Movie prime

ରିୟା ଦେ ଙ୍କ ବାହାଘର ଭୋଜିରେ ଆସିଲେ ପହଞ୍ଚିଲେ ବରିଷ୍ଟ ଅଭିନେତ୍ରୀ Aparajita Mohanty ଦେଖନ୍ତୁ ରଖିଲେ ରିୟାଙ୍କ କଥା

 
Viral video
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ରିୟା ଦେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରିଅଲ ଲାଇଫରେ ରିୟା ଦେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
ଏନେଇ ରିୟା ସାରା ଓଡିଶାରେ ଏବେ ଚର୍ଚ୍ଚାରେ ଅଛନ୍ତି। ଗତ କିଛି ସମୟ ହେବ ମୋବାଇଲ ରୁ ମୋବାଇଲକୁ କେବଳ ରିୟାଙ୍କ ବିବାହ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। 
ରିୟା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି। 2010 ମସିହାରୁ ରିୟା ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରେମ ଅଢେଇ ଅକ୍ଷର ଫିଲ୍ମରୁ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ ଲ।
ଏହି ଫିଲ୍ମ ପରେ ସେ ଗୋଟେ ପରେ ଗୋଟେ ଅନେକ ସୁପର ହିଟ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ କାମ କରିଥିଲେ।
ରିୟାଙ୍କ ସୁନ୍ଦରତା ଆଉ ତାଙ୍କ ଅଭିନୟକୁ ଦର୍ଶକ ମାନେ ବେସ ଅଧିକ ପସନ୍ଦ କରନ୍ତି।ଗତ କିଛି ଦିନ ତଳେ ରିୟା ସୁନୀଲ ନାମକ ଯୁବକଙ୍କ ସହ ନିର୍ବନ୍ଧ କରିଥିଲେ।
ସୁନୀଲ କୌଣସି କଳାକାର ନୁହନ୍ତି ହେଲେ ସେ ଦୀର୍ଘ ବର୍ଷ ହେବ ରିୟାଙ୍କ ସହ ଲଭ ରିଲେସନ ରଖିଥିଲେ। ତେବେ ଦର୍ଶକବନ୍ଧୁ ସୁନୀଲଙ୍କ ସହ ବିବାହ କରିବା ପରେ ରିୟା ବହୁତ ଅଧିକ ଖୁସି ଅଛନ୍ତି।
ଆଉ ଏହାରି ମଧ୍ୟରେ ତାଙ୍କ ରିସେପ୍ସନ୍ ଏକ ସୁନ୍ଦର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରିୟାଙ୍କ ରିସେପସନ୍ ରେ ଅଭିନେତ୍ରୀ ଅପରାଜିତା ମହାନ୍ତି ରିୟା ଏବଂ ସୁନୀଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ତେବେ ରିୟାଙ୍କ ରିସେପସନ୍ ରେ ରିୟାଙ୍କ କଥା ରଖି ଆସି ପହଞ୍ଚିଥିଲେ ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି। ତେବେ ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.