Movie prime

୧୦ ମାସର ଶିଶୁ କୁ କାହିଁକି ମିଳିଲା Relway ଚାକିରୀ ଏହା ଭିତରେ ଥିବା ରହସ୍ୟ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ

 
Hskdbhd
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟର ସବୁ ଠାରୁ ଆଶ୍ଚର୍ଯ୍ୟ କର କଥା ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଆଜ୍ଞା ହଁ ରେଳ ବିଭାଗରେ ୧୦ ମାସ ର ଏକ ଶିଶୁ କୁ ମିଳିଛି ଚାକିରୀ। ଆଜ୍ଞା ହଁ କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କର ଲାଗୁଥିଲେ ମଧ୍ଯ କଥା ଟି ସତ। ଶିଶୁ ଟିର ବାପା ମାଆ ଏକ ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇବା ପରେ ଅନାଥ ଶିଶୁ କନ୍ୟା ଙ୍କୁ ଏହି ଚାକିରି ଦିଆ ଯାଇଛି।
ତେବେ ସୂଚନା ଅନୁସାରେ ରାଜେନ୍ଦ୍ର କୁମାର ଯାଦବ ଇଲାଇ ରେ ଟିଟିଆଇ ରେ ସହକାରୀ ଭାବରେ କାର୍ଯ୍ୟ କରୁଥିଲେ। ସରକାରୀ ବାସ ଭାବନରେ ମଧ୍ଯ ରହୁଥିଲେ। ହେଲେ ଗତ ମାସ ଜୁନ ୧ ତାରିଖ ଦିନ ମୋଟର ସାଇକେଲ ଯୋଗେ ପତ୍ନୀ ମଞ୍ଜୁଲତା ଙ୍କ ସହ ଇଲାଈ ଯାଉଥିବା ବେଳେ ଏକ ସଡ଼କ ଦୁର୍ଘଟଣା ର ଶିକାର ହୋଇ ଥିଲେ।
ଏହାଦ୍ବାରା ଉଭୟଙ୍କର ଏଥିରେ ମଧ୍ଯ ମୃ-ତ୍ୟୁ ଘଟି ଥିଲା। ସୌଭାଗ୍ୟ ବସତ ଶିଶୁ କନ୍ୟା ଟି ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ଏହି ଘଟଣା ପରେ ଦକ୍ଷିଣ ପୂର୍ବ ରେଳ ବିଭାଗ ଘଟଣା ଟିକୁ ଗୁରୁତର ସହ ନେଇଥିଲା।୧୦ ଶିଶୁ କୁ ପୁନବସତି ସ୍ଥାପନ ପାଇଁ ଥଇଥାନ ଦେବାକୁ ଜୁଲାଇ ୪ ତାରିଖରେ ନିଷ୍ପତି ନିଆ ଯାଇଥିଲା। ଏହାପରେ ଶିଶୁ କନ୍ୟା ଟିକୁ ଜୁଲାଇ ୭ ତାରିଖରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇ ଥିଲା।
ଏହାପରେ ନିଯୁକ୍ତି ପତ୍ରରେ ଶିଶୁ ଟିର ଟିପ ଚିହ୍ନ ନିଆ ଯାଇଥିଲା।୧୮ ବର୍ଷ ହେବା ପର୍ଯ୍ୟନ୍ତ ଶିଶୁ ଟିକୁ ସମ୍ପୂର୍ଣ୍ଣ ଦରମା ଦିଆ ଯିବା ଓ ଏହାପରେ ତାକୁ ତାର ଯୋଗ୍ୟତା ଅନୁସାରେ ନିଯୁକ୍ତି ଦିଆ ଯିବ। ସ୍ଵତନ୍ତ୍ର ଶିଶୁ ବିକାଶ ସଂସ୍ଥା ଓ ତାଙ୍କର ସମ୍ପର୍କୀୟ ଶିଶୁ ଟିର ଲାଳନ ପାଳନ କରିବେ ବୋଲି ଖବର ଆସିଛି।