Movie prime

ରାଣୀ କହିଲେ କାହିଁକି ଖଣ୍ଡଗିରି ରେ ଖୋଲିଲେ ବ୍ଲାଉଜ ଦେଖନ୍ତୁ ଏହି ଭିଡିଓ

 
Viral News
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ, ଯାତ୍ରା ଜଗତକୁ ନେଇ ଅନେକ ପ୍ରକାରର ଭିଡିଓ ଆସିଥାଏ ।
ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଯାତ୍ରା ଜଗତର ମହାନ୍ ଅଭିନେତ୍ରୀ ରାନୀ ପଣ୍ଡା ଖଣ୍ଡଗିରି ଯାତ୍ରାରେ ହେଇଥିବା ଘଟଣା ଅର୍ଥାତ୍ ଘଟିଥିବା ଘଟଣା ବିଷୟରେ ଅନେକ କଥା ଆଉ ସତ୍ୟ ଯଥା କହିଛନ୍ତି । ଏହି ଭିଡିଓ ଦେଖିଲେ ଆପଣମାନେ ଜାଣିପାରିବେ ।
ଆପଣମାନେ ସମସ୍ତେ ଯାତ୍ରା ଜଗତର ଜଣାଶୁଣା ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି
ସେ ଜଣେ ବହୁତ ଭଲ ବ୍ୟକ୍ତିତ୍ଵ ଅଟନ୍ତି । ଏହି ଅଭିନେତ୍ରୀ ଜଣକ ସବୁବେଳେ ତାଙ୍କ କଥା ପାଇଁ ଚର୍ଚ୍ଚାରେ ଅଛନ୍ତି । ରାନୀ ପଣ୍ଡା ଜଣେ ଏଭଳି ବ୍ୟକ୍ତିତ୍ଵ ତାଙ୍କୁ ସବୁ ଷ୍ଟେଟରେ ଜାଣିଛନ୍ତି । ଏହି ଅଭିନେତ୍ରୀ ଜଣକ ତାଙ୍କ କ୍ୟାରିଅର ଆରମ୍ଭ କରିବା ପାଇଁ ଅନେକ କଷ୍ଟ ସହିଛନ୍ତି ।
ସେ ଖଣ୍ଡଗିରି ନାଚରେ ବ୍ଲାଉଜ ଖୋଲିଥିଲେ ବୋଲି ସମସ୍ତେ କହୁଛନ୍ତି । କିନ୍ତୁ ଏହି ଅଭିନେତ୍ରୀ ଜଣକ କହିଛନ୍ତି କି ସେ ଯେତେବେଳେ ଖଣ୍ଡଗିରି ଯାତ୍ରାରେ ନାଚ କରୁଥିଲେ ସେତେବେଳେ ତାଙ୍କ ବ୍ଲାଉଜର ହୁକ୍ ଫିଟି ଯାଇଥିଲା ।
ଆଉ ସେଇଟା ଦେଲା ବେଳେ ଆଉ ଗୋଟିଏ ହୁକ୍ ଖୋଲି ଯାଇଥିଲା । ଆଉ ଏହାପରେ ବ୍ଲାଉଜ ଖୋଲି ଯାଇଥିଲା ସେଥିପାଇଁ।
ସେ କପଡ଼ା ଘୋଡାଇ ଆସିଥିଲେ । ତାଙ୍କ ବ୍ରେଷ୍ଟ ଖସି ଯାଇଥିଲା । ସେ ଜାଣିଶୁଣି ଏହି ଭୁଲ କରିନାହାନ୍ତି ବୋଲି ସେ କହିଛନ୍ତି । ସେ ତାଙ୍କର ଅଜାଣତରେ କରିଥିବା ଭୁଲ ପାଇଁ ଆଜିବି ଶୁଣୁଛନ୍ତି ।
ସେ କହିଛନ୍ତି କିଛି ଗଣମାଧ୍ୟମ ପଇସା ନେଇ ତାଙ୍କୁ ବଦନାମ୍ କରୁଛନ୍ତି । ଯାହା ବି ଘଟଣା ଘଟୁଛି ତାହା ପଛରେ ରାନୀ ପଣ୍ଡାଙ୍କୁ ଆଣିକରି ରଖୁଛନ୍ତି । କହୁଛନ୍ତି କି ରାନୀ ପଣ୍ଡା ସିଖାଇଛି । ଆଉ ଅଭିନେତ୍ରୀ ରାନୀ ପଣ୍ଡା କହିଛନ୍ତି ସେ ମରିବା ପୂର୍ବରୁ ଚିଠିରେ ଲେଖିକି ମରିବେ ତାଙ୍କ ମରିବା ପାଇଁ ଦାୟୀ କିଏ କିଏ ।
ଆଉ ସେହି ବ୍ୟକ୍ତିମାନଙ୍କ ନାଁ ଲେଖି ସେ ମରିବେ । ସେ ଏତେଶିଘ୍ର ମରିବେ ନାହିଁ ସେ ଏହି ସମାଜ ଆଉ ଓଡ଼ିଶା ପାଇଁ ଆଉ ଓଡ଼ିଶାର ଲୋକମାନଙ୍କ ପାଇଁ ଅନେକ କିଛି କାମ କରି ମରିବେ । 
ଏହାସହ ସେ କହିଛନ୍ତି ସେ ଯେଉଁ ମହିଳା ହୁଅନ୍ତୁ ବା ନାଚବାଲୀ ମୋ ନାଁ କୁ ମିଛରେ ବଦନାମ୍ କରନ୍ତୁ ନାହିଁ । ତମେ ତୁମ କାମ କର ଆଉ କ୍ୟାରିଅର ଗଢ଼ ।
ମୋ ନାଁକୁ ବଦନାମ୍ କରିଲେ ମୋ ଠୁ ଖରାପ କେହି ହେବେ ନାହିଁ ବୋଲି ସେ କହିଛନ୍ତି । ଏହି ଭିଡିଓ ସେ ଲାଇଭ ଆସି କହିଛନ୍ତି ।
ଏହାସହ ସେ ଅନେକ ଯାତ୍ରା ଜଗତ ଆଉ ତାଙ୍କ ଜୀବନ ବିଷୟରେ ଅନେକ କଥା କହିଛନ୍ତି । ସେ ମରିବା ବେଳେ ତାଙ୍କ କିଡନୀ ଦାନ କରିବେ ବୋଲି ମଧ୍ୟ କହିଛନ୍ତି । ତାଙ୍କ ବିଷୟରେ ଲୋକମାନଙ୍କର ଅନେକ ଭୁଲ ଧାରଣା ରହିଛି । ରାନୀ ପଣ୍ଡାଙ୍କୁ ଲୋକମାନେ ବୁଝିବାକୁ ଚେଷ୍ଟା କରନ୍ତୁ ବୋଲି ସେ କହିଛନ୍ତି ।