Movie prime

ଆସିଲା ନିଯୁକ୍ତି ସୁଯୋଗ ଓଡ଼ିଶାର ସବୁ ପୁଅ ଝିଅ କରି ପାରିବେ ଆବେଦନ ଦରମା ୨୦୦୦୦ ଟଙ୍କା ଦେଖନ୍ତୁ କେମିତି ଘରେ ବସି କରିବେ ଆବେଦନ

 
Job alet
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଯୁବ ପିଢ଼ି ଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସି ପହଞ୍ଚିଛି। ଯାହାକି ହେଉଛି ରାଉଲକେଲା ଷ୍ଟିଲ ପ୍ଲାଣ୍ଟ ରେ ଏକ ବଡ଼ ନିଯୁକ୍ତି ବାହାରିଛି।steel authority of india limited, Rourkela Steel plant ଅଫିସିଆଲ୍ ସାଇଟ ରେ ବାହାରିଛି। ପ୍ରାୟ ପିଲା ଏହାକୁ ବିଶ୍ବାସ କରୁ ନଥିଲେ ମଧ୍ୟ ଏହା ହଉଛି ସତ୍ୟ।
ଏହି ପୋଷ୍ଟ ଟି ହେଉଛି ଲ୍ୟାବ ଆସିଷ୍ଟାନ୍ସ କେଟାଗୋରୀ ୧,କେଟାଗୋରୀ ୨ ଓ କେଟାଗୋରୀ ୩ ଏମିତି କେଟାଗୋରୀ E ପର୍ଯ୍ୟନ୍ତ ଅଛି ଆପଣ ଏହି ପୋଷ୍ଟ ଗୁଡିକ ସମ୍ଵନ୍ଧରେ ସଠିକ୍ ଭାବରେ ଜାଣି ପାରିଲେ ହିଁ ଏହି ପୋଷ୍ଟ ଗୁଡିକରେ ପକାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବେ। ଏହି ପୋଷ୍ଟ ଗୁଡିକ କେବଳ ଓଡ଼ିଶାର କ୍ୟାଣ୍ଡିଡେଟ ହିଁ ପକାଇ ପାରିବେ। 
ଉଭୟ ପୁରୁଷ ଏବଂ ମହିଳା ମାନେ ପକାଇ ପାରିବେ। ଏବଂ ଏହି ପୋଷ୍ଟ ରେ ପକେଇବା ପାଇଁ କୌଣସି ପ୍ରକାରର ଦେୟ ଦେବାକୁ ପଡ଼ିବ ନାହିଁ। ଅନେକ ପୋଷ୍ଟ ରହିଥିବା ବେଳେ ଆପଣ ଅନଲାଇନ ମୋଡ ରେ ଆପଲାୟ କରି ପାରିବେ। ମିନିମମ ଏଜ ଆପଣ ଙ୍କ ୨୧ ହୋଇଥିବା ଦରକାର ଓ ମ୍ୟାକ୍ସିମମ୍ ଏଜ୍ ଆପଣ ଙ୍କ ୫୫ ହେବ। ସିଲେକ୍ସନ ମଧ୍ଯ ଆପଣ ଙ୍କ ଏକ୍ସପେରିଏନ୍ସ ଦ୍ବାରା ହେବ।
ଏଥି ପାଇଁ କୌଣସି ପରୀକ୍ଷା ମଧ୍ଯ ରହିବ ନାହିଁ କେବଳ ଡକ୍କୁମେଣ୍ଟ୍ ଭରିଫିକେସନ୍ ଓ ଇଣ୍ଟର୍ଭୀଉ ରହିବ। ଏହି ଡକ୍କୁମେଣ୍ଟ ରେ ଆପଣ ସବୁ ସାର୍ଟିଫିକେଟ ସହ ପାସପୋର୍ଟ ସାଇଜ ଫଟୋ, କାଷ୍ଟ ସାର୍ଟିଫିକେଟ ଏବଂ ପରିଚୟ ପତ୍ର ଦେଇ ପାରିବେ। ଯଦି ଆଗରୁ କୌଣସି ଚାକିରୀ କରିଥିବେ ତେବେ ଏକ୍ସପରିଏନ୍ସ ସାର୍ଟିଫିକେଟ ମଧ୍ୟ ଦେବେ।