Movie prime
Ruchika Mohanty ଓଡ଼ିଶା ବନ୍ଦ ଡାକରାକୁ ବିରୋଧ କଲେ ଏହି ବ୍ୟକ୍ତି ଦେଖନ୍ତୁ କଣ କହିଲେ
 
Ruchika mohanty
ଆପଣମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବିଷୟରେ ଜାଣିବାକୁ ପାଉଥିବେ।ବର୍ତ୍ତମାନ ସମୟରେ କେତେବେଳେ କଣ ଘଟୁଛି ତାହା ସୋସିଆଲ ମିଡିଆ ମାଧ୍ୟମରେ ସବୁକିଛି ବହୁତ ଜଲ୍ଦୀ ଜାଣି ହୋଇଯାଉଛି।ତଥାପି ବେଳେ ବେଳେ ଏପରି କିଛି ଘଟଣା ଘଟିଯାଇଥାଏ ଯାହାକି କେହି ଜାଣି ନଥିବେ।ସେହିପରି ଏକ ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି।
ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଚାହୁଁ ଚାହୁଁ ଭାସିଗଲା ସ୍କୁଲ୍ ବସ୍।ଉତ୍ତରାଖଣ୍ଡ ଡେରାଡୁନ ନିକଟ କନକପୁର ବ୍ରିଜ ରେ ଭାସିଗଲା ସ୍କୁଲ୍ ବସ୍।ବହୁତ ଜୋରେ ସେଠାରେ ବର୍ଷା ହୋଇଥିଲା।ଲଗାତାର ବର୍ଷା ହୋଇଥିବାରୁ ରାସ୍ତା ଉପରେ ପାଣି ଚାଲୁଥିଲା।ପାଣିର ପରିମାଣ କମ୍ ଥିଲେ ମଧ୍ୟ ସୁଅ ଏତେ ପ୍ରଖର ଥିଲା ଯେ ବସ୍ ଟି ଧୀରେ ଧିରେ ବ୍ରିଜ ତଳକୁ ଭାସି ଯାଇଥିଲା।
ବସ୍ ଡ୍ରାଇଭର ପାଣିର ପରିମାଣ କମ୍ ଥିବା ଦେଖି ରାସ୍ତା ପାର କରିବା ପାଇଁ ଚେଷ୍ଟା କରିଥିଲେ।କିନ୍ତୁ କେହି କିଛି କରିବା ପୂର୍ବରୁ କି ଭାବିବା ପୂର୍ବରୁ ବ୍ରିଜ ଟି ତଳକୁ ଖସି ଆସିଥିଲା।
ସୌଭାଗ୍ୟ ବଶତଃ ଗାଡ଼ି ର ଯେତେବେଳେ ଏଭଳି ଦୁର୍ଘଟଣା ହୋଇଥିଲା ସେତେବେଳେ ସେହି ଗାଡ଼ି ରେ କୌଣସି ଛାତ୍ରଛାତ୍ରୀ ବସିନଥିଲେ।କେବଳ ବସ୍ ରେ ଡ୍ରାଇଭର ଆଉ ହେଲ୍ପର ଆହତ ହୋଇଛନ୍ତି। ପାଣି ବହୁତ କମ୍ ଥିଲେ ମଧ୍ୟ ବସ୍ ଟି ଭାସି ଯାଇଥିଲା।
କାରଣ କେତେବେଳେ କଣ ହୋଇଥାଏ ତାହା କେହି ଜାଣି ନାହାଁନ୍ତି।ଡ୍ରାଇଭର ଜଣଙ୍କ ଆକଳନ କରି ପାରିଲେ ନାହିଁ।ସେଥିପାଇଁ ବସ୍ ଟି ଖସି ପଡ଼ିଲା।
ଡ୍ରାଇଭର ଆଉ ହେଲ୍ପର ଆହତ ହୋଇଥିଲେ ମଧ୍ୟ ବର୍ତ୍ତମାନ ସେ ସୁରକ୍ଷିତ ଅଛନ୍ତି।ତାଙ୍କର ବିଶେଷ କିଛି ଅସୁବିଧା ହୋଇନାହିଁ।ବର୍ତ୍ତମାନ ଏହି ଖବର ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି।