Movie prime

ପ୍ରେମିକାକୁ ମାରି ୩୫ ଖ-ଣ୍ଡ କରି ରାତି ୨ ଟାରେ ଲୁଚି ଲୁଚି

 
Viral

ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ପ୍ରେମିକ ସାଜିଲା ପିଶାଚ।

ପ୍ରେମିକା କୁ ହ-ତ୍ୟା କରିବା ପରେ ମୃ-ତ-ଦେ-ହ କୁ ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା ପ୍ରେମିକ।ସବୁଠାରୁ ଆଶ୍ଚର୍ଯ୍ୟ କରି ଦେଉଥିବା ଭଳି କଥା ହେଉଛି ଯେ ଯୁବକ ଜଣଙ୍କ ପ୍ରେମିକା କୁ ହ-ତ୍ୟା କରିବା ପରେ ଶରୀରକୁ ୩୫ ଖଣ୍ଡ କରି ଏହାକୁ ଫ୍ରିଜ ରେ ରଖିଥିଲେ।

ଏଭଳି କରିଲେ ଯୁବକ ଙ୍କୁ କେହି ସନ୍ଦେହ କରିବେ ନାହିଁ ବୋଲି ଭାବିଥିଲେ।ଏଥିପାଇଁ ସେ ସ୍ବତନ୍ତ୍ର ଏକ ଫ୍ରୀଜ୍ କିଣି ଘରେ ଆଣି ରଖିଥିଲେ।ଏହି ଘଟଣା ଟି ରାଜଧାନୀ ଦିଲ୍ଲୀ ରେ ଘଟିଥିବାର ଜାଣିବାକୁ ମିଳିଛି।
ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଏବଂ ଯୁବକ ଜଣଙ୍କ ପ୍ରେମିକା ଙ୍କ ସହିତ ଏଭଳି କରିଥିବା ନେଇ ସମସ୍ତେ ବହୁତ କଟୁ କଥା କହିଛନ୍ତି।
ସୂଚନା ଅନୁସାରେ ପ୍ରେମିକ ଜଣଙ୍କ ତାଙ୍କ ପ୍ରେମିକା ଶ୍ରଦ୍ଧା ଙ୍କ ସହିତ ମୁମ୍ବାଇ ସ୍ଥିତ ମଲ୍ଟି ନ୍ୟାସନାଲ କମ୍ପାନୀ ରେ କଲ୍ ସେଣ୍ଟର୍ ରେ କାମ କରୁଥିଲେ।ସେଠାରେ ଦୁହିଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲା।
ପ୍ରଥମେ ଡେଟିଂ ଏହାପରେ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।ଉଭୟ ବିବାହ ପାଇଁ ପରସ୍ପର ର ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲେ। କିନ୍ତୁ ପରିବାର ଲୋକେ ରାଜି ହୋଇ ନଥିଲେ।
ଏହାପରେ ଉଭୟ ଦିଲ୍ଲୀ ଆସି ଏକ ଫ୍ଲାଟ୍ ରେ ଲିଭ୍ ଇନ୍ ରେ ରହୁଥିଲେ।କିନ୍ତୁ ହଠାତ୍ କିଛି ଦିନ ପରେ ଶ୍ରଦ୍ଧା ତାଙ୍କ ଘର ଲୋକଙ୍କ ଫୋନ ଆଉ ଉଠାଇଲେ ନାହିଁ।
ଝିଅ ସହିତ କୌଣସି ଯୋଗାଯୋଗ ହୋଇ ନ ପାରିବାରୁ ସନ୍ଦେହ କରି ଗତ ନଭେମ୍ବର ୮ ତାରିଖ ରେ ତାଙ୍କ ବାପା ବିକାଶ ଦିଲ୍ଲୀରେ ପହଞ୍ଚି ଶ୍ରଦ୍ଧା ରହିଥିବା ଫ୍ଲାଟ୍ କୁ ଯାଇଥିଲେ।କିନ୍ତୁ ଫ୍ଲାଟ୍ ରେ ତାଲା ପଡିଥିଲା।
ଏହାପରେ ଶ୍ରଦ୍ଧା ଙ୍କ ବାପା ଥାନାରେ ଝିଅର ଅପହରଣ ର ଅଭିଯୋଗ କରିଥିଲେ।
ପୋଲିସ ତଦନ୍ତ କରିବା ବେଳେ ଶ୍ରଦ୍ଧା ଙ୍କ ପ୍ରେମିକ ଙ୍କୁ ଗିରଫ କରିଥିଲେ। ଅବତାବ ସବୁକଥା ପୋଲିସ ଙ୍କ ସାମ୍ନାରେ କହିଥିଲେ।ତଦନ୍ତ ବେଳେ ଜଣା ପଡ଼ିଥିଲା ଯେ ଶ୍ରଦ୍ଧା ଅବତାବ ଙ୍କୁ ବିବାହ କରିବାକୁ ଚାହୁଁ ଥିଲେ।ଏଥିପାଇଁ ଉଭୟ ଙ୍କ ମଧ୍ୟରେ ପାଟି ତୁଣ୍ଡ ହେଉଥିଲା। ଗତ ମେ ମାସରେ ଶ୍ରଦ୍ଧା ଙ୍କୁ ସେ ହ-ତ୍ୟା କରିଥିଲେ।