଛନ୍ତି ଆପଣଙ୍କ ପ୍ରିୟ ଲୋକପ୍ରିୟ ଅଭିନେତ୍ରୀ Prakruti Mishra

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଓଲିଉଡ ଜଗତର ସମସ୍ତ କଳାକାରମାନଙ୍କୁ ଜାଣିଥିବେ । ଆଉ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ମଧ୍ୟ ଆପଣମାନେ ପାଉଥିବେ । ଆଉ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ମଧ୍ୟ ଭାଇରାଲ ହେଉଛି । ଆଉ ଓଲିଉଡ ଷ୍ଟାର ପ୍ରକୃତି ମିଶ୍ରଙ୍କୁ ଆପଣମାନେ ସମସ୍ତେ ତ ଜାଣିଥିବେ । ଆଉ ସେ ବହୁତ ସୁନ୍ଦର ଅଭିନୟ ମଧ୍ୟ କରନ୍ତି । ଆଉ ତାଙ୍କ ଅଭିନୟ ଉନ୍ନତମାନର ଅଟେ ।
ଆଉ ଆପଣମାନେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଥିବା ଘଟଣା ଯାହାକି ଓଲିଉଡକୁ ନେଇ ଆସିଛି । ଆଉ ଏହି ଖବର ଆପଣମାନେ ସମସ୍ତେ ଜାଣି ପାରୁଥିବେ । ଆଉ ଏହି ଘଟଣା ପରେ ବହୁତ ବିବାଦରେ ଆସିଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ଏହି ଘଟଣା ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ଘେରରେ ଅଛନ୍ତି । ଆଉ ଏହି ଖବର ପରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ନାଁରେ ଲୋକମାନେ ଅନେକ ପ୍ରକାରର କଥା ମଧ୍ୟ କହୁଛନ୍ତି ।
ଆଉ ଏବେ ସୋସିଆଲ ମିଡିଆରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ କିଛି ଖବର ସାମ୍ନାକୁ ଆସିଛି । ସେ ବହୁ ବାଦ ବିବାଦ ପରେ ଏବେ ସେ ଚାଲି ଯାଉଛନ୍ତି ମୁମ୍ବାଇ । ଆଉ ଆଗରୁ ସେ ମୁମ୍ବାଇରେ ମଧ୍ୟ ରହୁଥିଲେ । ଆଉ ସେ ହିନ୍ଦୀ ସିରିଏଲ୍ ମଧ୍ୟ କରିଛନ୍ତି । ଆଉ ଏବେ ସେ ମୁମ୍ବାଇ ଯିବା ଦିନ ତାଙ୍କ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଥିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ ତାଙ୍କ ଆକାଉଣ୍ଟରେ ଲେଖିଛନ୍ତି, ମୁଁ ପୁଣି ଫେରିବି । ଆଉ ଦ୍ଵିତୀୟ ଇନସିଂ ପାଇଁ ମୁଁ ପ୍ରସ୍ତୁତ ହେଉଛି ।
ଆଉ ମୋତେ ଏବେ ରକଷ୍ଟାର ହେବାକୁ ପଡ଼ିବ । ଆଉ ଯାହା କିଛି ବି ଘଟଣା ଘଟୁଛି ସେସବୁକୁ ହସି ହସି ସହି ଯିବା ଭଲ । ଆଉ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି ମୋ ଝିଅ ତାର କାର୍ଯ୍ୟ ସ୍ଥାନକୁ ଫେରି ଯାଇଛି । ଆଉ ସେ ମୁମ୍ବାଇରେ ରହିଲେ ଭଲ ଆଉ ସେ ନିଜକୁ ସେଠାରେ ଫ୍ରି ପାଉଛି । ଆଉ ଏବେ ସୋସିଆଲ ମିଡିଆରେ ଅଭିନେତ୍ରୀ ପ୍ରକୃତି ମିଶ୍ର ମୁମ୍ବାଇରେ କିପରି ଅଛନ୍ତି ଆଉ ମଜା ମସ୍ତି କରୁଛନ୍ତି । ଆଉ ତାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।