Movie prime

ମୃ-ତ୍ୟୁ ପୂର୍ବରୁ ପରିବାର ଲୋକଙ୍କ ସହ ପୁରୀ ଯାଇଥିଲେ Rajeswari Ray Mohapatra ଦେଖନ୍ତୁ ଏହି ଭିଡିଓ

 
Rajaswari
ବର୍ତ୍ତମାନ ସୋସିଆଲ ମିଡିଆରେ ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ଵରି ରାୟ ମହାପାତ୍ର ମୃ-ତ୍ୟୁ ପୂର୍ବରୁ ପୁରୀ ବୁଲି ଯାଇଥିବାର ଫଟୋ ଆଉ ଭିଡିଓ ଦେଖିବାକୁ ମିଳିଛି।ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ଵରି ତାଙ୍କ ସ୍ବାମୀ, ସାଙ୍ଗ ଏବଂ ପରିବାର ଲୋକମାନଙ୍କ ସହିତ ପୁରୀ ବୁଲିବାକୁ ଯାଇଥିଲେ।ସେଠାରେ ଜଗତର ନାଥ ଜଗନ୍ନାଥ ଙ୍କୁ ଦର୍ଶନ କରିଛନ୍ତି।ଏବଂ ବହୁତ ବୁଲି ଛନ୍ତି।
ଆପଣମାନେ ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ଵରି ରାୟ ମହାପାତ୍ର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।
ସେ ଅନେକ ଗୁଡ଼ିଏ ଓଡ଼ିଆ ଚଳଚ୍ଚିତ୍ର ଏବଂ ଧାରାବାହିକ ରେ ଅଭିନୟ କରିଛନ୍ତି।
ଏବଂ ସେ ଅଭିନୟ କରି ଦର୍ଶକମାନଙ୍କ ଠାରୁ ଲୋକପ୍ରିୟତା ହାସଲ କରିପାରିଛନ୍ତି।ସେ ଦେଖିବା ପାଇଁ ଯେପରି ସୁନ୍ଦର ଅଭିନୟ ମଧ୍ୟ ବହୁତ ସୁନ୍ଦର ଭାବରେ କରିଥାନ୍ତି।ଏବଂ ସୁନ୍ଦର ଗୀତ ମଧ୍ୟ ଅଭିନେତ୍ରୀ ରାଜେଶ୍ଵରି ଗାଇଥାନ୍ତି।
ସେ ରଜର ଏକ ଗୀତ ଗାଇଥିଵାର ଦେଖିବାକୁ ମିଳିଥିଲା।କିନ୍ତୁ ବର୍ତ୍ତମାନ ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ଵରି ରାୟ ମହାପାତ୍ରଙ୍କ ଦେ-ହା-ନ୍ତ ହୋଇଯାଇଛି।ସେ ୨୦୧୯ ମସିହାରୁ କ୍ୟାନସର ରେ ପୀଡିତ ହୋଇଥିଲେ।
ଏବଂ ଅଭିନେତ୍ରୀ ରାଜେଶ୍ଵରି କ୍ୟାନସର ସହିତ ବହୁତ ଲଢ଼ିଥିଲେ।ଏବଂ ଜିତି ମଧ୍ୟ ଥିଲେ କ୍ୟାନସର ର ଚତୁର୍ଥ ଷ୍ଟେଜ ରେ ମଧ୍ୟ ସେ ଭଲ ହୋଇ ତାଙ୍କ ଘରକୁ ଫେରିଥିଲେ।କିନ୍ତୁ ଏଥର ସେ ଲଢି ପାରିଲେ ନାହିଁ।
ବର୍ତ୍ତମାନ ସେ ଆମ ଗହଣରେ ଆଉ ନାହାନ୍ତି।ଏଭଳି ଏକ ମହାନ କଳାକାର ଙ୍କୁ ଆଜି ଓଡ଼ିଶାବାସୀ ହରାଇ ବସିଛନ୍ତି।ତାଙ୍କ ମୃ-ତ୍ୟୁ କୁ ନେଇ ବର୍ତ୍ତମାନ ଚାରିଆଡ଼େ ସୋକର ଛାୟା ଖେଳି ଯାଇଛି।
ତାଙ୍କ ପରିବାର ଲୋକଙ୍କୁ ଭଗବାନ ଧର୍ଯ୍ୟ ଦିଅନ୍ତୁ।ଅଭିନେତ୍ରୀ ରାଜେଶ୍ଵରି ଙ୍କ ସ୍ଵାମୀ ମଧ୍ୟ ତାଙ୍କୁ ବହୁତ ଝୁରୁଛନ୍ତି।ସେ ତାଙ୍କୁ ଭଲ ପାଇବା ଶିଖାଇଛନ୍ତି।କିନ୍ତୁ ସେ ଆଜି ତାଙ୍କୁ ଛାଡି ଚାଲିଗଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.