Movie prime

ଜଣା ପଡିଲା ବିରାଟ ସତ ମୃ-ତ୍ୟୁ ବେଳକୁ ୩ ମାସର ଗ-ର୍ଭ-ବ-ତୀ ଥିଲେ ରଶ୍ମି ରେଖା ଘଟଣାରେ ତଦନ୍ତ

 
Viral news
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନ ଯେତିକି ଗଡି ଗଡ଼ି ଯାଉଛି ଟେଲି ଅଭିନେତ୍ରୀ ଙ୍କ ମୃତ୍ୟୁ ର ରହସ୍ୟ ମଧ୍ୟ ସେତିକି ମାତ୍ରା ରେ ବଢ଼ି ବଢ଼ି ଚାଲିଛି। ଏହା ଏବେ ଆମ ସାରା ରାଜ୍ୟରେ ଏକ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି। ଅନେକ ଲୋକ ଏହାକୁ ନେଇ ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି। ହେଲେ ଏବେ ଏକ ବଡ଼ ଆଶ୍ଚର୍ଯ୍ୟ କର ଖବର ମିଳିଛି କି ରଶ୍ମି ରେଖା ମୃ-ତ୍ୟୁ ସମୟରେ ୩ ମାସର ଗ-ର୍ଭ-ବ-ତୀ ଥିଲେ।
ତେବେ ଏବେ ଏହା ପ୍ରଶ୍ନ ଉଠୁଚି କି ରଶ୍ମୀ ରେଖା ଗ-ର୍ଭ-ବ-ତୀ ଥିବା ସତ୍ତ୍ବେ ମଧ୍ୟ ଏପରି ଆ-ତ୍ମ-ହ-ତ୍ୟା କଲେ କଣ ପାଇଁ। ଏବଂ ପୋଲିସ କୁ ସାହାଯ୍ୟ କରୁଥିବା ରଶ୍ମୀ ରେଖା ଙ୍କ ପୁରୁଷ ବନ୍ଧୁ ସନ୍ତୋଷ ମଧ୍ୟ ଏହି ଘଟଣାର ପର୍ଦ୍ଦାଫାଶ ହେବା ପରେ ଏବେ ଫେରାର ଅଛନ୍ତି । ପୋଲିସ୍ ଏବେ ତାଙ୍କୁ ମଧ୍ୟ ଖୋଜିବାରେ ଲାଗିଛି।
ଭୁବନେଶ୍ବର ରେ ରଶ୍ମୀ ରେଖା ଙ୍କ ମୃ-ତ ଦେହ ମିଳିବା ପରେ ତାଙ୍କୁ ସବ ବ୍ୟବଚ୍ଛେଦ ପାଇଁ ପଠାଯାଇ ଥିଲା । ଏବଂ ଯେଉଁ ରିପୋର୍ଟ ମଧ୍ୟ ଆସିଥିଲା ସେଥିରେ ଲେଖା ଯାଇଥିଲା କି ରଶ୍ମୀ ରେଖା ପ୍ରାୟ ୧୨-୧୪ ମାସର ଗ-ର୍ଭ-ବ-ତୀ ଥିଲେ। ଏବଂ ରେପୋର୍ଟ ଅନୁସାରେ ଏହା ମଧ୍ଯ ଜଣା ପଡିଛି ରଶ୍ମୀ ରେଖା ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ଙ୍କୁ ଗତ ୪୫ ଦିନ ହେବ କୋର୍ଟ ମ୍ୟାରେଜ କରିଛନ୍ତି।
ଏହାର ଅର୍ଥ ହେଉଛି ରଶ୍ମୀ ରେଖା ବିବାହ ପୂର୍ବରୁ ହିଁ ଗ-ର୍ଭ-ବ-ତୀ ହେଲେ ଏବେ ସଭିଏଁ ଏହା ଭାବୁଛନ୍ତି କି ରଶ୍ମୀ ରେଖା ଚାହୁଁଥିଲେ ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ସମସ୍ତଙ୍କ ସାମ୍ନାରେ ତାଙ୍କ ମଥାରେ ସିନ୍ଦୁର ଦେଇ ସମସ୍ତଙ୍କ ସାମ୍ନାରେ ତାଙ୍କୁ ବିବାହ କରନ୍ତୁ ।
ହେଲେ ଏପରି ହୋଇନଥିବା କାରଣରୁ ହୁଏତ ସେ ଏପରି ପଦକ୍ଷେପ ଉଠାଇ ଥାଇ ପାରନ୍ତି। ତେବେ ଦେଖା ଯାଉ ନୟାପଲ୍ଲୀ ପୋଲିସ୍ ଏହି ଘଟଣାର ସତ୍ୟାସତ୍ୟ କିପରି ବାହାର କରୁଛି।