Movie prime
ରାତିରେ ପ୍ରେମିକ ସହ ଗପୁଥିଲି ବୋଲି ସ୍ଵାମୀ ମାରିଲା ସ୍ଵାମୀଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପତ୍ନୀ
 
Viral video

ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି।ମହିଳା ଜଣଙ୍କ କହିଛନ୍ତି ଯେ ସେ ଗ-ର୍ଭ-ବ-ତୀ ଅଛନ୍ତି।କିନ୍ତୁ ତାଙ୍କ ସ୍ବାମୀ କହୁଛନ୍ତି ଏ ଛୁଆ ଆଉ କାହାର।

ତୁ ଯାହା ସହିତ କଥା ହେଉଛୁ ଏଇ ପିଲା ହେଉଛି ତାର।ତାଙ୍କ ସହିତ ସମ୍ପର୍କ ରଖିଛୁ ବୋଲି ସ୍ୱାମୀ ତାଙ୍କ ସ୍ତ୍ରୀ ଙ୍କୁ କହିଛନ୍ତି।ତାଙ୍କ ସ୍ବାମୀଙ୍କ ନାମ ହେଉଛି ଚିନ୍ମୟ। ସେ ଭଲ ଲୋକ ନୁହନ୍ତି।ତାଙ୍କ ପାଖରେ ମହିଳା ଜଣଙ୍କ ରହିବା ପାଇଁ ଚାହୁଁ ନାହାନ୍ତି।

କାରଣ ତାଙ୍କ ସ୍ଵାମୀ ବହୁତ ମାରପିଟ୍ କରୁଛନ୍ତି।ତାଙ୍କର କିଛି କଥା ଶୁଣୁ ନାହାନ୍ତି। ମହିଳା ଜଣଙ୍କ ଜଣେ ଯୁବକ ଙ୍କ ସହିତ କଥା ହେଉଥିବାର ତାଙ୍କ ସ୍ବାମୀ ରାତିରେ ଦେଖି ଦେଲେ।
କିନ୍ତୁ ମହିଳା ଜଣଙ୍କ ସେହି ଫୋନ ଲୁଚାଇ ରଖିଥିଲେ।ମୋବାଇଲ୍ ଟି ମହିଳା ଙ୍କୁ ସେହି ଯୁବକ ଦେଇଥିଲେ।ଯାହା ସହିତ ମହିଳା କଥା ହୁଅନ୍ତି।ତାଙ୍କ ସହିତ ସେମିତି କିଛି ସମ୍ପର୍କ ନାହିଁ ବୋଲି ମହିଳା କହିଛନ୍ତି।
ମହିଳା ଜଣଙ୍କ ଯାହା ସହିତ ରାତିରେ ମୋବାଇଲ୍ ରେ କଥା ହେଉଛନ୍ତି ସେ ଯୁବକ ଜଣଙ୍କ ନେଉଛନ୍ତି ତାଙ୍କ ଭାଣିଯି ଙ୍କ ଦିଅର।ଯୁବକ ଜଣଙ୍କ ମହିଳାଙ୍କୁ କେବେ ଦେଖି ନାହାନ୍ତି।
କେବଳ ସେମାନେ ବେଳେବେଳେ ଫୋନ ରେ କଥା ହୁଅନ୍ତି।କେବଳ ଫୋନ ରେ ହିଁ ଆଜି ଯାଏଁ କଥା ହୋଇଛନ୍ତି। ସେ ଫୋନ ପେ ରେ ପଇସା ପଠାଇଛନ୍ତି।ଏହି କଥା ସ୍ଵାମୀ ବର୍ତ୍ତମାନ ଜାଣି ଦେଲେ।
ସେଥିପାଇଁ କହୁଛନ୍ତି ଏ ଛୁଆ ମୋର ନୁହେଁ। ଯାହା ସହିତ ଫୋନ ରେ କଥା ହେଉଛୁ ଏହି ଛୁଆ ତାର।ମହିଳା ଜଣଙ୍କ ମୋବାଇଲ୍ ଆଲମାରୀ ରେ ରଖିଥାନ୍ତି।
କିନ୍ତୁ ତାଙ୍କ ସ୍ବାମୀ ଦିନେ ଆଲମାରୀ ରେ କଣ ଖୋଜୁଥିଲେ।ସେହି ସମୟରେ ମୋବାଇଲ୍ ଟି ପାଇଗଲେ।ତାପରେ ଆଉ କିଛି ପଚାରିଲେ ନାହିଁ କେବଳ ମହିଳା ଙ୍କୁ ମାରିଲେ।ତାଙ୍କ ସ୍ବାମୀ ଯେତେବେଳେ ଘରେ ରୁହନ୍ତି ନାହିଁ ସେ କଥା ହୁଅନ୍ତି।