Movie prime

ମହିଳା ଜଣଙ୍କ କହିଲେ ପୁଅ ମାନଙ୍କ ବିଷୟରେ ଏମିତି କିଛି କଥା ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ

 
Viral News
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଦେଶ, ବିଦେଶ, ରାଜ୍ୟ, ଜିଲ୍ଲା ଆଉ ସମସ୍ତ ଅଞ୍ଚଳର ଖବର ବିଷୟରେ ସୂଚନା ପାଉଥିବେ ।
ଏମିତି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥାଏ ।ଯାହା ଶୁଣିଲେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସିବ । ଆଉ ଏହାସହ ଆପଣଙ୍କ ମନରେ ଅନେକ ଭାବନା ମଧ୍ୟ ଆସିବ । ଏହି ସବୁ ପ୍ରକାରର ଘଟଣାକୁ ନେଇ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ନେଇ ଆପଣମାନେ ଅନେକ କଥା ଭାବିବେ । ଜଣେ ଯୁବତୀ ପୁଅମାନଙ୍କୁ ନେଇ ଏଭଳି କିଛି କଥା କହିଛନ୍ତି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ସୃଷ୍ଟି ହୋଇଛି । ସେ ପୁଅମାନଙ୍କୁ ନେଇ ଏଭଳି କିଛି କଥା କହିଛନ୍ତି ଯାହା ଏହି ସମାଜ ପାଇଁ ଭଲ ଅଟେ । ଆଉ ସେ ସବୁବେଳେ ସତ କଥା କହିଛନ୍ତି । ସେ ସବୁ ସତ କଥା କହିଛନ୍ତି ଏହି ଭିଡିଓରେ । 
ସେହି ମହିଳା ଜଣକ କହିଛନ୍ତି କି ଆମେମାନେ ସିନା ଘରେ ଅନେକ କାମ କରି ବା ସବୁ ରୋଷେଇବାସ କରିବା ପରେ ଆଉ ଘରର ସବୁ କାମ କରି ଆମେ ଅଥୟ ହୋଇଯାଉଛେ ।
ଆଉ ସବୁବେଳେ କାମ କରି ଆମେ ଥକ୍କା ହୋଇଯାଉ । କିନ୍ତୁ ଏହି ଭିଡିଓରେ ଭଉଣୀ ଜଣକ ଯାହା କହିଛନ୍ତି ତାହା ନିରାଟ ସତ୍ୟ କଥା ।
ଭଉଣୀ ଜଣକ କହିଛନ୍ତି କି ନାରୀମାନେ ଘର ଜଞ୍ଜାଳ ଭିତରେ ପଶି ଭବିଥାଏ କି ନାରୀ ଜୀବନ ବହୁତ କଷ୍ଟମୟ । ଆଉ ସେ ପୁରୁଷମାନଙ୍କ ଜୀବନ ଭଲ ବୋଲି ଭାବୁଥାଏ ।
କିନ୍ତୁ ଗୋଟିଏ ପୁରୁଷ କେତେ ଯେ କଷ୍ଟ ସହିଥାଏ ସେକଥା ସେ ହିଁ ଜାଣିଥାଏ । ଆଉ ସେହି ପୁରୁଷ ପାଠ ପଢା ସାରିନଥିବ ତା ଉପରେ ଘରର ଦାୟିତ୍ଵ ଲଦି ଦିଆଯାଏ । ସେ ଘରଲୋକଙ୍କୁ ଖୁସିରେ ରଖିବା ପାଇଁ ପସନ୍ଦ ଆସୁନଥିବା କାମ ମଧ୍ୟ କରେ । ଆଉ ଏହି କାମ କରି ସେ ପଇସା ଆଣେ ଆଉ ଖୁସିରେ ରଖେ ।
ତାପରେ ବିବାହ କରିଲା ପରେ ସ୍ତ୍ରୀ ପିଲାଛୁଆଙ୍କ କଥା ବୁଝୁଥାଏ । ସେ ସବୁବେଳେ କଷ୍ଟ ସହି କାମ କରିଥାଏ । ଆଉ ଏହିସବୁ କଷ୍ଟ ସେ ଛାତି ଭିତରେ ରଖି ସମସ୍ତଙ୍କ ଖୁସି ପାଇଁ କାମ କରେ । ବାସ୍ତବରେ ପୁରୁଷମାନେ କେତେ ଯେ କଷ୍ଟ ପାଇଥାନ୍ତି ତାହା କହିଲେ ସରିବ ନାହିଁ